Su

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହକୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ

ଭୁବନେଶ୍ବର: ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲା ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁଶାନ୍ତ ସିଂହଙ୍କୁ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପହଞ୍ଚି ଡାକ୍ତରଙ୍କୁ ସୁଶାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ମନ୍ତ୍ରୀ ସ୍ନେହଙ୍ଗିନୀ […]

ସଂପୂର୍ଣ୍ଣ ପଢନ୍ତୁ
Pmmo

ଦେଶର ବିକାଶ ସେମାନଙ୍କ ପାଇଁ ବୋରିଂ – ମୋଦୀ

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମରୁ ହିଁ ନାମ ନ ନେଇ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆସନ୍ତା ୨୫ ବର୍ଷର ବିକାଶର ବାର୍ତ୍ତା ଦେଇଥିଲେ। ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Dpzvu2xmneu2awcszphx

ଜିବିଏସକୁ ନେଇ ଓଡ଼ିଶାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ଦେଶରେ ସ୍ଥିତି ସଂଗୀନ କଲାଣି ଆଉ ଏକ ମାରାତ୍ମକ ଭୂତାଣୁ। ଏହା ଗୁଲେନବାରି ସିଣ୍ଡ୍ରମ। ଯାହା ଜଳ ବହିତ। ଏଥିରେ ରୋଗୀ ଦୁର୍ବଳ ହେବା ସହ ପକ୍ଷାଘାତ (paralysis) ହୋଇଯାଉଛି। ମହାରାଷ୍ଟ୍ର, ଗୁଜୁରାଟ ଏବଂ କୋଲକାତାରେ ଏହି ମାମଲା ଦେଖା ଦେଲାଣି। ତେବେ ଏହି ରୋଗକୁ ନେଇ ଓଡ଼ିଶା ପାଇଁ ସତର୍କ ଘଣ୍ଟି ଦିଆଯାଇଛି। ଓଡ଼ିଶାରେ ଏପର୍ଯ୍ୟନ୍ତ ଏହି ରୋଗର ଲକ୍ଷଣ ନାହିଁ। ତଥାପି ଓଡିଶା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବି ଏପରି ରୋଗୀ ଚିହ୍ନଟ […]

ସଂପୂର୍ଣ୍ଣ ପଢନ୍ତୁ
Woman 1

ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍: ଯୁବତୀଙ୍କଠାରୁ ୩ ଲକ୍ଷ ଠକେଇ ଅଭିଯୋଗ

ଭୁବନେଶ୍ୱର: ଅଭିନବ ଉପାୟରେ ସାଇବର ଠକେଇ । ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କୁ ମାରୁଥିଲେ ଚୁନା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ମାଟ୍ରିମୋନିଆଲ ସାଇଟ୍ ରେ ଯୁବକ ଖୋଜୁଥିବା ଯୁବତୀମାନେ ହୋଇଯାଆନ୍ତୁ ସାବଧାନ୍ । ସୁନ୍ଦର ସୁନ୍ଦର ଫଟୋ ଦେଖି ଜମାରୁ କରନ୍ତୁ ନାହିଁ ଚାଟିଂ । ମିଠା ମିଠା କଥାରେ ଅଜଣା ଯୁବକଙ୍କୁ ଆଦୌ କରନ୍ତୁ ନାହିଁ ବିଶ୍ୱାସ । ସାତ ଜନ୍ମର ସାଥୀ ହେବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Fire Services

ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଅଗ୍ନିଶମ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଉପହାର । ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡାଏଟ ଭତ୍ତା ୯ ଶହରୁ ୧୪ ଶହକୁ ବଢ଼ିଥିବା ବେଳେ ମୋଟର ସାଇକେଲ୍‌ ଭତ୍ତା ୩ ଶହରୁ ୧୦୫୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମୋବିଲିଟି ଭତ୍ତା ୧୫୦ରୁ ୩ ଶହ ଟଙ୍କାକୁ ବୃଦ୍ଧି ପାଇଥିବା […]

ସଂପୂର୍ଣ୍ଣ ପଢନ୍ତୁ
Pmm

ଗରିବଙ୍କ କୁଡ଼ିଆରେ ଫଟୋ ଉଠାଉଥିବା ଲୋକଙ୍କୁ ସଂସଦରେ ଗରିବଙ୍କ ଚର୍ଚ୍ଚା ବିରକ୍ତିକର ଲାଗିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସଂସଦରେ ବଜେଟ୍‌ ଅଧିବେଶନ ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାନ ପ୍ରସ୍ତାବରେ ଗୃହକୁ ସମ୍ବୋଧନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ମୁଁ ବହୁତ ଭାଗ୍ୟବାନ୍ ଯେ ଦେଶର ଲୋକମାନେ ମୋତେ ଚତୁର୍ଦ୍ଦଶ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିବାର ସୁଯୋଗ ଦେଇଛନ୍ତି। ତେଣୁ ମୁଁ ସମ୍ମାନର ସହ ଲୋକମାନଙ୍କୁ କୃତଜ୍ଞତା ଜଣାଉଛି।’’ ପ୍ରଧାନମନ୍ତ୍ରୀ ହଟ୍ଟଗୋଳ ମଧ୍ୟରେ ନିଜ ସମ୍ବୋଧନ ଜାରି ରଖିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Pol

ଭିଜିଲାନସ ଜାଲରେ ପୋଲିସ ଏଏସଆଇ, ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ବୀରମହାରାଜପୁର : ଭିଜିଲାନସ ଜାଲରେ ପୋଲିସ ଏଏସଆଇ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏଏସଆଇଙ୍କୁ ଧରିଲା ଭିଜିଲାନସ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଡୁ ଭୋଇ । ଗାଡ଼ି ଦୁର୍ଘଟଣା ପରେ ଗାଡ଼ିକୁ ମୁକୁଳାଇବାକୁ ଜଣେ ଅଭିଯୋଗକାରୀ ଏଏସଆଇ ବୁଡୁ ଭୋଇଙ୍କୁ ଅନୁରୋଧ କରିଥିଲେ । ତେବେ ଗାଡ଼ି ଛାଡ଼ିବାକୁ ୬ ହଜାର ଟଙ୍କା ଦାବି କରିଥିଲେ ଏଏସଆଇ। ଏନେଇ ଅଭିଯୋଗକାରୀ ଭିଜିଲାନସର ଦ୍ବାରସ୍ଥ […]

ସଂପୂର୍ଣ୍ଣ ପଢନ୍ତୁ
Rew

ରାଜଧାନୀର ବିବାହ ମଣ୍ଡପରୁ ଲୁଟ୍ ଘଟଣା; ପୁରୀରୁ ଧରାହେଲା ଅଭିଯୁକ୍ତ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟ୍ କରିବା ଘଟଣାରେ ଜଣେ ଦୁର୍ବୃତ୍ତଙ୍କୁ ମଙ୍ଗଳବାର ପୁରୀର ବଳିଆପଣ୍ଡା ଅଞ୍ଚଳରୁ ଗିରଫ କରାଯାଇଛି। ଉକ୍ତ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାର କାଡିଆ ଗ୍ରାମର ରିତେଶ ସିସୋଦିଆ (୨୦) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ରିତେଶ ଏବଂ ତା’ର ଅନ୍ୟ ସାଙ୍ଗ ସୋମବାର ରାତିରେ ପୁରୀର ଅନ୍ୟ ଏକ ବିବାହ ମଣ୍ଡପରୁ ଚୋରି କରିବାକୁ ଚେଷ୍ଟା କରୁଥିଲେ। ରିତେଶ ହାତରେ ଏକ ସୁଟକେସ୍ […]

ସଂପୂର୍ଣ୍ଣ ପଢନ୍ତୁ
Trump 750x430

ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡ଼ିତ କରିବା ଆରମ୍ଭ କଲା ଆମେରିକା

ଓ୍ବାଶିଂଟନ: ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକାରୁ ବହୁ ସଂଖ୍ୟକ ବେଆଇନ ପ୍ରବାସୀଙ୍କୁ ବିତାଡ଼ିତ କରାଯାଉଛି। ସୂଚନା ମୁତାବକ, ବର୍ତ୍ତମାନ ବେଆଇନ ଭାବେ ବାସ କରୁଥିବା ଭାରତୀୟମାନଙ୍କୁ ମଧ୍ୟ ଦେଶରୁ ବିତାଡ଼ିତ କରିବା ଆରମ୍ଭ କରିଛି ଆମେରିକା। ରିପୋର୍ଟ ଅନୁଯାୟୀ, ଆମେରିକା ସେନାର ଏକ ସି-୧୭ ବିମାନ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଉଡ଼ାଣ ଭରି ସାରିଛି। ଏପର୍ଯ୍ୟନ୍ତ ଦକ୍ଷିଣ ଆମେରିକୀୟ ଦେଶରୁ ବେଆଇନ ପ୍ରବାସୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Chse

ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଫେବ୍ରୁଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ଯାଏ ଚାଲିବ ପରୀକ୍ଷା। ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମୋଟ ୨୨ଟି ସିଟିଂରେ ପରୀକ୍ଷା ହେବ । ବିଜ୍ଞାନ, କଳା, ଧନ୍ଦାମୂଳକ, ବାଣିଜ୍ୟ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଯୁକ୍ତ ଦୁଇ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସିଏଚଏସଇ ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ