ସୀମାନ୍ତ କୋଟିଆ ପଞ୍ଚାୟତ ସମୁହରେ ପାଳନହେଲା ଓଡ଼ିଶା ଦିବସ
ପଟ୍ଟାଙ୍ଗି,୧।୪ : ଗତ କିଛିଦିନ ହେଲା କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁପଞ୍ଚାୟତ ସଦର ମହକୁମାରେ ଓଡ଼ିଶା ଦିବସ ପାଳନ କରି କଡା ଜବାବ ଦେଇଛି । ସୂଚନା ମୁତାବକ ସାରା ଦେଶରେ ଓଡ଼ିଶା ଦିବସ ପାଳନ କରା ଯାଉଥିବା ବେଳେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ମଧ୍ୟ ଏହାକୁ ପାଳନ କରିଛି । ବିଡିଓ […]
ସଂପୂର୍ଣ୍ଣ ପଢନ୍ତୁ