Xx

ବଡସାରୋଳ ବୈଷ୍ଣବସାହି ରାସ୍ତାର ରାସ୍ତା ଶୋଚନୀୟ, ଛକ ଅନ୍ଧକାର, ଲୋକ ହିନସ୍ଥା

ଜଗତସିଂହପୁର/ଝଙ୍କଡ଼  :  ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ନିକଟସ୍ଥ ବଡସାରୋଳ ଗ୍ରାମର ତେର ନମ୍ବର ୱାର୍ଡ ବୈଷ୍ଣବ ସାହି ରେ ଦଶଟି ପରିବାରର ଲୋକମାନେ, ପ୍ରଶାସନର ଦୃଷ୍ଟିର ଆଢୁଆଳ ରେ ବହୁଦୁଃଖକଷ୍ଟ ଓ ସମସ୍ୟା ଭିତରେ କାଳl ତିପାତ କରୁଛନ୍ତି । ରାସ୍ତାଘାଟ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଯାତାୟାତ କ୍ଷେତ୍ରରେ ଏହି ବୈଷ୍ଣବସାହି ର ଅଧିବାସୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ପାଠ ପଢିବା […]

ସଂପୂର୍ଣ୍ଣ ପଢନ୍ତୁ
Pm2

୧୯ ହଜାର କୋଟିର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ବର:ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଭେଟି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ବିଭିନ୍ନ ଯୋଜନା ଓ ପ୍ରକଳ୍ପ । ସେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ ଆରମ୍ଭ କରିଛନ୍ତି । ଏଥିସହ ଭିଜନ ଡକୁମେଣ୍ଟ ‘ଓଡିଶା ଭିଜନ ୨୦୩୬ ଓ ୨୦୪୭’ ଉନ୍ମୋଚିତ କଲେ ପ୍ରଧାନମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
659 A Raid By The Income Tax Dep

ଦ୍ଵିତୀୟ ଦିନରେ ବି ନବ ଦାସଙ୍କ ଘରେ ଚାଲିଛି ଚଢ଼ଉ

ଝାରସୁଗୁଡା: ନବ ଦାସଙ୍କ ଲିଙ୍କରେ ଆଜି ବି ଦ୍ଵିତୀୟ ଦିନରେ ସୁନ୍ଦରଗଡ, ଝାରସୁଗୁଡା, ଦିଲ୍ଲୀ ଓ ଭୁବନେଶ୍ୱରରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି | ବାସ୍ତବରେ ଗତକାଲିଠାରୁ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବକିଶୋର ଦାସଙ୍କ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା। ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Tr

ଭାରତୀୟ ରେଳ ମାନଚିତ୍ରରେ ଯୋଡ଼ି ହେଲା ବୌଦ୍ଧ; ଗଡ଼ିଲା ଟ୍ରେନ୍‌

ଭୁବନେଶ୍ବର/ବୌଦ୍ଧ: ଭାରତୀୟ ରେଳ ଇତିହାସରେ ବୌଦ୍ଧର ନାମ ଯୋଡ଼ି ହୋଇଛି। ବହୁ ପ୍ରତୀକ୍ଷିତ ଆଶା ପୂରା ହୋଇଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧରୁ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସୋନ୍ପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ନବନିର୍ମିତ ରେଳଧାରଣାର ଉଦ୍‌ଘାଟନ ହୋଇଛି। ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ଆଭାସୀ (ଭିଡ଼ିଓ କଡ଼ଫରେସନ୍) ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Put

ଖାମନେଇଙ୍କୁ ହତ୍ୟା କରିବା କଥା ଚିନ୍ତା ମଧ୍ୟ କରନାହିଁ, ଇସ୍ରାଏଲକୁ ଏଭଳି ଚେତାବନୀ ଦେଲା ରୁଷ

ଇରାନ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲକୁ କଡା ଚେତାବନୀ ଦେଇଛି ରୁଷ । ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ କରିବାରେ ଲାଗିଛନ୍ତି, ଏହି ସମୟରେ ରୁଷ ଇରାନକୁ ଖୋଲାଖୋଲି ଭାବରେ ସମର୍ଥନ କରିଛି । ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଲକ୍ଷ୍ୟ ଇରାନରେ ଶାସନ କରିବା ନୁହେଁ, ହେଲେ ଯେଭଳି ପରିସ୍ଥିତି ଉପୁଜିଛି ଏହା ସମ୍ଭବ ହୋଇପାରେ । ସେପଟେ ଇରାନରେ ଶାସନ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି ବର୍ଣ୍ଣନା […]

ସଂପୂର୍ଣ୍ଣ ପଢନ୍ତୁ
Admission Ug

ପ୍ରଥମ ପର୍ଯ୍ୟାୟ UG ଆଡମିଶନର ଶେଷ ତାରିଖ ଅବଧି ବଢିଲା

ଭୁବନେଶ୍ୱର: ବଢିଲା ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି । ଜୁନ୍‌ ୨୧ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ବଢ଼ିଛି ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ ସେମାନେ ଟଙ୍କା ଜମା କରି ନାମ ଲେଖାଇ ପାରିବେ ବୋଲି ଜଣାପଡିଛି । ସେହିପରି ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି କରିପାରିବେ । ଏଥିପାଇଁ ଫ୍ରିଜ୍‌, […]

ସଂପୂର୍ଣ୍ଣ ପଢନ୍ତୁ
Ret

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି । ୨୦୪୭ ସୁଦ୍ଧା ରାଜ୍ୟର ଅର୍ଥନୀତି ହେବ ୧.୫ ଟ୍ରିଲିଅନ ଡଲାର । ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଆଜିଠାରୁ ଭିଜନ ଡକୁମେଣ୍ଟ ୨୦୩୬ ଓ ୨୦୪୭ କରି ଯୋଜନା ପ୍ରସ୍ତୁତ କରାଯାଇଛି । ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । […]

ସଂପୂର୍ଣ୍ଣ ପଢନ୍ତୁ
Cry

ଜନ୍ମଦିନରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଉତ୍ତରାଖଣ୍ଡଗସ୍ତରେ ଅଛନ୍ତି। ରାଷ୍ଟ୍ରପତିଙ୍କ ଆଜି ୬୭ତମ ଜନ୍ମଦିନ। ଜନ୍ମଦିନରେ ଦ୍ରୌପଦୀ ମୁର୍ମୁ ଡେରାଡୁନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦି ଏମ୍ପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଭିଜୁଆଲିଟିଜର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଦୃଷ୍ଟିବାଧିତ ଛାତ୍ରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଅଭିନେତା ଆମିର ଖାନଙ୍କ ଚଳଚ୍ଚିତ୍ର ‘ତାରେ ଜମିନ୍ ପର’ର ଏକ ଗୀତ ଗାଇଥିଲେ। ଦୃଷ୍ଟିବାଧିତ ପିଲାଙ୍କ ମୁଖରୁ ହୃଦୟସ୍ପର୍ଶୀ […]

ସଂପୂର୍ଣ୍ଣ ପଢନ୍ତୁ
Pm

ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ : ଓଡ଼ିଶାରେ ବିଜେପି ଡବଲ ଇଂଜିନ ସରକାରର ଲାଭ ମିଳୁଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର ପରମ୍ପରା ଓ ଲୋକଙ୍କୁ ପ୍ରସଂଶା କଲେ । ମୁଁ ଓଡ଼ିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି କହିଲେ । ଓଡିଶା ଆମ ଭାରତୀୟ ସଂସ୍କୃତିକୁ ପରିପୂର୍ଣ୍ଣ କରିଛି ।  ମୋହନ ସରକାଙ୍କ ଟିମକୁ ସ୍ୱାଗତ ଜଣାଇଲେ ।  ଓଡ଼ିଶାରେ ବିଜେପି ସୁଶାସନ ସ୍ଥାପନର ବର୍ଷ ପୂରଣ କଲା ବୋଲି କହିଲେ […]

ସଂପୂର୍ଣ୍ଣ ପଢନ୍ତୁ
Highcourt 750x430

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢିଲା ଅଡ଼ୁଆ। ଆବେଦନ ଖାରଜ କଲେ ହାଇକୋର୍ଟ। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ବେଆଇନ ଅର୍ଥ କାରବାରକୁ ନେଇ ସିବିଆଇ ମାମଲା ରୁଜୁ କରିଥିଲା। ବିଷ୍ଣୁପଦ ସେଠୀଙ୍କ ଘରେ ଚଢାଉ ମଧ୍ୟ ହୋଇଥିଲା। ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ରଦ୍ଦ ପାଇଁ ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଆଜି ଏହି ମାମଲାରେ ରାୟ ପ୍ରକାଶ କରି ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ସୂଚନା ଥାଉକି, ଏକ […]

ସଂପୂର୍ଣ୍ଣ ପଢନ୍ତୁ