ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପୁରୁଣା କଣ୍ଟ୍ରାକ୍ଟକୁ ବାତିଲ କଲେ ରାଜ୍ୟ ସରକାର
ଭୁବେନଶ୍ବର: ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପରେ ବାଧା । ବାତିଲ ହେଲା ମେଟ୍ରୋ ପ୍ରକଳ୍ପ ଟେଣ୍ଡର । ସିଗାଲ ଇଣ୍ଡିଆ ସହ ଚୁକ୍ତି ବାତିଲ କଲା ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ। ଏନେଇ ଆନୁଷ୍ଠାନିକ ଭାବେ ବାତିଲ ନୋଟିସ ଜାରି କରିଛି ଡିଏମଆରସି । ଚୁକ୍ତିରେ ୬ଟି ଉନ୍ନତ ମେଟ୍ରୋ ଷ୍ଟେସନର ଡିଜାଇନ ଓ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା । ପ୍ରାୟ ୮ ମାସ ହେଲା ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଥିଲା । ସେପଟେ ସେଗାଲ ଇଣ୍ଡିଆ […]
ସଂପୂର୍ଣ୍ଣ ପଢନ୍ତୁ