Screenshot 2025 06 09 224259 750

ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ଆଜି ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍‌ନାଲ୍‌ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ
Rabi Narayan

ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ : ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ।  ମହାପୁରୁଷ ଜନ୍ମ ହୋଇଥିବା ଗାଁର ଉନ୍ନତି କରିବ ପଞ୍ଚାୟତିରାଜ ବିଭାଗ ।  ଏଥିପାଇଁ ୯ ରୁ ୧୦ ବିଭାଗ ମିଳିତ ଭାବେ କାମ କରିବେ। ଗାଁ ରାସ୍ତା, ପିଇବା ପାଣି, କ୍ଷେତକୁ ପାଣି, ସ୍କୁଲ, ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦିଆଯିବ।  ରାଜ୍ୟସ୍ତରରେ ମୁଖ୍ୟ ସଚିବ ରହିବେ ଅଧ୍ୟକ୍ଷ ।  ଜିଲ୍ଲା ସ୍ତରରେ ଜିଲ୍ଲପାଳ, ବ୍ଲକ ସ୍ତରରେ ବିଡ଼ିଓ ରହିବେ ଅଧ୍ୟକ୍ଷ । ଏନେଇ […]

ସଂପୂର୍ଣ୍ଣ ପଢନ୍ତୁ
Puri 1

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ଆସନ୍ତାକାଲି ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ। ବର୍ଷତମାମ ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ। ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି। ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ। ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ଆସନ୍ତାକାଲି ମଙ୍ଗଳବାର ଜ୍ୟେଷ୍ଠ:ଶୁକ୍ଳ ଚତୁର୍ଦ୍ଦଶୀ ତିଥି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି […]

ସଂପୂର୍ଣ୍ଣ ପଢନ୍ତୁ
Sub Collector 750x430

IAS ଧୀମନ ଚକମା ଗିରଫ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ

ଭୁବନେଶ୍ୱର : IAS ଧୀମନ ଚକମା ଗିରଫ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମନ ଚକମାଙ୍କୁ ଗିରଫ କଲା ଭିଜିଲାନ୍ସ ।  ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ ।  ଉପଜିଲ୍ଲାପାଳଙ୍କୁ ଆଜି  ଝାଳବୁହା ଜେରା ହୋଇଥିଲା । ଧୀମାନ ଚକମାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା ଭିଜିଲାନ୍ସ । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ ପହଂଚି ଥିଲା । କାର୍ଯ୍ୟାଳୟର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା ଭିଜିଲାନ୍ସ । କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଥିଲା […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 09 202421

ପୁଣି ଆନ୍ଦୋଳନ ଡାକରା ;ଦାବି ନ ଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼

ଭୁବନେଶ୍ବର: ପୁଣି ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଚେତାବନୀ । ୬ ଦଫା ଦାବି ନେଇ ଆନ୍ଦୋଳନ ଡାକରା ଦେଲା ଡ୍ରାଇଭର ଏକତା ମଞ୍ଚ । ଦାବି ନ ଶୁଣିଲେ ଜୁଲାଇ ୮ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ଡ୍ରାଇଭର ଏକତା ମଞ୍ଚ । ଜୁଲାଇ ୮ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତି ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ। ତେବେ ୬ ଦଫା ଦାବି ଗୁଡ଼ିକ ହେଲା, ଓଡିଶା ମୋଟର […]

ସଂପୂର୍ଣ୍ଣ ପଢନ୍ତୁ
Ratha Yatra

ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ହେବ ମାଗଣା ଅଟୋସେବା : ପରିବହନ ମନ୍ତ୍ରୀ

ପୁରୀ :  ରଥଯାତ୍ରା, ବାହୁଡା଼ ଓ ସୁନାବେଶ ପାଈଁ ତାଳ ବଣିଆରେ ହେବ ଅସ୍ଥାୟୀ ବସଷ୍ଟାଣ୍ଡ  ।  ଭକ୍ତଙ୍କ ପାଈଁ ବସଷ୍ଟାଣ୍ଡରୁ ବଡଦାଣ୍ଡ ପର୍ଯ୍ୟନ୍ତ ହେବ ମାଗଣା ଅଟୋସେବା  ।  ପୁରୀକୁ ୨୫୦ ଟି ବସ ଚଳାଚଳ ପାଈଁ ସ୍ୱତନ୍ତ୍ର ପରମିଟ ଦିଆଯିବ ସହ ରେଟ ଚାର୍ଟ ଲଗାଯିବ । ରଥଯାତ୍ରା ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସୂଚନା  ।  ରଥଯାତ୍ରାପାଈଁ ଚଳିତ ବର୍ଷ ଏଆଇର ବ୍ୟବହାର କରାଯିବ ।  ଅପରାଧ ଓ ଭିଡ଼ ନିୟନ୍ତ୍ରଣ […]

ସଂପୂର୍ଣ୍ଣ ପଢନ୍ତୁ
Whatsapp Image 2025 06 09 At 4.5

ସରକାରଙ୍କ ଦ୍ଵିତୀୟ ବର୍ଷର ଉନ୍ନୟନ କାମର ଶୁଭାରମ୍ଭ କେନ୍ଦ୍ରାପଡ଼ାରୁ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି । ଏଥିସହ ଘୋଷଣା କରିଛନ୍ତିଯେ, ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ
Loks

୨୯ OAS ଅଧିକାରୀଙ୍କ ବଦଳି, ସୁକାନ୍ତ କୁମାର ବେହେରା ହେଲେ କଟକ RDC

ଭୁବନେଶ୍ୱର : ୨୯ OAS ଅଧିକାରୀଙ୍କ ବଦଳି । ୨୯ ଜଣ ବରିଷ୍ଠ OAS ଅଧିକାରୀଙ୍କ ବଦଳି କଲେ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ RDC (CD) ସଚିବ। ଲିପ୍ ସା ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି। ବୀରସେନ ପ୍ରଧାନ ହେଲେ ବ୍ରହ୍ମପୁର RDC (SD) ସଚିବ। ଆଶୁତୋଷ ସାମଲଙ୍କୁ କଟକ ଭୂଲେଖ ଓ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତ ଦାୟିତ୍ବ ଦିଆଯାଇଛି। ଦେବାଶିଷ ପଟ୍ଟନାୟକ ହେଲେ କଟକ RDC (CD) […]

ସଂପୂର୍ଣ୍ଣ ପଢନ୍ତୁ
Image 2025 06 09t181437.343

ରଥଯାତ୍ରା ସମୟରେ ଚଳାଚଳ କରିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଂସଦ, ବିଧାୟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପି ଯୋଗ ଦେଇଥିଲେ । ଜୁନ୍ ୨୬ ରୁ ୯ ଜୁଲାଇ ପର୍ଯ୍ୟନ୍ତ ପୁରୀ ପୌରାଞ୍ଚଳରେ […]

ସଂପୂର୍ଣ୍ଣ ପଢନ୍ତୁ
Rath Yatra 20190715 571 855

ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ : ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ପୁରୀ ମେଡିକାଲରେ ୧୫ଟି ସ୍ବତନ୍ତ୍ର ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଉଛି ।  ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।  କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।  ରଥଯାତ୍ରାରେ ୩୦୦ରୁ ଅଧିକ ଡାକ୍ତର ନିୟୋଜିତ ରହିବେ । ରଥଯାତ୍ରା ଦ୍ବିତୀୟ ସମନ୍ବୟ କମିଟି ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ […]

ସଂପୂର୍ଣ୍ଣ ପଢନ୍ତୁ