0000

କାର୍‌ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଶିଶୁ ମୃତ

ବିଜୟନଗରମ୍ : ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଦ୍ଵାରପୁଡି ଗାଁରେ ଅଘଟଣ। ଏକ କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଅ ଏବଂ ୩ ଜଣ ଝିଅ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପିଲାମାନେ ଘର ବାହାରେ ଖେଳୁଥିବା ସମୟରେ ପାଖରେ ଠିଆ ହୋଇଥିବା କାର ଭିତରେ ପ୍ରବେଶ କରିଥିଲେ। କବାଟ ଗୁଡ଼ିକ ବନ୍ଦ ହୋଇ ପଡିବାରୁ ପିଲାମାନେ ସେଗୁଡ଼ିକୁ ଖୋଲିପାରି ନଥିଲେ । ଶ୍ବାସରୁଦ୍ଧ ହୋଇ ଗାଡ଼ି […]

ସଂପୂର୍ଣ୍ଣ ପଢନ୍ତୁ
Odisha Govt 2

ଅଧିକାରୀଙ୍କ ଭୁଲ୍‌ ପାଇଁ ସରକାର ଗଣିବେ ୨୦ କୋଟିର ତଣ୍ଡ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା (ସିଏସ୍‌ଏସ୍‌) ଅର୍ଥ କିଭଳି ଖର୍ଚ୍ଚ କରାଯିବ, ସେନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଛି। ଏ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି। ଏହାସହିତ ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସି ସବୁ ବିଭାଗର ଅର୍ଥ ପରାମର୍ଶଦାତାଙ୍କୁ ସଚେତନ କରାଯାଉଛି। ହେଲେ ବାସ୍ତବ କ୍ଷେତ୍ରରେ ଅର୍ଥ ପରାମର୍ଶଦାତାମାନେ ତାଙ୍କର ଦାୟିତ୍ୱ ଠିକଣା […]

ସଂପୂର୍ଣ୍ଣ ପଢନ୍ତୁ
1

ପ୍ରେମରେ ବିଫଳ ହୋଇ ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିବାକୁ ଉଦ୍ୟମ

ଭୁବନେଶ୍ୱର,୧୯।୫: ଭୁବନେଶ୍ୱର ଶହିଦନଗର ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍‌ନାକୁ ଆସିଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ପ୍ରେମିକ ଜଣକ ଯୁବତୀଙ୍କୁ ଏସିଡ ଫିଙ୍ଗିବାକୁ ଉଦ୍ୟମ କରିଛନ୍ତି। ହେଲେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରଛି। ଏହି ଘଟଣାର ରାଜଧୀନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯୁବତୀ ଜଣକ ଗଣମାଧ୍ୟକୁ କହିଛନ୍ତି ଯେ, ଇନଷ୍ଟାଗ୍ରାମରେ […]

ସଂପୂର୍ଣ୍ଣ ପଢନ୍ତୁ
Law Minister Prithiviraj Harichandan Advocates For Gurukul System In Modern Education Amf News

ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ ପ୍ରସଙ୍ଗରେ ତଦନ୍ତ କରୁଛି ଏନ୍ଆଇଏ: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: କୌଣସି ବି ପରିସ୍ଥିତିରେ ପାକିସ୍ତାନୀ ଗୁପ୍ତଚରଙ୍କୁ ଛଡ଼ାଯିବନି। ଯେତେ ଯାହାର ଲିଙ୍କ୍ ଥିବ, ସବୁ ବାହାରିବ। ଏଥିଲାଗି ଏନ୍ଆଇଏ ୟୁଟ୍ୟୁବରଙ୍କ ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ ପ୍ରସଙ୍ଗରେ ତଦନ୍ତ କରୁଛି। ଯାହାର ଲିଙ୍କ୍‌ ବାହାରିବ ସେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଆଜି ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏହି ମାମଲାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରାଯିବ। ଯେଉଁମାନେ ପଡ଼ୋଶୀ ଦେଶ ପାଇଁ ଗୁଇନ୍ଦାଗିରି କରୁଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ଏକସଙ୍ଗେ ଆସୁଛି ଦୁଇ ଲଘୁଚାପ

ଭୁବନେଶ୍ବର: ମେ’ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି। ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ଥିବା ବେଳେ ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ। ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ସେହିପରି ୨୭ ମେ’ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର […]

ସଂପୂର୍ଣ୍ଣ ପଢନ୍ତୁ
Pa

ଭାରତର ଆକ୍ରମଣରେ ନଷ୍ଟ ହୋଇଥିବା ଆତଙ୍କବାଦୀ ଆଡ୍ଡାକୁ ପୁଣି ନିର୍ମାଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ‘ଅପରେସନ୍ ସିନ୍ଦୂର’କୁ ଆଧାର କରି ଭାରତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ପାକିସ୍ତାନକୁ କଡ଼ା ଜବାବ ଦେଇ ନଅଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା ଭାରତ। ଭାରତର ଏହି ଶକ୍ତିଶାଳୀ ଆକ୍ରମଣରେ ଆତଙ୍କବାଦୀ ମାସୁଦ ଆଝାରର ପରିବାରର ୧୪ଜଣ ସଦସ୍ୟ ଏକାସହିତ ନିହତ ହୋଇଥିଲେ। ମାସୁଦ ଆଝାର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ଏବଂ ସେ ନିଜେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକାରେ ସାମିଲ […]

ସଂପୂର୍ଣ୍ଣ ପଢନ୍ତୁ
Cumclcu7bd0mfdpw3pne

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଘଟଣା: ମୁହଁ ଖୋଲିଲେ ପ୍ରିୟଙ୍କା ସେନାପତି

ପୁରୀ: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଲିଙ୍କ୍ ଘଟଣାରେ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ସେନାପତି। ସେ କହିଛନ୍ତି, ଜ୍ୟୋତି ମୋର କେବଳ ଜଣେ ସାଙ୍ଗ। ୟୁଟ୍ୟୁବ ମାଧ୍ୟମରେ ତାଙ୍କ ସହ ମୋର ପରିଚୟ ହୋଇଥିଲା। ଜ୍ୟୋତି ମାଲହୋତ୍ରା ଯେଉଁ ଅଭିଯୋଗରେ ଗିରଫ ହୋଇଛନ୍ତି, ସେ ସଂପର୍କରେ ମୁଁ ଅଜ୍ଞ। ଯଦି ସେ ବିଷୟରେ ଜାଣିଥାନ୍ତି ଯେ ଜ୍ୟୋତି ମାଲହୋତ୍ରା ଶତ୍ରୁ ରାଷ୍ଟ୍ରର ଗୁଇନ୍ଦାଗିରି କରୁଛନ୍ତି ବୋଲି, ତେବେ ମୁଁ ତାଙ୍କ ସଂପର୍କରେ ରହିନଥାନ୍ତି। କେବଳ କଣ୍ଟେଟ କ୍ରିଏସନ୍ ହେତୁ […]

ସଂପୂର୍ଣ୍ଣ ପଢନ୍ତୁ
2 170 1747566633618

ଖୁବଶୀଘ୍ର ନୟାଗଡରୁ ବୌଦ୍ଧକୁ ଟ୍ରେନ୍ ଚାଲିବ: ମୁଖ୍ୟମନ୍ତ୍ରୀ

ବୌଦ୍ଧ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକରେ ନିଜର ସନ୍ତୋଷ ପ୍ରକାଶ କରିଛନ୍ତି । ସମୀକ୍ଷାରୁ ଜଣା ଯାଇଛି ଯେ ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍‍ଧ କରିବା ପାଇଁ ପ୍ରାୟ ୨୮ କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ପାଇଁ ନିକଟରେ […]

ସଂପୂର୍ଣ୍ଣ ପଢନ୍ତୁ
5amhi38b033gjfvwjedc

ଲଜ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ

ନୂଆପଡ଼ା: ନୂଆପଡ଼ା ସହର ସ୍ଥିତ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ଓ ଲଜର ୧୧୫ ନମ୍ବର ବନ୍ଦ କୋଠରୀ ଭିତରୁ ସ୍ଥାନୀୟ ପୁଲିସ ସହାୟତାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ୟକ୍ତି ଜଣକ ପଡ଼ୋଶୀ ଛତିଶଗଡ଼ ଦୁର୍ଗ ଜିଲ୍ଲା ଭିଳାଇ ସ୍ଥିତ ଇଂସା ଗ୍ରାମର ଅମିତ ସିଂ। ମୃତ୍ୟୁର କାରଣ ଜଣା ପଡ଼ିନାହିଁ। ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବା ନେଇ ମିଳିଛି ସୂଚନା। ଅମିତ ସିଂ ରାୟପୁରର ଜଣେ ଠିକାଦାରଙ୍କ ପାଖରେ […]

ସଂପୂର୍ଣ୍ଣ ପଢନ୍ତୁ
Image 61

ଗୁପ୍ତଚର ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ଲିଙ୍କ୍: ପୁରୀ ଛାଡ଼ି ନଯିବାକୁ ଯୁବତୀଙ୍କୁ ନିର୍ଦ୍ଦେଶ

ପୁରୀ: ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚୋର କରୁଥିବା ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାକୁ ହରିୟାଣା ପୋଲିସ ଗିରଫ କରିବା ପରେ ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି। ଏହାରି ଭିତରେ ପୁରୀ କାଳିକାଦେବି ସାହିର ପ୍ରିୟଙ୍କା ସେନାପତି ସହ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା ଏବଂ ଉଭୟ ଅନେକ ସ୍ଥାନକୁ ବୁଲିବା ସହ ବ୍ଲଗ ମଧ୍ୟ କରିଥିଲେ। ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। […]

ସଂପୂର୍ଣ୍ଣ ପଢନ୍ତୁ