Kv Singhdeo Thumb

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣା; ଓସିଏକୁ ପରୋକ୍ଷରେ ଦୋଷ ଲଦିଲେ ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର: କଟକ ବାରବାଟି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବା ରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା । ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ମନ୍ତ୍ରୀ ଶ୍ରୀ ସିଂଦେଓ ପରୋକ୍ଷରେ ଓସିଏ ଉପରେ ଦୋଷ ଲଦି ଦେଇଛନ୍ତି । ସେ କହିଛନ୍ତି ଯେ, କ୍ରିକେଟ ମ୍ୟାଚରେ ଯେଉଁ ଲାଇଟ୍ କଟିଲା, ସେଥିରେ ଶକ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Je

ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ

ଜାତୀୟ ପରୀକ୍ଷଣ ସଂସ୍ଥା – ଏନଟିଏ ଦ୍ୱାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ପ୍ରଥମ ଅଧିବେଶନର ମୁଖ୍ୟ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୧୪ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ ପୁଅ ଓ ଜଣେ ଝିଅ ଅଛନ୍ତି। ସୂଚନା ଅନୁଯାୟୀ, ୧୨ ଲକ୍ଷ ୮୫ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଶତ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ୧୪ […]

ସଂପୂର୍ଣ୍ଣ ପଢନ୍ତୁ
D

ଓଡ଼ିଶାର ଅକ୍ଷୟ ଶକ୍ତିରେ ୧ ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଇଚ୍ଛୁକ ଏଚଆଇଏଫ

ଭୁବନେଶ୍ୱର: ସରିଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ । ହେଲେ ଏବେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କର ସୁଅ ଛୁଟୁଛି । ଚିଲିର ଏଚଆଇଏଫ୍ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଇ-ଫୁଏଲ ଉତ୍ପାଦନ ନେଇ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଆଗରେ ପ୍ରଦର୍ଶନ କରିଛନ୍ତି । ଆଜିର ସମୟରେ ବାୟୋଫୁଏଲର […]

ସଂପୂର୍ଣ୍ଣ ପଢନ୍ତୁ
783249 Mamata Sad S

ଦିଲ୍ଲୀ ପରେ ବିଜେପିର ‘ମିସନ ପଶ୍ଚିମବଙ୍ଗ’: ମମତା ସରକାରଙ୍କୁ ହଟାଇବା ଯୋଜନା

ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଫେରିବା ପରେ, ଦଳର ପରବର୍ତ୍ତୀ ମିସନ ହେଉଛି ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଭାଙ୍ଗିବା। ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ କ୍ଷମତାଚ୍ୟୁତ କରିଛି। ଏବେ ବିଜେପିର ପରବର୍ତ୍ତୀ ଟାର୍ଗେଟ ହେଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ରାଜନୈତିକ ରଣନୀତିରେ ବିଜେପି ପ୍ରତ୍ୟେକ ଥର ବୋକା ବନିଯାଉଛି। ଦିଲ୍ଲୀ ପରେ, ପରବର୍ତ୍ତୀ ବିଧାନସଭା ନିର୍ବାଚନ ବିହାରରେ ହେବାକୁ ଯାଉଛି। ବିହାରରେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 02 11 144739

ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ଏଣିକି ଭୁଲ ତଥ୍ୟ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ : ପଞ୍ଜିକା ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକରେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ଉପରେ ଗୁରୁତ୍ୱ ଦିଆଯାଇଛି । ଆଠଟି ପଞ୍ଜିକା ଗଣନା ପ୍ରକାଶକଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ୫ଟି ପଞ୍ଜିକା ପ୍ରକାଶକ ଯୋଗ ଦେଇଥିଲେ । ବୈଠକରେ ଶ୍ରୀମନ୍ଦିରର ବାର୍ଷିକ ପର୍ବପର୍ବାଣୀକୁ ଅନୁମୋଦିତ କରାଯାଇଛି । ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣୀ ତିଥିକୁ ନେଇ କୌଣସି ତାରତମ୍ୟ ରହିବ ନାହିଁ । […]

ସଂପୂର୍ଣ୍ଣ ପଢନ୍ତୁ
Subhadra

ସୁଭଦ୍ରା ଯୋଜନା ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହାକୁ ମିଶାଇ ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି । ଏହା ସତ୍ତ୍ବେ ଏବେ ସୁଦ୍ଧା ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ, ଯେଉଁ ମହିଳାମାନେ ସୁଭଦ୍ରା […]

ସଂପୂର୍ଣ୍ଣ ପଢନ୍ତୁ
Braj

କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ: ବ୍ରଜଭୂଷଣ ଶରଣ ସିଂହ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ଶୋଚନୀୟ ପରାଜୟ ହୋଇଛି। ଆମ ଆଦମୀ ପାର୍ଟିର ପରାଜୟ ପରେ ପୂର୍ବତନ ବିଜେପି ସାଂସଦ ବ୍ରଜଭୂଷଣ ଶରଣ ସିଂହ ଦାବି କରି କହିଛନ୍ତି ,‘ ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର ଯେକୌଣସି ସମୟରେ ପତନ ହୋଇପାରେ। ଅରବିନ୍ଦ କେଜ୍ରିୱାଲ ଆଉ କେବେ ନିର୍ବାଚନ ଜିତିପାରିବେ ନାହିଁ।’ ସୋମବାର (୧୦ ଫେବୃଆରି) ଦିନ ଉତ୍ତରପ୍ରଦେଶର ନିପାନିଆରେ ପୂର୍ବତନ ବିଜେପି ବିଧାୟକ ଦଶରଥ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ
Kc

୧୫ ଭିତରେ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର ନ କଲେ ହେବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାସନ୍ କାର୍ଡ ଇ-କେୱାଇସି ଅପଡେଟ ପାଇଁ ଆବେଦନ ନ କରିଥିଲେ ଆଉ ମିଳିବନି ସୁଯୋଗ । ଆସନ୍ତା ୧୫ ତାରିଖ ରାସନ କାର୍ଡ E-kyc ପାଇଁ ଆବେଦନର ଶେଷ ତାରିଖ । ଏହାପରେ ଆଉ ସମୟ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ e- KYC କରି ନାହାନ୍ତି । ଯେଉଁମାନେ E-kyc କରି ନାହାନ୍ତି। ସେମାନେ ଶୀଘ୍ର ଏହା କରି […]

ସଂପୂର୍ଣ୍ଣ ପଢନ୍ତୁ
Remuna 2

ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ । ରେଡ୍ ରେ ୬ DSP, ୩ ଇନ୍ସପେକ୍ଟର, ୧୦ ASIସାମିଲ ଅଛନ୍ତି । ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଚଢ଼ାଉ କରାଯାଉଛି । ରେମୁଣା କାର୍ଯ୍ୟାଳୟ, ବାଲେଶ୍ବର ଭଡ଼ାଘର , ଭୁବନେଶ୍ବରର ଶୈଳଶ୍ରୀବିହାର, ରୁଦ୍ରପୁର ଫ୍ଲାଟ, […]

ସଂପୂର୍ଣ୍ଣ ପଢନ୍ତୁ
Ec

ଇଭିଏମ୍ ତଥ୍ୟ ଡିଲିଟ୍ କରନାହିଁ : ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଇଭିଏମ୍ ଯାଞ୍ଚ ସଂକ୍ରାନ୍ତ ଏକ ପିଟିସନ୍ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏହା ସହିତ ନିକଟରେ ହୋଇଥିବା ନିର୍ବାଚନ ସଂପର୍କିତ ତଥ୍ୟ ଇଭିଏମରୁ ନ ଲିଭାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ପକ୍ଷରୁ ଦାଖଲ କରାଯାଇଥିବା ଆବେଦନରେ ଦାବି କରାଯାଇଛି ଯେ ଇଭିଏମର ବର୍ନଟ୍ ମେମୋରି ଯାଞ୍ଚ ପାଇଁ ଏକ ସ୍ପଷ୍ଟ ପ୍ରୋଟୋକଲ୍ ପ୍ରସ୍ତୁତ କରିବାକୁ ସୁପ୍ରିମ୍ କୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ […]

ସଂପୂର୍ଣ୍ଣ ପଢନ୍ତୁ