5c48uzhklwo69hjqe1qwhckldw1dzd9wuoikzlgt

ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି କୌଣସି ପ୍ରସ୍ତାବ ନାହିଁ: ବାଣିଜ୍ୟ ମନ୍ତ୍ରୀ

ଭୁବନେଶ୍ବର: ଗୋପନୀୟତା ଓ ଆର୍ଥିକ ଦୃଷ୍ଟିରୁ ବିଚାର କରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି ଅପାତତଃ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ପ୍ରଦାନ କରିଛନ୍ତି। ଓଡିଶାର ୯ଟି ସରକାରୀ ମୁଦ୍ରଣାଳୟର ଗତ ୫ଟି ଆର୍ଥିକ ବର୍ଷର ଆୟ-ବ୍ୟୟ କେତେ, ତାହାର ତଥ୍ୟ ଆର୍ଥିକ ବର୍ଷ ଓ ପ୍ରିଣ୍ଟିଂ ପ୍ରେସୱାରୀ ପ୍ରଦାନ କରିବେ କି? […]

ସଂପୂର୍ଣ୍ଣ ପଢନ୍ତୁ
Fani 759 10

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୮ବର୍ଷରେ ଓଡ଼ିଶାର ୧୭୧୬୬ କୋଟି ଟଙ୍କାର ଆର୍ଥିକ କ୍ଷତି

ଭୁବନେଶ୍ବର : ନିଜର ଭୌଗଳିକ ଅବସ୍ଥିତି ପାଇଁ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି ଓଡ଼ିଶା । ବିଗତ ୮ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟକୁ ପ୍ରାୟ ୧୭୧୬୬.୪୩କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଯାହାକି ୨୦୨୪-୨୫ ରାଜ୍ୟ ଜିଡିପିର ପ୍ରାୟ ୧.୮ ପ୍ରତିଶତ ହେବ ବୋଲି ଆକଳନ ହୋଇଛି । ରାଜ୍ୟ ସରକାର ନିଜର ବଜେଟ୍ ପୁସ୍ତିକାରେ ଏହା ଉଲ୍ଲେଖ କରିବା ସହ ଏହି ଅବଧି ମଧ୍ୟରେ ରାଜକୋଷରୁ ୮୩୪୯.୮୦କୋଟି ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ଟାସ୍କଫୋର୍ସର ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ଟାସ୍କଫୋର୍ସର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା କମିଟିର ଅଧ୍ୟକ୍ଷ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ତେଲକୋଇ ବିଧାୟକ ଫକୀରମୋହନ ନାୟକ, ବାସୁଦବେପୁର ବିଧାୟକ ଅଶୋକ କୁମାର ନାୟକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ସରକାରୀ […]

ସଂପୂର୍ଣ୍ଣ ପଢନ୍ତୁ
Lingaraj T

ପ୍ରଭୁ ଲିଙ୍ଗରାଜଙ୍କ ଜାଗର: ଏକାମ୍ରରେ ମୁତୟନ ହେବେ ୩୫ ପ୍ଲାଟୁନ୍‌ ପୁଲିସ

ଭୁବନେଶ୍ବର: ଜାଗର ପାଖେଇ ଆସୁଛି। ଏହି ପବିତ୍ର ପାଇଁ ସରିଲା ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିସନରେଟ ପୁଲିସ ପକ୍ଷରୁ ଡକାଯାଇଥିବା ଏହି ସମନ୍ବୟ ବୈଠକରେ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଠିକ ସମୟରେ କିପରି ଭାବେ ଦୀପ ଉଠିବ ସମସ୍ତ ନୀତିକାନ୍ତି ସୁଚାରୁ ରୁପେ ହେବ ସେ ନେଇ ସେବାୟତମାନକୁ ଏହି ବୈଠକରେ କୁହାଯାଇଛି। ରାତି ୧୦ଟାରେ ମହାଦୀପ ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଭକ୍ତମାନେ କିଭଳି ଭାବେ ଦର୍ଶନ କରିବେ […]

ସଂପୂର୍ଣ୍ଣ ପଢନ୍ତୁ

୪ ଦିନ ବର୍ଷିବ ! ଏସବୁ ଜିଲାକୁ ଘଡଘଡି ବର୍ଷା ଆଲର୍ଟ

ଭୁବନେଶ୍ୱର,୧୯।୨ : ଆସୁଛି ବର୍ଷା | ୨୦ରୁ ୨୩ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୦ରେ ୩ ଜିଲାକୁ ଅରେଞ୍ଜ, ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ସେହିପରି ୨୧ରେ ୭ ଜିଲାକୁ ଅରେଞ୍ଜ, ୧୨ ଜିଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର ଓ କଟକକୁ ଆଲର୍ଟ କରାଯାଇଛି। ୨୨ ଓ ୨୩ ତାରିଖରେ ମଧ୍ୟ ଉତ୍ତର ଓ […]

ସଂପୂର୍ଣ୍ଣ ପଢନ୍ତୁ
Lqzttrhmd0gdsn8gwzck

ସୀମା ଟପୁଛି ଅନ୍ଧବିଶ୍ୱାସ, କୁସଂସ୍କାର ବଞ୍ଚି ଥାଉଥାଉ ମା’ର ଶୁଦ୍ଧିକ୍ରିୟା

ଭାପୁର: ସୀମା ଟପିଛି କୁସଂସ୍କାର ଓ ଅନ୍ଧବିଶ୍ୱାସ। ଗାଁ ମୁଖିଆଙ୍କ ଚାପରେ ୮୧ ବର୍ଷର ବୃଦ୍ଧା ମା’ ବଞ୍ଚି ଥାଉଥାଉ ପୁଅ-ବୋହୂ ଶୁଦ୍ଧି ହୋଇଛନ୍ତି। ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଗାଁରେ ଭୋଜିଭାତ ମଧ୍ୟ ଦେଇଛନ୍ତି। ମାତ୍ର ମା’ଙ୍କର ରୋଗ ଭଲ ହେଉନଥିବା‌ ଖବର ପାଇବା ପରେ ଗ୍ରାମବାସୀ ଅଜବ ନିୟମ କରିଛନ୍ତି। ପୁଣି ଥରେ ମା’ର ଶୁଦ୍ଧିକ୍ରିୟା ପାଇଁ ସେମାନେ ପରିବାର ଲୋକଙ୍କୁ ବାଧ୍ୟ କରୁଛନ୍ତି। ମାତ୍ର ଏଥର ରାଜି ନ ହେବାରୁ […]

ସଂପୂର୍ଣ୍ଣ ପଢନ୍ତୁ

ଅଚ୍ୟୁତଙ୍କୁ ସୁରକ୍ଷା ଦେବାକୁ ଗୃହ ବନ୍ଦ କରୁଛନ୍ତି ବିରୋଧୀ

ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଅଚ୍ୟୁତ ସାମନ୍ତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ବୁଧବାର ବିଧାନସଭାରେ ଏହା କହିଛନ୍ତି ଜୟନାରାୟଣ ମିଶ୍ର। KIIT ପ୍ରସଙ୍ଗକୁ ନେଇ ଓଡିଶା ସାରା ବିଶ୍ୱରେ ନିନ୍ଦିତ ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ମଧ୍ୟ ତାତି ଦେଖିବାକୁ ମିଳିଥିଲା। ଏହାରି ଉପରେ ବିଧାନସଭାରେ ବିବୃତି ରଖି ବରିଷ୍ଠ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବଦ୍ଧ ପରିକର। ଅଚ୍ୟୁତଙ୍କୁ ସୁରକ୍ଷା ଦେବାକୁ […]

ସଂପୂର୍ଣ୍ଣ ପଢନ୍ତୁ
ଭଭଭଭ

ପ୍ରଥମ ଥର ପାଇଁ ବିଧାୟକ, ଏବେ ମୁଖ୍ୟମନ୍ତ୍ରୀ… ଜାଣନ୍ତୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କିଏ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ, ଭାଜପା ଜଣେ ମହିଳା ମୁହଁ ଉପରେ ବାଜି ଲଗାଇଛି ଏବଂ ବୈଶ୍ୟ ସମ୍ପ୍ରଦାୟରୁ ଆସିଥିବା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଗୁରୁବାର ସେ […]

ସଂପୂର୍ଣ୍ଣ ପଢନ୍ତୁ
Zzz

ବିରଳରୁ ବିରଳ: ୭ ମାସର ଶିଶୁକୁ ବଳାତ୍କାର, ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ

କୋଲକାତା,୧୯।୨: ଏକ ଐତିହାସିକ ନିଷ୍ପତ୍ତିରେ, କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ସାତ ମାସର ଶିଶୁକନ୍ୟାକୁ ନିର୍ମମ ଭାବରେ ବଳାତ୍କାର କରିବା ଅଭିଯୋଗରେ ରାଜୀବ ଘୋଷକୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ଅପରାଧକୁ “ବିରଳରୁ ବିରଳ” ଘୋଷଣା କରି, କୋର୍ଟ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭୟଙ୍କର ଘଟଣା୩୦ ନଭେମ୍ବର, ୨୦୨୪ ରେ କୋଲକାତାର ବୁର୍ଟୋଲା ଅଞ୍ଚଳରେ ଘଟିଥିଲା। ଶିଶୁଟିର ପିତାମାତା, ଯେଉଁମାନେ ଫୁଟପାଥ ରାସ୍ତାରେ ବାସ କରୁଥିବା ବେଳେ ହଠାତ […]

ସଂପୂର୍ଣ୍ଣ ପଢନ୍ତୁ
Zz

ପରବେଶ ବର୍ମା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଏଥିସହିତ ଦଳ ପରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଛି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ହରାଇବା ପରେ ଆଲୋଚନା ହେଉଥିଲା ଯେ, ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିପାରେ। କିନ୍ତୁ ଏହା ହୋଇନାହିଁ, ତାଙ୍କୁ ଏବେ ରେଖା ଗୁପ୍ତାଙ୍କ ଅଧୀନରେ କାମ କରିବାକୁ ହେବ। ଦଳ ଦିଲ୍ଲୀରେ ଦୀର୍ଘ ୨୬ ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ