Untitled 1 14

ରେପୋ ହାର ହ୍ରାସ, ଶସ୍ତା ହେଲା ଗୃହ ଋଣ

ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫ ପ୍ରତିଶତରେ ପହଞ୍ଚିଛି। ରେପୋ ଦର ପୂର୍ବରୁ ୬ ପ୍ରତିଶତ ଥିଲା । ଏବେ ୫.୫ ପ୍ରତିଶତ । ଏ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି। ଏଣିକି ଗୃହ ଋଣ ଉପରେ […]

ସଂପୂର୍ଣ୍ଣ ପଢନ୍ତୁ
Lc

ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବର୍ଷା ପୂର୍ବରୁ ଡ୍ରେନ୍‍ ସମସ୍ୟାର ହେବ ସମାଧାନ। ସେହିଭଳି ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ଖୁବଶୀଘ୍ର ନିଆଯିବ ପଦକ୍ଷେପ। ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କରାଯାଉଛି। ବର୍ଷା ଦିନ ପୂର୍ବରୁ ଡ୍ରେନର ସମସ୍ତ ସମାଧାନ କରାଯିବା ସହ ମୁକୁଳା ଡ୍ରେନରେ ସ୍ଲାବ୍‍ ପକାଇବାକୁ କୁହାଯାଇଛି। ସେହିପରି ଡ୍ରେନ୍‍ ସଫେଇ କାମକୁ […]

ସଂପୂର୍ଣ୍ଣ ପଢନ୍ତୁ
Th

ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡଘଡିର ଭୟ, ଜାରି ହେଲା ୟଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡଘଡିର ଭୟ । ଜାରି ହେଲା ୟେଲୋ ୱାର୍ଣ୍ଣିଂ । ବିଜୁଳି ଘଡଘଡି ସହ ପବନର ବେଗ ୩୦ରୁ ୪୦କିଲୋମିଟର ରହିପାରେ । ଆସନ୍ତାକାଲି ଅର୍ଥାତ ୭ ତାରିଖରେ ରାଜ୍ୟରେ ବିକ୍ଷିପ୍ତ ଭାବରେ ବିଜୁଳି ଘଡଘଡିର ଆଶଙ୍କା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପବନର ମଧ୍ୟ ସମ୍ଭାବନା ରହିଛି । ଏହାପରେ ୮ତାରିଖକୁ ଉତ୍ତର ଓଡିଶାର ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଦକ୍ଷିଣ ଓଡିଶାର […]

ସଂପୂର୍ଣ୍ଣ ପଢନ୍ତୁ
Udd

ଶିବସେନା ୟୁବିଟି ସହ ଏମଏନଏସ ମେଣ୍ଟ ନେଇ ବଡ ବୟାନ ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଉଦ୍ଧବ ଠାକରେ ରାଜ ଠାକରେଙ୍କ ଦଳ ସହିତ ମେଣ୍ଟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଶିବସେନା ୟୁବିଟି ମୁଖ୍ୟ ଆଜି କହିଛନ୍ତି ଯେ ମହାରାଷ୍ଟ୍ରର ହୃଦୟରେ ଯାହା ଅଛି ତାହା ଘଟିବ। ସେ କହିଛନ୍ତି ଯେ ଆମର ଓ ଶିବସୈନିକଙ୍କ ହୃଦୟରେ କୌଣସି ଦ୍ୱନ୍ଦ୍ୱ ନାହିଁ। ସେମାନଙ୍କ (ଏମଏନଏସ) ମନରେ ମଧ୍ୟ କୌଣସି ଦ୍ୱନ୍ଦ୍ୱ ନାହିଁ। ଆମେ କୌଣସି ବାର୍ତ୍ତା ଦେବୁ ନାହିଁ, ଆମେ ସିଧାସଳଖ ଖବର ଦେବୁ। ଉଦ୍ଧବ ଠାକରେଙ୍କ ବୟାନ ପରେ, […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 06 125914

ବିକଶିତ କୋଟିଆ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍‍

ଭୁବନେଶ୍ୱର: କୋଟିଆକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର ସଚିବ ଓ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହିଛନ୍ତି। କୋଟିଆ ବିବାଦର ସମାଧାନ ସହିତ ସେଠାରେ ବିକାଶ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ବିକଶିତ […]

ସଂପୂର୍ଣ୍ଣ ପଢନ୍ତୁ
Covid 6

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ସକ୍ରିୟ ୨୩

ଭୁବନେଶ୍ୱର : ରାଜ୍ୟରେ ଗତକାଲି ସୁଦ୍ଧା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଁଚିଛି । ଏବେ ୨୩ଟି କେଶ ସକ୍ରିୟ ଥିବାବେଳେ ୭ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତ ଘରେ ରହି ଚିକିତ୍ସତ ହେଉଛନ୍ତି । କୋଭିଡ ନେଇ କେନ୍ଦ୍ର ସହ ଆଲୋଚନା ହୋଇଛି । କେନ୍ଦ୍ର ପକ୍ଷରୁ କଣ ଗାଇଡଲାଇନ ଆସିବ ତାଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ରାଜ୍ୟ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ଲୋକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Modi Chenab

ଅପରେସନ ସିନ୍ଦୂରକୁ ମନେ ରଖିବ ପାକିସ୍ତାନ : ଚେନାବ ସେତୁକୁ ଉଦଘାଟନ କରି କହିଲେ ମୋଦୀ

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଜୁନ୍ ୬, ୨୦୨୫) ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରିଛନ୍ତି। ଏହି ସେତୁ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଭାବରେ ବିବେଚନା କରାଯାଉଛି। ଏହି ସେତୁ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ବିକାଶ ଏବଂ ବିଶ୍ୱାସର ପ୍ରତୀକ ବୋଲି କହିଥିଲେ ଏବଂ କହିଥିଲେ ଯେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 06 142610 750

ସିଏମଓ ଅଫିସ ନାଁ କହି ଠକେଇ, ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ସିଏମଓ ଅଫିସ ନାଁ କହି ଠକେଇ। ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଠକିନେଲେ ଦୁର୍ବୃତ୍ତ । ଠକେଇ ଶିକାର ହୋଇଛନ୍ତି ଅନୁଗୁଳ ରାସ୍ତା ଓ କୋଠାବାଡି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ହରିପାଲ । ଜଣେ ବ୍ୟକ୍ତି ନିଜକୁ ସିଏମଓ ଅଫିସର କର୍ମଚାରୀ ପରିଚୟ ଦେଇ ୨ ଲକ୍ଷ ନଦେଲେ ତାଙ୍କୁ ମାଲକାନଗିରି ପଠାଇଦେବାର ଧମକ ଦେଇଥିଲେ। ଦୁଇଲକ୍ଷ ଟଙ୍କା ନେବା ପରେ ପୁଣୀ ୫ଲକ୍ଷ ଟଙ୍କା ମାଗିଥିଲେ ଠକ। ଏନେଇ ଗତ ୩ ତାରିଖରେ ଭୁବନେଶ୍ବର […]

ସଂପୂର୍ଣ୍ଣ ପଢନ୍ତୁ
Aparadhi

ଆକ୍ସନ ମୋଡରେ ପୁରୀ ପୋଲିସ, ବନ୍ଧୁକ ସହ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ । ବନ୍ଧୁକ ସହ ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ସଙ୍ଗଠିତ ଅପରାଧ ମାମଲାକୁ ନେଇ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି। ପୋଲିସର ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ଵାରା ୬ ଟି ଦେଶି କଣ୍ଟ୍ରି ମେଡ୍ ବନ୍ଧୁକ, ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ୨୦ ରୁ ଅଧିକ ଜୀବନ୍ତ ଗୁଳି ଜବତ ହୋଇଛି । ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ । ଡିଜିପିଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Image 2025 06 06t110250.930

ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା

କଟକ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ବାରଙ୍ଗ ଥାନା ଷଣ୍ଢପୁର ଛକ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଏକ ଟ୍ରକ୍‌ ସହ ମନ୍ତ୍ରୀଙ୍କ କାର୍ ଟି ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । କେବଳ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ତେବେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଜ କାରକେଡ ନେଇ […]

ସଂପୂର୍ଣ୍ଣ ପଢନ୍ତୁ