Anganwadi 1 750x430

ଅନ୍ଧାରରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି

ଭୁବନେଶ୍ବର: ପିଲାଟିର ଶିକ୍ଷାର ଏନ୍ତୁଡିଶାଳ ଅଙ୍ଗନବାଡି । ହେଲେ ଆଜି ବି ବିଭିନ୍ନ ଜିଲ୍ଲାରେ ଅବହେଳିତ ଭାବରେ ଅଙ୍ଗନବାଡି ଶିକ୍ଷା ଗ୍ରହଣ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଆଜି ବି ରାଜ୍ୟରେ ୩୧ ହଜାରରୁ ଅଧିକ ଅଙ୍ଗନବାଡି ଅନ୍ଧାରରେ ରହିଛି । ସେଠିକି ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା । ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, […]

ସଂପୂର୍ଣ୍ଣ ପଢନ୍ତୁ
Baramunda 4

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ, କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ

ଭୁବନେଶ୍ୱର : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୫ ଉଦ୍ଘାଟିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନଙ୍କୁ ଗାଈ ପ୍ରଦାନ କରାଯାଇଥିଲା ।  ଏଥିସହିତ ଶିକ୍ଷିତ ଯୁବକ ଯୁବତୀଙ୍କ ମନରେ ମତ୍ସ୍ୟ ଓ ପ୍ରାଣୀ ପାଳନ ପ୍ରତି ଆଗ୍ରହ ସୃଷ୍ଟି କରାଇବା ସହ ସରକାରଙ୍କର ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଇଥିଲା । ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ […]

ସଂପୂର୍ଣ୍ଣ ପଢନ୍ତୁ
Image 1739603586

‘ଭାରତ ସରକାରଙ୍କ ନୀତିରେ ପ୍ରତିଫଳିତ ବୁଦ୍ଧଙ୍କ ପ୍ରତି ଶ୍ରଦ୍ଧା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ୱାଦ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଥାଇଲ୍ୟାଣ୍ଡରେ ସମ୍ୱାଦର ସଂସ୍କରଣରେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିଥିବାରୁ ଭାରତ, ଜାପାନ ଏବଂ ଥାଇଲ୍ୟାଣ୍ଡର ବିଶିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ସେ ପ୍ରଶଂସା କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କର ଜାପାନୀ ବନ୍ଧୁ ଶ୍ରୀ ସିଞ୍ଜୋ […]

ସଂପୂର୍ଣ୍ଣ ପଢନ୍ତୁ
Sura 699x430

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା

ଭୁବନେଶ୍ଵର: ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଆଉ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି କଂଗ୍ରେସର ନେତା ଓ କର୍ମୀମାନେ । ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ । ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରେଶ କୁମାର ରାଉତରାୟ ଓରଫ ସୁର ଭାଇ । ଗତକାଲି ପିସିସି ସଭାପତି […]

ସଂପୂର୍ଣ୍ଣ ପଢନ୍ତୁ
Ctc 3 1

କଟକ ବେଲେଶ୍ବର ଡବଲ ମର୍ଡର ଘଟଣା : ଚାକର ଦମ୍ପତିକୁ ନେଇ କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ

କଟକ : କକଟକ ବେଲେଶ୍ବର ବୃଦ୍ଧ ଦମ୍ପତିଙ୍କୁ ମର୍ଡର ମାମଲାରେ ହେଲା କ୍ରାଇମ ସିନ ରିକ୍ରିଏସନ। ଦୁଇ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି ପୋଲିସ । ହତ୍ଯାକାଣ୍ଡରେ ପ୍ରକୃତ ରହସ୍ୟ କଣ, କେବଳ ଚାକର ସ୍ବାମୀ-ସ୍ତ୍ରୀ ନା ଆଉ କେହି ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି । କଟକ ଡିସିପି ଜଗମୋହନ ମିନା ନିଜେ ସିନ ରିକ୍ରିଏସନ ଲିଡ଼ କରିଥିଲେ । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଦମ୍ପତି ବାସନ୍ତୀ ଓ ସନ୍ତୋଷକୁ ପୋଲିସ ଗିରଫ […]

ସଂପୂର୍ଣ୍ଣ ପଢନ୍ତୁ
L9dbfsfrc2uc2nw3x67p

୩୧ ମାର୍ଚ୍ଚ ଯାଏଁ ବଢିଲା ଇ-କେଓ୍ବାଇସି ଅବଧି

ଭୁବନେଶ୍ବର: ପୁଣି ବଢିଲା ରାସନ କାର୍ଡରେ ଇ-କେଓ୍ବାଇସି ଅବଧି । ରାସନ କାର୍ଡରେ ଇ-କେଓ୍ବାଇସି କରିବାକୁ ଆଜି ଶେଷ ଦିନ ଥିବା ବେଳେ ଲୋକଙ୍କ ଆବଶ୍ୟକତା ଦେଖି, ସମୟ ସୀମାକୁ ଆସନ୍ତା ୩୧ମାର୍ଚ୍ଚ ଯାଏଁ ବୃଦ୍ଧି ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ପୂର୍ବରୁ ଆଜି ଶେଷ ତାରିଖ ଥିବା ବେଳେ ଆଉ ଇ-କେଓ୍ବାଇସି ଭରିବା ନେଇ ସମୟ ଅବଧି ବଢିବନି ସୂଚାଇ ଦିଆଯାଇଥିଲା । ଯାହାକୁ ନେଇ […]

ସଂପୂର୍ଣ୍ଣ ପଢନ୍ତୁ
88c590f9 C214 41cd 9b93 4916e3482ee8

ପରିକଳ୍ପିତ ଜରାଶ୍ରମ ପାଇଁ ପ୍ରାଥମିକ କାର୍ଯ୍ୟକ୍ରମ

ଜଗତସିଂହପୁର/ତିର୍ତ୍ତୋଲ :  ରାଜ୍ୟର ଏକ ଅଗ୍ରଣି ଆଧ୍ୟାତ୍ମିକ ସାରସ୍ୱତ ଓ ସମାଜସେବୀ ଅନୁଷ୍ଠାନ  ବ୍ୟାସଫାଉଣ୍ଡେସନ ତରଫରୁ ଜଗତସିଂହପୁର ଜିଲ୍ଲାରେ ଏକ ଜରାଶ୍ରମ  ପ୍ରତିଷ୍ଠା କରିବା ନିମନ୍ତେ ଦୀର୍ଘ ଦଶନ୍ଧିଧରି ପରିକଳ୍ପନା କରାଯାଉଥିଲା ବେଳେ ଗତ ଶୁକ୍ରବାର ଦିନ ସବୁ ପ୍ରତୀକ୍ଷା, ଅପେକ୍ଷାର ଅନ୍ତଘଟିଛି ।  ଫାଉଣ୍ଡେସନ ର ଅଧ୍ୟକ୍ଷା  ସ୍ନେହମୟୀ  ଆଚାର୍ଯ୍ୟ ଙ୍କ ଆବେଗପୂର୍ଣ୍ଣ ଆହ୍ଵାନ କୁ ଆଗ୍ରହର ସହିତ ଗ୍ରହଣ କରି, ଗରେଇ ପଞ୍ଚାୟତ ଅନ୍ତର୍ଗତ ନାଳିଆପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ବିଷ୍ଣୁ ଚରଣ ସ୍ୱାଇଁ, […]

ସଂପୂର୍ଣ୍ଣ ପଢନ୍ତୁ
Er

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା: ୩ ବର୍ଷ ପରେ ପୁଣି ଖୋଲା ହେବ ଫାଇଲ

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ସ୍ବର୍ଗତ ନବ ଦାସଙ୍କ ରୋଷେୟା ଲଲିତ ସାହୁଙ୍କ ମୃତ୍ୟୁ ମାମଲା କଡ଼ ଲେଉଟାଇଛି। ଲଲିତଙ୍କ ବାପା ବେଲାଲସେନ ସାହୁ ନ୍ୟାୟ ଦାବି କରି ପୁଲିସ୍‌କୁ ଚିଠି ଲେଖିବା ପରେ ଝାରସୁଗୁଡ଼ା ପୁଲିସ୍ ପୁନଃ ତଦନ୍ତ ଆରମ୍ଭ କରିଥିବା ନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି। ଏହି ମାମଲାର ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ଖୋଦ୍ ପୁଲିସ୍ ବି ସ୍ବୀକାର କରିଛି। ସେପଟେ, ପୂର୍ବରୁ ମାମଲାର ତଦନ୍ତକାରୀ ଅଧିକାରୀ ଜଣେ ସବ୍ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1 E1737220128572 600

୧୦ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ

ଭୁବନେଶ୍ଵର: ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ସପୋର୍ଟ ଷ୍ଟାଫଙ୍କୁ ବକେୟା ପାଉଣା ଦେବେ ମୋହନ ସରକାର । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ମାସର ବକେୟା ରାଶି । ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ହେବେ ଉପକୃତ । ଗତବର୍ଷ ଏପ୍ରିଲରୁ, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ରଙ୍କ ଦରମା ବାକି ରହିଥିବା ବେଳେ ଦରମା ଦେବେ ମୋହନ ସରକାର […]

ସଂପୂର୍ଣ୍ଣ ପଢନ୍ତୁ
Rtw

ଓଡ଼ିଆ ଅସ୍ମିତା: ଅରୁଣ-ସୂର୍ଯ୍ୟବଂଶୀ କଥା କଟାକଟି

ଭୁବନେଶ୍ଵର: ବିଧାନସଭାରେ ଉଠିଲା ଓଡ଼ିଆ ଅସ୍ମିତା ଝଡ । କଥା କଟାକଟି ହେଲେ ଶାସକ-ବିରୋଧି । ବିରୋଧୀ ଦଳର ବିଧାୟକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏବଂ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ମୁହାଁମୁହିଁ । ଅରୁଣ ପଚାରିଲେ ପ୍ରଶ୍ନ, ଉତ୍ତର ରଖିଲେ ସୂର୍ଯ୍ୟବଂଶୀ । ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଅସ୍ମିତାର ଅର୍ଥ ବୁଝାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ବିଧାନସଭାରେ ବିଧାୟକ ଅରୁଣ ସାହୁ ଲିଖିତ ପ୍ରଶ୍ନ କରି ଓଡ଼ିଆ ଅସ୍ମିତାର […]

ସଂପୂର୍ଣ୍ଣ ପଢନ୍ତୁ