Puri Ratna Bhandar

ଅଗଷ୍ଟ ମାସରେ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ : ଅଗଷ୍ଟ ମାସରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ହୋଇପାରେ । ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏନେଇ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖାଯିବ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଦୁଇ ଜଣ ବରିଷ୍ଠ ଓ ଅଭିଜ୍ଞ ଅଧିକାରୀ ଆସିବା ପାଇଁ ଚିଠି ଲେଖାଯିବ । ସ୍ଵତନ୍ତ୍ର ଏସଓପି ଅନୁଯାୟୀ ଉଚ୍ଚସ୍ତରୀୟ କମିଟି ବୈଠକ ବସିବ […]

ସଂପୂର୍ଣ୍ଣ ପଢନ୍ତୁ
Rabi

ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା; ରବୀନ୍ଦ୍ର ଜେନାଙ୍କୁ ସାମୟିକ ଆଶ୍ବସ୍ତି

ଭୁବନେଶ୍ବର: ସି-ସୋର୍ ଚିଟଫଣ୍ଡ ଠକେଇ ମାମଲା । ପୂର୍ବତନ ସାଂସଦ ରବି ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ଅଦାଲତରେ ପରବର୍ତ୍ତୀ ଶୁଣାଣି ଯାଏଁ ରବିନ୍ଦ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ । ସି-ସୋର୍ ଚିଟଫଣ୍ଡ କେସରେ ପୂର୍ବତନ ସାଂସଦ ରବି ଜେନାଙ୍କୁ ଆସନ୍ତା ୧୪ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା ସିବିଆଇ । ସେପଟେ, ହାଇକୋର୍ଟ ଏହା ଉପରେ ଶୁଣାଣି କରି ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Vvvv 750x430

ଦିଲ୍ଲୀ ବିଶ୍ବର ୯ମ ବ୍ୟସ୍ତ ବହୁଳ ବିମାନ ବନ୍ଦର

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା। ଗତବର୍ଷ ୭,୭୮,୨୦,୮୩୪ ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦର ଦେଇ ଯାତାୟାତ କରିଛନ୍ତି। ୨୦୨୪ରେ ଏହି ବିମାନ ବନ୍ଦରରେ ୪,୭୭,୫୦୯ ଥର ବିମାନର ଉଡାଣ ଓ ଅବତରଣ ହୋଇଥିଲା। ୨୦୨୩ରେ ଦିଲ୍ଲୀ ତାଲିକାର ୧୦ମ ସ୍ଥାନରେ ଥିବାବେଳେ ୨୦୨୪ରେ ଏହା […]

ସଂପୂର୍ଣ୍ଣ ପଢନ୍ତୁ
Dr

ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳାଜହର କାରବାର ।  ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।  ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ ।  ୩ ମୋଟର ସାଇକେଲ ସହ ୩ହଜାର ଟଙ୍କା ଜବତ।  ୫ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ନାଁରେ ୨ ଟି ମାମଲା ରହିଛି । ଶିବାନନ୍ଦ ନାଁରେ ମଧ୍ୟ ଜଟଣୀ ଥାନା ଅଧୀନରେ ରହିଛି ମାମଲା।  ଯୁବପିଢ଼ିଙ୍କୁ ନଷ୍ଟ କରୁଥିବା ଧଳା ଜହର […]

ସଂପୂର୍ଣ୍ଣ ପଢନ୍ତୁ
Man

ମନମୋହନଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା। ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଦେଲେ ଏପରି ସୂଚନା। ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି ଏବଂ ଖୁବଶୀଘ୍ର ସଂପ୍ରସାରଣ ହେବ। ଖୁବଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି କହିଲେ ବିଜେପି ସଭାପତି। ଯେଉଁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଯୋଗୁଁ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନକୁ ହଟାଇ ବିଜେପି […]

ସଂପୂର୍ଣ୍ଣ ପଢନ୍ତୁ
Guj

ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ

ଗୁଜରାଟ : ଗୁଜରାଟରେ ବୁଧବାର ଏକ ବଡ ଅଘଟଣ ଘଟିଛି । ବଦୋଦରାରେ ଏକ ପୋଲ ହଠାତ୍‌ ଦୁଇ ଫାଳ ହୋଇ ଏକାଧିକ ଗାଡି ନଦୀକୁ ଖସି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ବଦୋଦରା ଓ ଆନନ୍ଦକୁ ଯୋଡୁଥିବା ମହୀସାଗରନଦୀରେ ତିଆରି ହୋଇଥିବା ପୋଲ ଖସି ପଡିଛି । ଖବର ପାଇବା ମାତ୍ରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି […]

ସଂପୂର୍ଣ୍ଣ ପଢନ୍ତୁ
Soumya

ACF ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା, ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ

କଟକ: ACF ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ।  ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ବିରୋଧରେ ଚାଲିବ ମାମଲା ।  ଏହା ସହ ଡିଏଫଓ ସଂଗ୍ରାମ ବେହେରାଙ୍କ ସହ ରୋଷେୟା ମନ୍ମଥଙ୍କ ନାମରେ ମଧ୍ୟ ଚାଲିବ ମାମଲା । ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।  ଟ୍ରାଏଲ କୋର୍ଟରେ ନିଜର ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ
Jagannath Pradhan

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ। ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ। ଭୁବନେଶ୍ବର ମହାନଗର ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କୁ ମାଡ଼ ମରାଇବାରେ ତାଙ୍କର ଭୂମିକାକୁ ନେଇ ସେ ଗିରଫ ହୋଇଥିଲେ । ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇଥିବା ବଳେ ଶେଷରେ ଗିରଫ ହୋଇଥିଲେ ଜଗନ୍ନାଥ ପ୍ରଧାନ । ତାଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
73e569ec 82c7 464d A779 253f4bdc60c1

ରଥଯାତ୍ରା ଡ୍ୟୁଟିରେ ପୁଲିସକୁ ଦୁର୍ବ୍ୟବହାର : “ମତେ ଚିହ୍ନିଛୁ?” କହି ଧମକ ଦେଲେ ସେବକ, ଭିଡିଓ ଭାଇରାଲ ପରେ ତୀବ୍ର ସମାଲୋଚନା

କଟକ (ପ୍ରଦୀପ ଦାସ)  : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୁଲିସ ଦିନରାତି ଏକ କରି ଦାୟିତ୍ୱ ତୁଲାଉଥିବା ବେଳେ, ପୁରୀରେ ଜଣେ ସେବକଙ୍କ ଦ୍ୱାରା କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀଜଗନ୍ନାଥ ମନ୍ଦିରର ସେବକ ଜଗୁନି ମହାପାତ୍ର ଜଣେ ପୁଲିସ ଅଧିକାରୀଙ୍କୁ “ମତେ କିଏ ଚିହ୍ନିଚୁ” କହି ଧମକ ଦେଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସାଧାରଣରେ […]

ସଂପୂର୍ଣ୍ଣ ପଢନ୍ତୁ
8df09598 Ad20 4e10 A84a 32d9d5780b1b

ସ୍ଥାନ ନିରୂପଣ ପରଦିନ ଶୁଭାରମ୍ଭ ହେଲା, ଝଙ୍କଡ଼ ସାରଳାଙ୍କ ଦୋଳମଣ୍ଡପ ନିର୍ମାଣ କାର୍ଯ୍ୟ

ଜଗତସିଂହପୁର/ଝଙ୍କଡ଼ : ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ଆର୍ଥିକ ଅନୁଦାନ ରେ ଚାଲିଥିବା ସାରଳା ପୀଠ ର ନବୀକରଣ କାର୍ଯ୍ୟ ପାଇଁ , ମାଆଙ୍କ ସିଂହଦ୍ଵାର କୁ ବେଢ଼ାର ଆଗକୁ ବଢ଼ାଇ ଦିଆଯାଇଥିଲା। ଯାହାଫଳରେ ଏହାର ସମ୍ମୁଖ ଭାଗରେ ଦୋଳ ମଣ୍ଡପ ଓ ହନୁମାନ ଜୀଉ ଙ୍କ ମନ୍ଦିର ଥିବାରୁ, ମଝିସ୍ଥାନ ଟି ଶଙ୍କୁଚିତ ହୋଇଯାଇଥିଲା। ତେଣୁ ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀ ସମୟରେ ବାଧା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଯାତ୍ରୀ ମାନଙ୍କ ଦର୍ଶନ […]

ସଂପୂର୍ଣ୍ଣ ପଢନ୍ତୁ