ରଜ ସଂକ୍ରାନ୍ତିରେ ଝଙ୍କଡ଼ ସାରଳାପୀଠ ଲୋକାରଣ୍ୟ : ବିଦ୍ୟୁତ ସରବରାହ ବିଚ୍ଛିନ୍ନଯୋଗୁଁ ପାଣି ପାଇଁ ଲୋକମାନେ ଡହଳ ବିକଳ
ଜଗତସିଂହପୁର/ଝଙ୍କଡ଼ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ପବିତ୍ର ରଜ ସଂକ୍ରାନ୍ତି ଦିନ ଲୋକାରଣ୍ୟ ହୋଇ ଉଠିଥିଲା। ଦିନ ୧୨ ଟା ବେଳେ ଟିକେ କୋହଲା ପାଗ ହେବାରୁ ଚତୁଃ ପାର୍ଶ୍ୱରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଥିଲା। ମାତ୍ର ଗତକାଲି ଠାରୁ ନିକଟରେ ଥିବା ଏକ ଟ୍ରାନସମିଟର ପୋଡିଯାଇଥିବା ବେଳେ, ବିଦ୍ୟୁତବିଭାଗୀୟ ଯନ୍ତ୍ରୀଙ୍କ ତପ୍ତରତା ଅଭାବରୁ ସାରଳା ମନ୍ଦିରକୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇ ଯାଇଥିଲା। ଯାହାଫଳରେ ପାନୀୟ ଜଳ ଯୋଗାଣ […]
ସଂପୂର୍ଣ୍ଣ ପଢନ୍ତୁ