Pinak

ବଳଙ୍ଗା ପୀଡିତାଙ୍କ ବୟାନକୁ ନେଇ ଅଡୁଆରେ ପୋଲିସ

ପୁରୀ : ବଳଙ୍ଗା ପୀଡିତାଙ୍କ ବୟାନକୁ ନେଇ ଅଡୁଆରେ ପଡିଛି ପୁରୀ ପୋଲିସ । ଭୁବନେଶ୍ୱର ଏମ୍ସ ଓ ଦିଲ୍ଲୀ ଏମ୍ସ ଭିତରେ ପୀଡିତା ଦେଇଥିବା ବୟାନରେ ଫରକ ଥିବା ସୂଚନା ମିଳିଛି । ସେଥିପାଇଁ ପୁଣିଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ ହେବ ବୋଲି କୁହାଯାଇଛି । ପୀଡିତା ସୁସ୍ଥ ହେବାପରେ ହିଁ ଘଟଣା ଉପରୁ ସସପେନ୍ସ ଉଠିପାରିବ । ତେଣୁ ଦିଲ୍ଲୀରୁ ଫେରିଥିବା କ୍ରାଇମବ୍ରାଞ୍ଚ ଟିମ ସହ ପୁରୀ ଏସପି ଏ ବାବଦରେ […]

ସଂପୂର୍ଣ୍ଣ ପଢନ୍ତୁ
Chiqw

ଚୀନ : ଗୋଟିଏ ଦିନରେ ବର୍ଷକର ବର୍ଷା !

ବେଜିଂ : ଚୀନର କେତେକ ରାଜ୍ୟରେ ଏବେ ବର୍ଷା ବିତ୍ପାତ ଜାରି ରହିଛି । ଏପରିକି ଚୀନର ରାଜଧାନୀ ବେଜିଂ ବର୍ଷା ଯୋଗୁଁ ବେହାଲ ହୋଇଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବେଜିଂର ୧୬ରୁ ୧୨ଟି ଡିଷ୍ଟ୍ରିକ୍ଟ ( କ୍ଷେତ୍ର)ରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ସ୍ଥିତି ସୃଷ୍ଟି ହୋଇଛି । ତେବେ ସବୁଠାରୁ ଚିନ୍ତାଜନକ ସ୍ଥିତି ରହିଛି ବେଜିଂ ସଂଲଗ୍ନ ଶିଳ୍ପ ସହର ବାଓଡିଂରେ ।  ଏଠାରେ ମାତ୍ର ୨୪ ଘଣ୍ଟା […]

ସଂପୂର୍ଣ୍ଣ ପଢନ୍ତୁ
Ps 1

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର  ଡାଙ୍ଗମାଳ ନାଗା ନାରାୟଣ ହାଇସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ।  ଶିକ୍ଷକ ଅମର ପ୍ରସାଦ ମଲ୍ଲିକଙ୍କୁ ସ୍କୁଲ ପରିସରରୁ ଉଠାଇନେଲା ତାଳଚୁଆ ସାମୁଦ୍ରିକ ଥାନା ପୋଲିସ । ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଧାନ ଶିକ୍ଷକଙ୍କ ନିକଟରେ ୧୭ ଜଣ ଛାତ୍ରୀ ଦେଇଛନ୍ତି ଲିଖିତ ଅଭିଯୋଗ ।  ସପ୍ତମ ଶ୍ରେଣୀର ୭ ଜଣ ଓ ୧୦ ମ ଶ୍ରେଣୀର ୧୦ ଜଣ ଛାତ୍ରୀ କରିଛନ୍ତି ଅଭିଯୋଗ  ।  ପ୍ରଧାନ […]

ସଂପୂର୍ଣ୍ଣ ପଢନ୍ତୁ
Nep

ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ

କୋରାପୁଟ: ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ। ଆୟଠୁ ଅଧିକ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ । ଭିଜିଲାନ୍ସ ରେଡ ବେଳେ ତାଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା ଓ ପୁଳା ପୁଳା ସୁନାଗହଣା। ଦେଢ଼ କେଜି ସୁନା, ୪ କେଜି ୬୩୭ ଗ୍ରାମ ରୁପା ଜବତ ହୋଇଥିଲା। ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ କୋଟିଏ ୪୩ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଯାଞ୍ଚ ବେଳେ […]

ସଂପୂର୍ଣ୍ଣ ପଢନ୍ତୁ
Nits

ବିହାର ସରକାରଙ୍କ ବଡ ଘୋଷଣା, ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌

ପାଟନା : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ଏକ ଭେଟି ଦେଇଛନ୍ତି । ସାମାଜିକ ସୁରକ୍ଷା ପେନ୍‌ସନ୍‌ ପରେ ଏବେ ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କୁ ବିହାର ‘ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା’ର ରାଶି ମଧ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ସାମ୍ବାଦିକ ସମ୍ମାନ ଯୋଜନା ପେନ୍‌ସନ୍‌ ଅନୁଯାୟୀ, ୬ ହଜାର ବଦଳରେ ୧୫ ହଜାର ପ୍ରତି ମାସରେ ମିଳିବ । […]

ସଂପୂର୍ଣ୍ଣ ପଢନ୍ତୁ
Gun

ଅପରାଧୀ ଗ୍ୟାଙ୍ଗର ୬ ସଦସ୍ୟ ଗିରଫ, ପାଞ୍ଚ ବନ୍ଧୁକ ଜବତ

କଟକ : କମିଶନରେଟ ପୋଲିସକୁ ବଡ ସଫଳତା । ପାଞ୍ଚଟି ବନ୍ଧୁକ ଜବତ କରିଛି କଟକ ମାଲଗୋଦାମ ଥାନା ପୋଲିସ । ଏକ ଅପରାଧୀ ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କୁ ଧରିଛି କମିଶନରେଟ ପୋଲିସ । ୧୩ ଟି ଜୀବନ୍ତ ଗୁଳି, ତିନିଟି ମୋବାଇଲ ଫୋନ୍ ମଧ୍ୟ ଜବତ୍ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ରେଡ କରିଥିଲା ପୋଲିସ। ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଥିଲେ ଦୈତନଗରୀ ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ
Manmohan Samal 3

ଦିଲ୍ଲୀରୁ ଫେରିଲେ ମନମୋହନ, କହିଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କୌଣସି ଆଲୋଚନା ହୋଇନାହିଁ

ଭୁବନେଶ୍ୱର: ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଉ ଏହି ଦିଲ୍ଲୀ ଗସ୍ତ ଚର୍ଚ୍ଚାର ବିଷୟ ଥିଲା। ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦିଲ୍ଲୀରେ ମନମୋହନ ସାମଲ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି କଥା ହୋଇଥିଲେ। ଏହାସହ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିଲେ। ଏହି ଗସ୍ତ ସମୟରେ ସେ ଦଳର ୧୮ […]

ସଂପୂର୍ଣ୍ଣ ପଢନ୍ତୁ
Chitw

ମୁଁ ଏଭଳି ସରକାରଙ୍କୁ ସମର୍ଥନ କରୁଥିବାରୁ ଦୁଃଖିତ:ନୀତିଶଙ୍କୁ ଘେରିଲେ ଚିରାଗ

ପାଟନା: ଆଗାମୀ ଦୁଇ ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି। ବିରୋଧୀ ଏବଂ ସରକାର ପରସ୍ପର ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣୁଛନ୍ତି। ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅପରାଧ ଘଟଣା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୁଁ […]

ସଂପୂର୍ଣ୍ଣ ପଢନ୍ତୁ
Safei

ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏଣିକି ମିଳିବ ୧୦ ଲକ୍ଷ ଟଙ୍କାର ଜୀବନବୀମା

ସଫେଇ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଏଣିକି ୧୦ ଲକ୍ଷ ଟଙ୍କାର ଜୀବନବୀମା ପାଇବେ ସଫେଇ କର୍ମଚାରୀ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତ୍ୟେକ ସଫେଇ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନବୀମା ଦେବେ ସରକାର । ଏନେଇ ଲୋକସେବା ଭବନରେ ଗରିମା କାର୍ଯ୍ୟକ୍ରମରେ ଘୋଷଣା କଲେ CM । ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରରେ ସଫେଇ କର୍ମଚାରୀ ମାନଙ୍କ ପାଇଁ ଆୟୋଜିତ ଜାତୀୟ କର୍ମଶାଳାରେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 07 26 080725 750

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ବୃଦ୍ଧି ହେଲା ଜେଲ୍ ଅବଧି

ବାଲେଶ୍ବର: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା । ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ବୃଦ୍ଧି ହେଲା ଜେଲ ଅବଧି। ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହୋଇଥିବା ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି ହୋଇଛି। ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି। ଗତକାଲି ଭିସିରେ ଏସଡିଜେଏମଙ୍କ ନିକଟରେ ହାଜର ହୋଇଥିଲେ ସମୀର। ଜୀବନ ହରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ