ଘରେ ପଶିଛି ବନ୍ୟାପାଣି, ନିଦ ହଜେଇଛନ୍ତି କୁମ୍ଭୀର ପଲ
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଏବେ ଲୋକଙ୍କ ଜୀବନ ଦୁର୍ବିସହ କରିଛି । ବ୍ରାହ୍ମଣୀ ନଦୀ ଉଛୁଳି ପାଣି ଗାଁ ଭିତରକୁ ପ୍ରବେଶ କରିଛି, ଯାହା ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ଚୌଡାକୁଲତ ଅଞ୍ଚଳର ଅନେକ ଗାଁକୁ ବୁଡ଼ାଇ ଦେଇଛି । ହେଲେ ଏଥର କେବଳ ବନ୍ୟା ଯେତିକି ଚିନ୍ତା ନବଢାଇଛି, ସେତିକି ଜିନ୍ତା ବଢାଇଛି ବନ୍ୟାପାଣି ଭିତରେ ଗାଁରେ ବୁଲୁଥିବା କୁମ୍ଭୀର । ଯାହା ଏବେ ଉକ୍ତ ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରି ରଖିଛି । ଅନେକ […]
ସଂପୂର୍ଣ୍ଣ ପଢନ୍ତୁ