ଫୋନ କଲେ ଟ୍ରମ୍ପ ଉତ୍ତର ଦେଲେନି ମୋଦୀ
ବର୍ଲିନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋନ କଲ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଉପେକ୍ଷା କରିଥିବା ଜଣାଯାଇଛି। ଜର୍ମାନୀ ସ୍ଥିତ ଖବରକାଗଜ ‘ଫ୍ରାଙ୍କଫର୍ଟର ଆଲଜେମାଇନ୍’ ରିପୋର୍ଟ ଅନୁଯାୟୀ ନିକଟରେ ମୋଦୀଙ୍କ ନିକଟକୁ ଟ୍ରମ୍ପ ୪ଥର ଫୋନ କଲ୍ କରିଥିଲେ। ମାତ୍ର ଟ୍ରମ୍ପଙ୍କ ଫୋନ କଲ୍କୁ ମୋଦୀ ରିସିଭ୍ କରି ନଥିଲେ। ଟ୍ରମ୍ପଙ୍କ ଫୋନ କଲ୍କୁ ମୋଦୀ ରିସିଭ୍ ନ କରିବାର କାରଣ ହେଉଛି ତାଙ୍କର କ୍ରୋଧ। କାରଣ ଟ୍ରମ୍ପ ପ୍ରଶାସନ ଭାରତ ଉତ୍ପାଦିତ ସାମଗ୍ରୀ […]
ସଂପୂର୍ଣ୍ଣ ପଢନ୍ତୁ