Asi Dg 750x430

ଭୁବନେଶ୍ୱରରେ ଏଏସଆଇ ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ମହାନିର୍ଦେଶକ ଓ୍ବାଇ.ଏସ. ରାଓ୍ବତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି, ରତ୍ନଗିରି ଯାଇ ସ୍ଥିତି ପରଖିବେ ରାଓ୍ବତ। ଏହିସବୁ ଐତିହ୍ୟ ସ୍ମାରକୀକୁ କେତେ ସଂରକ୍ଷଣ ଆବଶ୍ୟକ ତାହା ଯାଞ୍ଚ ହେବ। ସବୁ ପୁରୁଣା ସ୍ମାରକୀ ଉପରେ ବିପଦ ଅଛି, ତାହାର ରକ୍ଷଣାବେକ୍ଷଣ ଆବଶ୍ୟକ। ଯାଞ୍ଚ କରିବାପରେ ବିଶେଷଜ୍ଞଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ।

ସଂପୂର୍ଣ୍ଣ ପଢନ୍ତୁ
Wrerwe

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲଟି କିରାଣି

ବାରିପଦା: ଲାଞ୍ଚ ମାଗିବା ପଡିଲା ମହଙ୍ଗା। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ମ୍ୟୁନିସିପାଲଟି କିରାଣି। ବାରିପଦା ମ୍ୟୁନିସିପାଲଟିର କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ। ଏମ ଡି ଜାଭେଦଙ୍କ ବାପାଙ୍କ ନାଁରେ ବାରିପଦା ସହର ଟ୍ରାଫିକ ଛକ ନିକଟରେ ଦୁଇଟି ଦୋକାନ ରହିଛି। ଏହି ଦୁଇଟି ଦୋକାନର ମାଲିକାନା ଦୁଇ ଭାଇଙ୍କ ନାଁକୁ ଟ୍ରାନ୍ସଫର କରିବାକୁ ବାରିପଦା ପୌରପରିଷଦରେ ଆବେଦନ କରିଥିଲେ। ଏହି କାର୍ଯ୍ୟ ପାଇଁ କିରାଣି […]

ସଂପୂର୍ଣ୍ଣ ପଢନ୍ତୁ
New Project 12 Vb 56

ଡ୍ରୋନ୍ ଆକ୍ରମଣ ପରେ ମସ୍କୋ ମଝି ଆକାଶରେ ଭାରତୀୟ ପ୍ରତିନିଧି ଦଳର ବିମାନ

ଡିଏମକେ ନେତ୍ରୀ କାନିମୋଝିଙ୍କ ନେତୃତ୍ୱରେ ଭାରତୀୟ ସାଂସଦଙ୍କ ଏକ ପ୍ରତିନିଧି ଦଳକୁ ନେଇ ମସ୍କୋ ଯାଉଥିବା ବିମାନଟି ଡ୍ରୋନ୍ ଆକ୍ରମଣ କାରଣରୁ କିଛି ସମୟ ପାଇଁ ମଝି ଆକାଶରେ ଉଡ଼ାଣ କରିଥିଲା, କିନ୍ତୁ ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଆକ୍ରମଣ ଅପରେସନ ସିନ୍ଦୁର ପରେ ଏକ ଅନ୍ତର୍ଜାତୀୟ ପ୍ରୟାସର ଅଂଶ ଭାବରେ କେନ୍ଦ୍ର ଦ୍ୱାରା ମନୋନୀତ ସର୍ବଦଳୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ କାନିମୋଝି। ବିମାନଟି […]

ସଂପୂର୍ଣ୍ଣ ପଢନ୍ତୁ
Ling

ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ, ସ୍ୱତନ୍ତ୍ର ନୀତିରେ ହେଲା ମନ୍ଦିର ଶୁଦ୍ଧୀକରଣ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ । ଯାହାପରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ମନ୍ଦିରରେ ବଡ଼ ଘୋକାଳ ନୀତି ହେବା ପରେ ପୁଣିଥରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ ଜଣେ ରୋମନିଆର ଯୁବକ ମନ୍ଦିର ଭିତରେ ପଶିଆସିଥିଲେ । ତେବେ ଏଭଳି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏଭଳି ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି […]

ସଂପୂର୍ଣ୍ଣ ପଢନ୍ତୁ
Mao 1 750x430

ଟଳିଲେ ୪ କୁଖ୍ୟାତ ମାଓବାଦୀ

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ୪ କୁଖ୍ୟାତ ମାଓବାଦୀ। ମହାରାଷ୍ଟ୍ର ପୁଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳ(ସିଆରପିଏଫ)ର ମାଓ ବିରୋଧୀ ଅଭିଯାନରେ ମିଳିଛି ଏହି ବଡ଼ ସଫଳତା। ମହାରାଷ୍ଟ୍ର-ଛତିଶଗଡ଼ର ସୀମାନ୍ତ ଗଡ଼ଚିରୋଲି ଥାନା ଅଧୀନ ଏକ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ ଏବଂ ମାଓମାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଜଣ କୁଖ୍ୟାତ ମାଓବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ଏଥିସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଛି। ବିଶ୍ଵସ୍ତ ସୂତ୍ରରୁ ଖବର […]

ସଂପୂର୍ଣ୍ଣ ପଢନ୍ତୁ
Rathayatra

ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା

ଭୁବନେଶ୍ୱର: ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସହାୟତା। ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ। ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ମିଳିବ ସହାୟତା। ସହାୟତା ପାଇଁ ଅନେକ ଆବେଦନ ଆସିଥିବା ବେଳେ ତାହାକୁ ନେଇ ବିଚାର କରାଯାଉଛି। ଯେଉଁମାନେ ଆବେଦନ କରିନାହିଁନ୍ତି ସେମାନଙ୍କ ପାଇଁ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Rain Heavy

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱର୍ଣିଂ

ଭୁବନେଶ୍ୱର : ଆସୁଛି ଲଘୁଚାପ,୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଦେଲା ପାଣିପାଗ ବିଭାଗ । ସଅଳ ମୌସୁମୀ ଆସିବାକୁ ସହାୟକ ହେବ ଲଘୁଚାପ । ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ସୃଷ୍ଟି ହେବାର ୨ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି […]

ସଂପୂର୍ଣ୍ଣ ପଢନ୍ତୁ
Pruthwi Raj Chahun 694x430

ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି: ୩ ବର୍ଷିଆ ପଲିସି ଆଣିବେ ସରକାର

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ନୂଆ ଅବକାରୀ ନୀତି ଲାଗୁ ହେବ  । ଜୁନ୍‌ ୧୫ରୁ ଜୁନ୍‌ ୨୦ ଭିତରେ ନୂଆ ଅବକାରୀ ନୀତି ନେଇ ପଲିସି ଆସିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବ । ଏଥିପାଇଁ ୩ ବର୍ଷିଆ ପଲିସି ଆଣିବାକୁ ଯାଉଛୁ ।ଲଗା ରାଜ୍ୟର ପଲିସି ଷ୍ଟଡି କରିବାକୁ ଟିମ୍ ଯାଉଛନ୍ତି । ସଚିବଙ୍କ ନେତୃତ୍ବରେ […]

ସଂପୂର୍ଣ୍ଣ ପଢନ୍ତୁ
Indus

ଭାରତର ‘ପାଣି ବୋମା’କୁ ନିଷ୍କ୍ରିୟ କର- ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ ଦାବି

ଭାରତର ‘ପାଣି​ ବୋମା’କୁ ନିଷ୍କ୍ରିୟ କର। ନଚେତ ଭୋକଉପାସରେ ଦେଶବାସୀ ମରିବେ। ଫାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟରେ ଏପରି ଦାବି କରିଛନ୍ତି ସାଂସଦ ସୟେଦ ଅଲ୍ଲୀ ଜାଫର। ସଂସଦରେ ଉଦବୋଧନ ଦେବା ସମୟରେ ବିରୋଧୀ ଦଳ ପାକସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ) ସାଂସଦ ଜାଫର କହିଛନ୍ତି, ଏପ୍ରିଲ ୨୨ ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଦ୍ଵାରା ପାକିସ୍ତାନ ଉପରେ ପକାଯାଇଥିବା ପାଣି ବୋମା ବା ଓ୍ବାଟର ବମ୍‌କୁ ତୁରନ୍ତ ନିଷ୍କ୍ରିୟ କରାଯାଉ। ୧୦ ଜଣଙ୍କ ମଧ୍ୟରୁ […]

ସଂପୂର୍ଣ୍ଣ ପଢନ୍ତୁ
Cmcm

ମେ ୨୭ ନୁହେଁ, ୨୬ରେ ବନ୍ଦ ରହିବ ସରକାରୀ ଅଫିସ୍

ଭୁବନେଶ୍ବର: ଆସନ୍ତା ମେ ୨୭ ତାରିଖ ଅର୍ଥାତ୍ ମଙ୍ଗଳବାର ସରକାରୀ ଛୁଟି ନୁହେଁ, ବରଂ ମେ ୨୬, ସେମାବାର ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ । ସାବିତ୍ରୀ ଅମାବାସ୍ୟା ମେ ୨୬ରେ ପାଳନ ହେଉଥିବାରୁ, ଏହି ଦିନ ସରକାରୀ ଛୁଟି ଘୋଷଣା ହୋଇଛି । ମଙ୍ଗଳବାର ମେ ୨୭ ତାରିଖ ସମସ୍ତ ସରକାରୀ ଅଫିସ୍ ଖୋଲା ରହିବ । ଏନେଇ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ କ୍ୟାଲେଣ୍ଡରରେ ମେ ୨୭ ତାରିଖ […]

ସଂପୂର୍ଣ୍ଣ ପଢନ୍ତୁ