Hik

ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ହତ୍ୟା କଲା ବିଏଲଏ

ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜ୍ୟାକ୍‌ ଘଟଣାରେ ପଣବନ୍ଦୀ ଥିବା ୨୧୪ ଯାତ୍ରୀଙ୍କୁ ବାଲୋଚ ଲିବରେସନ ଆର୍ମି(ବିଏଲଏ) ହତ୍ୟା କରିଛି। ଏ ନେଇ ବିଏଲଏ ପକ୍ଷରୁ ଦାବି କରାଯାଇଛି। ବନ୍ଦୀ ଅଦଳ ବଦଳ କରିବାକୁ ପାକ୍ ସରକାର ରାଜି ନ ହେବାରୁ ପଣବନ୍ଦୀମାନଙ୍କୁ ହତ୍ୟା କରାଯାଇଥିବା ବିଏଲଏ କହିଛି। ଏଥିପାଇଁ ସଂଗଠନ ପକ୍ଷରୁ ୪୮ ଘଣ୍ଟାର ଚରମ ସମୟସୀମା ଦିଆଯାଇଥିଲା। କିନ୍ତୁ ପାକ୍ ସରକାର ଏହାକୁ ଅଣଦେଖା କରିବାରୁ ଏହି ଗଣହତ୍ୟା କରାଯାଇଥିବା ବିଏଲଏ କହିଛି। ଅନ୍ୟପଟେ ବିଏଲଏର […]

ସଂପୂର୍ଣ୍ଣ ପଢନ୍ତୁ
Budhavihar

ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ ମାମଲା, ୪ ଗିରଫ

ଭୁବନେଶ୍ୱର : ରାଜଧାନୀ ବୁଦ୍ଧ ବିହାରରେ ଯୁବକଙ୍କୁ କଟୁରୀରେ ଆକ୍ରମଣ । ଜଣକୁ ହାଣିବାକୁ ଆସି ଆଉ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ଆହତ ଯୁବକ ହେଲେ ଚନ୍ଦ୍ରଶେଖରପୁର ବୁଦ୍ଧ ବିହାରର ମନୋଜ ସ୍ବାଇଁ । ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଡିସିପି ଜଗମୋହନ ମୀନା ।

ସଂପୂର୍ଣ୍ଣ ପଢନ୍ତୁ
Odishanutritioncenter 1742125742

ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ପୋଷଣ କେନ୍ଦ୍ର। ରାଜ୍ୟରେ ଅତ୍ୟାବଶକ ସାମଗ୍ରୀ ପାଇଁ ଗୁଜରାଟ ମଡେଲରେ ଖୋଲିବ ପୋଷଣ କେନ୍ଦ୍ର । ପାଇଲଟ୍‌ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଏନେଇ ମନ୍ତ୍ରୀ କହିଛନ୍ତି, ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବେ ସରକାର।ରାଜ୍ୟର ଖୋଲାଯିବାକୁ ଥିବା ସବୁ ପୋଷଣ କେନ୍ଦ୍ରରେ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
0eafdd88 95a4 4a4d Bb63 C14803e5

ଶାହାଙ୍କ ଗସ୍ତକୁ ନେଇ ସମ୍ବଲପୁର ଏମସିଏଲ୍‌ରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ବୁର୍ଲା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଗସ୍ତକୁ ନେଇ ଆଜି ସମ୍ବଲପୁର ଏମସିଏଲ୍‌ରେ ବିଜେପିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେପି ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଯୋଗ ଦେଇଛନ୍ତି । ଏହା ସହ ୫ ସଂସଦୀୟ କ୍ଷେତ୍ର ଜିଲ୍ଲା ସଭାପତି ସାମିଲ ଅଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Sunita Williams

ଖୁବ୍‌ଶୀଘ୍ର ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ, ମହାକାଶ ଷ୍ଟେସନରେ ପହଞ୍ଚିଲା ନାସାର କ୍ରୁ-୧୦ ମିଶନ୍

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଆଉ କିଛି ଦିନ ପରେ ପୃଥିବୀକୁ ଫେରିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ‘ନାସା’ ଓ ‘ସ୍ପେସ ଏକ୍ସ’ ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା କ୍ରୁ-୧୦ ର ସଦସ୍ୟମାନେ ମହାକାଶର ସେହି ସ୍ୱତନ୍ତ୍ର କେନ୍ଦ୍ରରେ ପହଞ୍ଚିଯାଇଛନ୍ତି। କ୍ରୁ-୧୦ର ସଦସ୍ୟମାନେ ସ୍ପେସ୍ ସେଣ୍ଟରରେ ପହଞ୍ଚିବା ମାତ୍ରେ ସୁନିତା ୱିଲିୟମ୍ସ ସେମାନଙ୍କୁ ତାଙ୍କ ସାମ୍ନାରେ ଦେଖି ଖୁସିରେ ଡେଇଁ ପଡ଼ିଥିଲେ। ସେ ମହାକାଶର ସ୍ୱତନ୍ତ୍ର କେନ୍ଦ୍ରକୁ […]

ସଂପୂର୍ଣ୍ଣ ପଢନ୍ତୁ
Morning Sch

ଖୁବ୍ ଶୀଘ୍ର ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ଵର: ଖୁବଶୀଘ୍ର ରାଜ୍ୟରେ ହେବ ସକାଳୁଆ ସ୍କୁଲ । ସକାଳୁଆ ସ୍କୁଲ୍‌ ନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ରାଜ୍ୟରେ ଦିନକୁ ଦିନ ତାତି ବଢ଼ୁଛି । ସରକାର ଏନେଇ ଅବଗତ ଅଛନ୍ତି । କେବେ ସକାଳୁଆ ସ୍କୁଲ୍‌ ହେବ ସେନେଇ ରାଜସ୍ବ ବିଭାଗ ସହ ଆଲୋଚନା ହେବ । ଆଲୋଚନା ହେବା ପରେ ଏହା ଉପରେ ନିଶ୍ଚୟ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Subhadra Scheme Db282fd1b2 E1728

ସୁଭଦ୍ରାଙ୍କୁ ନେଇ ବଡ଼ ଅପଡେଟ: ଏକାସାଙ୍ଗରେ ମିଳିବ ୧୫ ହଜାର

ଭୁବନେଶ୍ଵର: ସୁଭଦ୍ରାଙ୍କୁ ନେଇ ଆସିଲା ବଡ଼ ଅପଡେଟ। ଏଣିକି ୫ ନୁହଁ ମିଳିବ ୧୫ ହଜାର ଟଙ୍କା। ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ପାଇନାହାନ୍ତି, ସେମାନେ ଆଗାମୀ କିସ୍ତିରେ ଏକାସାଙ୍ଗରେ ୧୫ ହଜାର ଟଙ୍କା ମିଳିବ। ଯେଉଁ ଯୋଗ୍ୟ ହିତାଧିକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ଦ୍ୱିତୀୟ […]

ସଂପୂର୍ଣ୍ଣ ପଢନ୍ତୁ
K4tjlo7ynrn5lqky4ojh

ମାସିଡୋନିଆ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ, ୫୧ ମୃତ

ସ୍କୋପଜେ (ମାସିଡୋନିଆ) : ଶନିବାର ବିଳମ୍ବିତ ରାତିରେ ଉତ୍ତର ମାସେଡୋନିଆର କୋକାନି ସହରରେ ଥିବା ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ସହାୟତା ପାଇଁ ପହଞ୍ଚିବା ବେଳକୁ ଏହି ବ୍ୟକ୍ତିମାନେ ପ୍ରାଣ ହରାଇ ସାରିଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ପାନସ୍କେ ତୋଶକୋଭସ୍କି […]

ସଂପୂର୍ଣ୍ଣ ପଢନ୍ତୁ
Rape

ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା

ଜଳେଶ୍ଵର: ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲା ସମ୍ପର୍କୀୟ କାକା । ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ଭୁଲିଗଲା ସମ୍ପର୍କ । ହରାଇ ବସିଲା ମଣିଷତ୍ୱ । କି ଘୋର କଳି ଯୁଗ ହେଲା । ଏଠି ଯେମିତି ମାନବିକତା ହରାଇ ବସିଲାଣି ମଣିଷ । ଦିନକୁ ଦିନ କୁତ୍ସିତ ହେଇଗଲାଣି ଏ ସମାଜ । ଯୌନ ଲାଳସା ପୂରଣ କରିବା ପାଇଁ ମଣିଷ ଏତେ ନିଚ୍ଚ ସ୍ତରକୁ ଖସିଯାଉଛି ଯେ ଯାହା ପାଟିରେ କହିବାକୁ […]

ସଂପୂର୍ଣ୍ଣ ପଢନ୍ତୁ
Rama

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କାଲି ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଉ ନାହାନ୍ତି ଶ୍ରୀରାଧା’ର ସ୍ରଷ୍ଟା ତଥା ପ୍ରଖ୍ୟାତ ସାହିତ୍ୟିକ ରମାକାନ୍ତ ରଥ। ୯୧ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱର ଖାରବେଳନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ […]

ସଂପୂର୍ଣ୍ଣ ପଢନ୍ତୁ