୪୮ ଘଣ୍ଟା ପରେ ପୁଣି ଆଇଏଏସ ବଦଳି, ୧୩ ଅଧିକାରୀଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ବର : ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ବଦଳି କରିବାର ମାତ୍ର ୪୮ ଘଣ୍ଟା ନ ପୂରୁଣୁ ଗୁରୁବାର ଆଉ ୧୩ ଆଇଏଏସଙ୍କ ବଦଳି କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅନ୍ୟ କେତେ ଜଣଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇଛି। ଆଇଏସଏସ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବିଜୟ କେତନ ଉପାଧ୍ୟାୟଙ୍କୁ ସଂସ୍କୃତି ସଚିବ ଦାୟିତ୍ବ ଦିଆଯାଇଛି। ସେହିପରି ସମର୍ଥ […]
ସଂପୂର୍ଣ୍ଣ ପଢନ୍ତୁ