2 171 1753276394947

ସଂସଦରେ ଉପସ୍ଥାପିତ ହେଲା ନ୍ୟାସନାଲ ସ୍ପୋର୍ଟସ୍ ଗଭର୍ଣ୍ଣାନ୍ସ ବିଲ୍, ଆଇନ ପରିସରଭୁକ୍ତ ହେବ BCCI

ନୂଆଦିଲ୍ଲୀ ୨୩।୭: କେନ୍ଦ୍ର କ୍ରିଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଲୋକସଭାରେ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍-୨୦୨୫ ଉପସ୍ଥାପନ କରିଛନ୍ତି। ଏହି ବିଧେୟକ ଭାରତୀୟ କ୍ରିଡାରେ ପାରଦର୍ଶିତା, ଉତ୍ତରଦାୟୀ ଓ ଉନ୍ନତ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ବିଧେୟକ ଅନୁସାରେ ଏକ ଜାତୀୟ ଖେଳ ବୋର୍ଡ (ଏନଏସବି) ଗଠିତ ହେବ, ଯାହା ପାଖରେ ରାଷ୍ଟ୍ରୀୟ ଖେଳ ମହାସଂଘ(ଏନଏସଏଫଏସ) ରହିବ ଯେଉଁଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ରହିଛି,ଯାହା ଲାଗି ନିୟମ କରିବା […]

ସଂପୂର୍ଣ୍ଣ ପଢନ୍ତୁ
Utkal University

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରଦ୍ଦ କଲେ ରାଜ୍ୟପାଳ

କଟକ ୨୩।୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତିକୁ ରାଜ୍ୟପାଳ ରଦ୍ଦ କରିଛନ୍ତି । ଆଜି ଏ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ଼ଭୋକେଟ ଜେନେରାଲ । ତେଣୁ ଏ ସଂକ୍ରାନ୍ତୀୟ ମାମଲାର ଏକ ପ୍ରକାର ଅନ୍ତ ହୋଇଛି ବୋଲି କୁହାଯାଇପାରେ । ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ନିଯୁକ୍ତିକୁ ବେଆଇନ ଦର୍ଶାଇ ମାମଲା ଦାୟର କରିଥିଲେ ଆଇନଜୀବୀ ପ୍ରବୀର ଦାସ । ନିଜ ଆବେଦନରେ ସେ ଦର୍ଶାଇଥିଲେ ଯେ, କୁଳପତି ନିଯୁକ୍ତି ଲାଗି ଯେଉଁ ନିୟମ ରହିଛି, ତାର ଉଲଂଘନ କରାଯାଇ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ନିଷ୍ପତି ନିଆଯାଇଛି । ତେବେ ବୁଧବାର ମାମଲାର ଶୁଣାଣି ବେଳେ ଆଡ଼ଭୋକେଟ […]

ସଂପୂର୍ଣ୍ଣ ପଢନ୍ତୁ
Krushna Chandra Patra

ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ବଡ଼ ଯୋଜନା, ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ବର ୨୩।୭: ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ବଡ ଯୋଜନା । ଚଳିତ ବର୍ଷ ହେବ ଫର୍ମର e-KYC । କୃଷକ ମାନେ ପଞ୍ଜିକରଣ ଆଧାର କାର୍ଡ ସହିତ ସମସ୍ତ ତଥ୍ୟ ପ୍ରଦାନ କରିବେ । ଏହିସବୁ ଡକ୍ୟୁମେଣ୍ଟ  ଅଫିସିଆଲ ସାଇଟ୍‌ରେ ହେବ । କିଏ ପ୍ରକୃତ ଚାଷୀ ଆଉ କିଏ ନକଲି ଚାଷୀ ଧରା ପଡ଼ିବେ । ଭାଗ ଚାଷୀ   ମାନେ ଧାନ ବିକି ପାରିବେ । ସେମାନେ ଯାହା ଜମିରେ ଚାଷ କରୁଥିବେ ସେହି ଜମି ମାଲିକ ମାନେ ଲିଖିତ ଭାବେ ଦେବେ । ଏଥିରେ ଜମି ମାଲିକ ମାନଙ୍କର କୌଣସି ଅସୁବିଧା ହେବ ନହିଁ ବୋଲି ଯୋଗାଣ […]

ସଂପୂର୍ଣ୍ଣ ପଢନ୍ତୁ
Rain

ଉତ୍ତର-ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା !

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ଖୁବ ଶୀଘ୍ର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୮ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ପାଇଁ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ମାଲକାନାଗିରି, ମୟୂରଭଂଜ, କେଉଁଝର ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Otet

ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ଫିଟୁନି ରହସ୍ୟ : ସନ୍ଦେହ ଘେରରେ ପ୍ରଶ୍ନ ଛାପିଥିବା ଫାର୍ମ

କଟକ ୨୩।୭: ସ୍ପେସାଲ ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ରହସ୍ୟ ଫିଟୁନି । ତଦନ୍ତକୁ ୩ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ପ୍ରଘଟକାରୀଙ୍କ ଟେର୍‌ ପାଇପାରିନାହିଁ । ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଫିସରମାନେ ବୋର୍ଡ କାର୍ଯ୍ୟାଳୟ କର୍ମଚାରୀଙ୍କୁ ତନ୍ନ ତନ୍ନ କରି ପଚରାଉଚରା କରିସାରିଲେଣି । ତଦନ୍ତକାରୀ ଟିମ୍‌ ପ୍ରଶ୍ନପତ୍ର ଜବତ କରିବା ସହିତ ଅନ୍ୟ କାଗଜପତ୍ର ସଂଗ୍ରହ କରି ଛାନ୍‌ଭିନ୍‌ ଚଳାଇଛନ୍ତି । ମାତ୍ର ଫଳ ଶୂନ । ଲିକ୍‌ ହୋଇଥିବା ପ୍ରଶ୍ନ ଇଂରାଜୀରୁ ଓଡ଼ିଆକୁ […]

ସଂପୂର୍ଣ୍ଣ ପଢନ୍ତୁ
Zxx

ରାଜ୍ୟର ପ୍ରମୁଖ ତୀର୍ଥକ୍ଷେତ୍ରର ହେବ କାୟାକଳ୍ପ: ଏକାମ୍ର, ବିରଜା ଓ ତାରିଣୀ ପୀଠର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଧାର୍ମିକ ପୀଠଗୁଡ଼ିକର ସାମଗ୍ରିକ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘଟଗାଁ ସ୍ଥିତ ମା’ ତାରିଣୀ ପୀଠ, ଯାଜପୁରର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ଏହିସବୁ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା […]

ସଂପୂର୍ଣ୍ଣ ପଢନ୍ତୁ
33ff792d F7cd 448b 9207 1a657be2a326 2025 07 23 17 41 40

ବଳଙ୍ଗା ପୀଡ଼ିତାଙ୍କୁ ଏମ୍ସ ଦିଲ୍ଲୀରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ପ୍ରଭାତୀ ପରିଡ଼ା

ନୂଆଦିଲ୍ଲୀ/ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କୁ ଭେଟିଛନ୍ତି। ଶ୍ରୀମତୀ ପରିଡ଼ା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରୀ ଟିମ୍‌ ଓ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଅବଗତ ଅଛନ୍ତି। ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ନେଇ ଶ୍ରୀମତୀ ପରିଡ଼ା ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ଏଥିରେ […]

ସଂପୂର୍ଣ୍ଣ ପଢନ୍ତୁ
Puri Temple 750x430

ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୨୩।୦୭ : ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି । ଏଥିପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ପ୍ରାୟ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଗୁରୁବାର ଶ୍ରୀମନ୍ଦିରେ ପାଞ୍ଚ ଘଣ୍ଟା ବନ୍ଦ ରହିବ ଦର୍ଶନ।‌ ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି ଯୋଗୁ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ […]

ସଂପୂର୍ଣ୍ଣ ପଢନ୍ତୁ
Supreme Court 750x430

ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ମାମଲା ରୁଜୁ ହେବାର ୨ ମାସ ଯାଏଁ ହେବନି ଗିରଫଦାରୀ

ନୂଆଦିଲ୍ଲୀ: ଘରୋଇ ହିଂସା ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏହା ସହ ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇ ବର୍ଷ ପୁରୁଣା ମାର୍ଗଦର୍ଶିକାକୁ ବଜାୟ ରଖି କହିଛନ୍ତି, ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮(ଏ) ଅଧିନରେ ରୁଜୁ ମାମଲାରେ ପୋଲିସ ଅଭିଯୁକ୍ତକୁ ଦୁଇ ମାସ ଯାଏଁ ଗିରଫ କରିବ ନାହିଁ । ସର୍ବୋଚ୍ଚ ଅଦାଲତ ଏହା ବି କହିଛନ୍ତି ଯେ ଯେତେବେଳେ କୌଣସି ମହିଳା ନିଜ ଶଶୁର ଘର ଲୋକଙ୍କ ବିରୋଧରେ ୪୯୮(ଏ) […]

ସଂପୂର୍ଣ୍ଣ ପଢନ୍ତୁ
T 2025 07 23 12 56 13

କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ

ଭୁବନେଶ୍ବର: କର୍ମକ୍ଷେତ୍ରରେ ମହିଳା-ପୁରୁଷଙ୍କ ମଧ୍ୟରେ ତାରତମ୍ୟ ରଖନ୍ତୁ ନାହିଁ। ଆଜି ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩ ସମ୍ପର୍କରେ ସୂଚନା ଦେଇ ସେ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ। କର୍ମକ୍ଷେତ୍ରରେ କିଭଳି ଯୌନ ନିର୍ଯାତନା ରୋକାଯାଇପାରିବ ସେ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ