ସୋସିଆଲ ମିଡିଆରେ ମୃତ ଛାତ୍ରୀଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ, ଜଣେ ଯୁବକ ଗିରଫ
ଜଳେଶ୍ୱର: ଏଫ୍ଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ଓଡ଼ିଶା । ବିଶେଷ କରି ଉପକୂଳ ଅଞ୍ଚଳରେ ବେଶି ତାତି । କାରଣ ରାଜନୀତି ଚାଲିଛି ଘଟଣାକୁ ନେଇ । ତେବେ ଏସବୁ ଭିତରେ କିନ୍ତୁ ସୋସିଆଲ ମିଡିଆରେ ଛାତ୍ରୀଙ୍କ ଖବରକୁ ନେଇ ସବୁଠୁ ବେଶି ଚର୍ଚ୍ଚା । ଯିଏ ଯାହା ପାରିଲା ଲେଖିଲା କି କହିଲା । କାହାରି ମୁହଁରେ ବାଡ଼ବତା ନାହିଁ । ଏମିତିକି ଛାତ୍ରୀଙ୍କ ସାଙ୍ଗ ଓ ସହପାଠୀମାନେ ମଧ୍ୟ […]
ସଂପୂର୍ଣ୍ଣ ପଢନ୍ତୁ