ବଦଳିବ ଭୂମିହୀନଙ୍କ ସଂଜ୍ଞା: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ଅନୁସାରେ ଭୂମିହୀନମାନଙ୍କ ପାଇଁ ଘର ତିଆରି ଲାଗି ୪ ଡ଼ିସିମିଲ ଜାଗା ଦେବେ। ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିସିମିଲରୁ କମ୍ ଜମି ଥିବ ସେଭଳି ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ। ଆଉ ୪ ଡିସିମିଲିରୁ ଯେତେ କମ୍ ଜାଗା ଥିବ ସେତିକି ଜାଗା ସେମାନଙ୍କୁ ଦିଆଯିବ। ଯେଉଁ ହିତାଧିକରୀମାନଙ୍କ ପାଖରେ କମ୍ ଜମି ଅଛି ଓ ସରକାରଙ୍କ ଠାରୁ ସେମାନେ ଜମି ଆଶା କରୁଛନ୍ତି।ପ୍ରଥମେ ନିଜ […]
ସଂପୂର୍ଣ୍ଣ ପଢନ୍ତୁ