ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ, ମୋ ଜୀବନ ଖୋଲା ବହି
ଭୁବନେଶ୍ଵର : ରାଜା ଚକ୍ରଙ୍କ ଓକିଲଙ୍କ ଅଭିଯୋଗର ଜବାବ ରଖିଲେ ମନମୋହନ ସାମଲ । ତାଙ୍କ ଜୀବନ ଖୋଲା ବହି । ତେଣୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ଦଳର ବ୍ୟାଙ୍କର ଆକାଉଣ୍ଟ ଯାଞ୍ଚ କରାଯାଉ । ଏହା ସହ ଦାୟିତ୍ବହୀନ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶିତ ହେବା ପୂର୍ବରୁ ଏହାର ସତ୍ଯାସତ୍ୟ ପରଖାଯାଉ ବୋଲି କହିଛନ୍ତି । ସିବିଆଇ ତଦନ୍ତ ଦାବିକୁ ବି ସ୍ବାଗତ କରିଛନ୍ତି । ଗତକାଲି ରାଜା ଚକ୍ରଙ୍କ ଓକିଲ ଆଣିଥିଲେ ଏକ ଅଭିଯୋଗ । ୨୦୨୪ […]
ସଂପୂର୍ଣ୍ଣ ପଢନ୍ତୁ