Murshidabad Violence 124417670 16x9 0

“ହିନ୍ଦୁମାନଙ୍କୁ କରାଯାଇଥିଲା ଟାର୍ଗେଟ, ମୁର୍ଶିଦାବାଦ ହିଂସା ପଛରେ ଟିଏମସି ନେତାଙ୍କ ହାତ”: ଆସିଲା ରିପୋର୍ଟ

କୋଲକାତା,୨୦।୫: ଗତ ମାସରେ ମୁର୍ଶିଦାବାଦରେ ସଂଘଟିତ ହିଂସାରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଜଣେ ନେତା ସାମିଲ ଥିଲେ ବୋଲି କୋଲକାତା ହାଇକୋର୍ଟ ଦ୍ୱାରା ଗଠିତ ତଦନ୍ତ କମିଟିର ରିପୋର୍ଟରେ ଦାବି କରାଯାଇଛି। ଓ୍ଵାକଫ୍ ସଂଶୋଧନ ବିଲ୍ ପାସ ସମୟରେ ଘଟିଥିବା ଏହି ଆକ୍ରମଣ ହିନ୍ଦୁମାନଙ୍କ ଉପରେ କେନ୍ଦ୍ରୀଭୂତ ଥିଲା ଏବଂ ଯେତେବେଳେ ଆକ୍ରାନ୍ତ ଲୋକେ ସାହାଯ୍ୟ ପାଇଁ ଡାକିଥିଲେ, ପୋଲିସ କୌଣସି ସାହାଯ୍ୟ କରିବାରେ ବିଫଳ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଅଗ୍ନିସଂଯୋଗ, ଲୁଟପାଟ […]

ସଂପୂର୍ଣ୍ଣ ପଢନ୍ତୁ
334466 750x430

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଲାଗି ଅପରେସନ୍ ଅଲିଭିଆ

ଭୁବନେଶ୍ଵର: ସାମୁଦ୍ରିକ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟ ଗାର୍ଡ)ର ବାର୍ଷିକ ମିଶନ ‘ଅପରେସନ୍ ଅଲିଭିଆ’ ଉଲ୍ଲେଖନୀୟ ସଫଳତା ପାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଫେବୃଆରୀ ୨୦୨୫ରେ ଓଡ଼ିଶାର ଋଷିକୂଲ୍ୟା ନଦୀ ମୁହାଣରେ ବସା ବାନ୍ଧିଥିବା ୬.୯୮ ଲକ୍ଷରୁ ଅଧିକ ଅଲିଭ୍ ରିଡଲେ କଇଁଛଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା। ପ୍ରତିବର୍ଷ ନଭେମ୍ବରରୁ ମେ ମାସ ପର୍ଯ୍ୟନ୍ତ ଚାଲିଥିବା ଅପରେସନ ଅଲିଭିଆ ଭାରତୀୟ ତଟରକ୍ଷୀ ବାହିନୀର ଏକ ପ୍ରମୁଖ ସାମୁଦ୍ରିକ ସଂରକ୍ଷଣମୂଳକ […]

ସଂପୂର୍ଣ୍ଣ ପଢନ୍ତୁ
27782

ଫେରିଲା କରୋନା; କିଡନୀ ରୋଗରେ ଆକ୍ରାନ୍ତ ମାସ୍କ ପିନ୍ଧନ୍ତୁ

ଭୁବନେଶ୍ବର : ପୁଣି ଫେରିଛି କରୋନା ମହାମାରୀ । ହଂଙ୍କ ଓ ସିଙ୍ଗାପୁରରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ କରୋନା ଭୟ ଘାରିଛି । ମୁମ୍ବାଇରେ ୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ପୁଣି ଭୟ ପଶିଛି । ଏଭଳି ସ୍ଥଳରେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବହୁବିଧ ରୋଗରେ ଆକ୍ରାନ୍ତ ଲୋକ ସାବଧାନ […]

ସଂପୂର୍ଣ୍ଣ ପଢନ୍ତୁ
Manmohan 300x166

ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ଭାଜପା ବଦ୍ଧପରିକର: ମନମୋହନ ସାମଲ

ଭୁବନେଶ୍ୱର,୨୦।୫: ୨୦୨୪ ନିର୍ବାଚନବେଳେ ସଂକଳ୍ପପତ୍ରରେ ଭାଜପା ପଛୁଆବର୍ଗଙ୍କ ଉନ୍ନତି ସମ୍ପର୍କରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଭାଜପା ରାଜ୍ୟରେ ସରକାର ଗଠନ କରିବାର ମାତ୍ର ୧୧ ମାସ ମଧ୍ୟରେ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ଐତିହାସିକ ନିଷ୍ପତି ନେଇଛି । ଭାଜପା ଦେଇଥିବା ପ୍ରତିଶୃତି ଆଧାରରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ପଛୁଆବର୍ଗଙ୍କୁ ସେମାନଙ୍କର ନାର୍ଯ୍ୟ ହକ୍ ଦେବାକୁ […]

ସଂପୂର୍ଣ୍ଣ ପଢନ୍ତୁ
B2rbbsvl5wozg3bsc0mm

କେମିତି କୋଟିପତି ହେଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି, ଫିଟିଲା ବଡ଼ ଗୁମର !

ଭୁବନେଶ୍ୱର,୨୦।୫: ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି। ଏନେଇ ପୁରୀ ଏସପି […]

ସଂପୂର୍ଣ୍ଣ ପଢନ୍ତୁ
Gry2gpqbaaipooj

ଯୁକ୍ତ ୨ ଫଳ ପ୍ରକାଶନରେ ବିଳମ୍ବ: ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସରକାର ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଜୁନ ୧ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି କରିଛନ୍ତି। ଫଳରେ ଆଜି ଶେଷ ହେଉଥିବା ଆବେଦନ ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ସିଏଏଫ୍‌ରେ ଆବେଦନ କରିଛନ୍ତି, ସେମାନେ ମାର୍କସିଟ୍‌ ଅପଲୋଡ କରିପାରିବେ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ‌ସିଲେକ୍‌ସନ […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ୨ ପରୀକ୍ଷା-୨୦୨୫ ଫଳ ବୁଧବାର ପ୍ରକାଶ ପାଇବ। ଏହି ଫଳ ବୁଧବାର ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇବ। ଏଥି ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଯୁକ୍ତ ୨ ପରୀକ୍ଷା ପ୍ରକାଶନ ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ
50c15241 C76a 4da4 Ba09 56866196e511

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠ, ୨୦୦୧ ବ୍ୟାଚ ବନ୍ଧୁମିଳନ ଉଦଯାପିତ

କଟକ ସଦର :  ୪୨ମୋୖଜ଼ା ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ପୂର୍ବତନ ଛାତ୍ରଛାତ୍ରୀ ୨୦୦୧ ମସିହା ବ୍ୟାଚ ସମସ୍ତେ ମିଶି ବନ୍ଧୁମିଳନ ବହୁତ ଆଡମ୍ବର ସହିତ ପାଳନ କରିଛନ୍ତି  । ଏଥିରେ ପ୍ରାୟ ୭୦ ଜଣ ସହପାଠୀଗଣ ଭିନ୍ନଭିନ୍ନ ସ୍ଥାନରେ କାର୍ଯ୍ୟରତ ଏବଂ ବୈବାହିକ ଜୀବନ ବିତାଉଥିବା ସତ୍ୱେ ବନ୍ଧୁ ମିଳନ ପାଇଁ ଯୋଗ ଦେଇଥିଲେ । ପୂର୍ବତନ ଛାତ୍ରମାନଙ୍କ ମଧ୍ୟରେ ମିର୍ଜା ସରାଫତ ବେଗ ବନ୍ଧୁ ମିଳନ ସମାରୋହରେ ସମସ୍ତଙ୍କ ପରିଚୟ ପରିଚାଳନା କରିଥିଲେ । କୁନି […]

ସଂପୂର୍ଣ୍ଣ ପଢନ୍ତୁ
81704743 1499 4059 A2bd E189caf41ae7

ଝଙ୍କଡ଼ ଶାରଳାଙ୍କ ରୂପା ଛାଉଣୀ କବାଟର ଶୁଭଉନ୍ମୋଚନ !

ଝଙ୍କଡ଼ :  ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରର ଗର୍ଭଦ୍ୱାର, ପ୍ରବେଶ ପଥରେ ଥିବା ଦ୍ଵାରରେ ଶିଶୁକାଠ ରେ ନିର୍ମିତ ହେଇଥିବା କବାଟ ଉପରେ ରୂପା ଛାଉଣୀ କରାଯାଇ, ଚନ୍ଦନ ଯାତ୍ରା ର ଉଦଯାପନୀ ଉତ୍ସବରେ, ମାଆଙ୍କ ଚନ୍ଦନ ଲାଗି ପରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟନ କରାଯାଇଛି । ଝଙ୍କଡ଼ ସାରଳା ପୀଠ ସ୍ଥିତ ଜଗନ୍ନାଥ ମହୋତ୍ସବ କମିଟି ଓ ମାଆଙ୍କ ସେବାୟତ ମାନଙ୍କ ମିଳିତ […]

ସଂପୂର୍ଣ୍ଣ ପଢନ୍ତୁ
2 8 750x430

ସମାଜ କଲ୍ୟାଣ ବୋର୍ଡକୁ କ୍ରିୟାଶୀଳ କରିବେ ସରକାର

ଭୁବନେଶ୍ବର : ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସମାଜ କଲ୍ୟାଣ ବୋର୍ଡର ଗଠନ ଓ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମାଜ କଲ୍ୟାଣ ବୋର୍ଡ ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକୁ ସଠିକ ଭାବରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସୁପ୍ରତିଷ୍ଠିତ ଅଣସରକାରୀ ସଂଗଠନକୁ ସମାଜ କଲ୍ୟାଣ ବୋର୍ଡ ଦ୍ୱାରା ତାଲିକାଭୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ