ଭାରତ ପାଇଁ ଆମେରିକାର ନୂଆ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌

ୱାଶିଂଟନ,୨୩ା୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇତିମଧ୍ୟରେ ସର୍ଗିଓ ଗୋରଙ୍କୁ ଭାରତ ପାଇଁ ନୂଆ ରା​‌ଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ୩୮ ବର୍ଷୀୟ ସର୍ଗିଓ ବର୍ତ୍ତମାନ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତାଭାବେ କାର୍ଯ୍ୟରତ ଅଛନ୍ତି। ସର୍ଗିଓଙ୍କୁ ଟ୍ରମ୍ପ ନିଜର ଅନ୍ତରଙ୍ଗ ସହଯୋଗୀ ଦର୍ଶାଇଥିବାବେଳେ ନିର୍ବାଚନ ସମୟରେ ତାଙ୍କର ସହାୟତାକୁ ପ୍ରଶଂସା କରିଛନ୍ତି। ସର୍ଗିଓଙ୍କ ନୂତନ ନିଯୁକ୍ତିକୁ ଉପରାଷ୍ଟ୍ରପତି ଜେଡି ଭାନ୍‌ସ ଓ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ସ୍ବାଗତ କରିଛନ୍ତି।

ସଂପୂର୍ଣ୍ଣ ପଢନ୍ତୁ
Dream 11 750x430

ଚୁକ୍ତିରୁ ଓହରିବ ଡ୍ରିମ୍ ୧୧, ଏବେ ଟିମ୍ ଇଣ୍ଡିଆ ଜର୍ସିରେ ରହିବ କାହା ଲୋଗୋ?

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ ବିଲ୍ ପାସ୍ ହେବା ପରେ, ଏସିଆ କପ୍ ପୂର୍ବରୁ ଡ୍ରିମ୧୧ ଭାରତୀୟ କ୍ରିକେଟ ଦଳର ଜର୍ସିର ସ୍ପନସରଶିପ୍ ବନ୍ଦ କରିବା ନେଇ ଏବେ ନିଷ୍ପତ୍ତି ନେଇସାରିଛି । ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଫାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୧୧ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ଭାବରେ ଓହରି ଯିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ସଂସଦରେ ‘ଅନଲାଇନ୍ ଗେମିଂ ବିଲ୍, ୨୦୨୫ ପ୍ରମୋସନ୍ ଆଣ୍ଡ ରେଗୁଲେସନ୍’ ପାସ୍ ହେବା ପରେ ଏହି ପଦକ୍ଷେପ […]

ସଂପୂର୍ଣ୍ଣ ପଢନ୍ତୁ
Bidhayaka

ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ଗିରଫ କଲା ଇଡି; ୧୨ କୋଟି ନଗଦ, ୬ କୋଟି ଅଳଙ୍କାର ସହ ବିପୁଳ ସମ୍ପତ୍ତି ଜବତ

ବେଙ୍ଗାଲୁରୁ: ଅଗଷ୍ଟ ୨୨ ଏବଂ ୨୩ ତାରିଖରେ ଦେଶବ୍ୟାପୀ ହୋଇଥିବା ଏକ ବଡ଼ ଅଭିଯାନରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଆଇନ ବେଟିଂ ଏବଂ ଅନଲାଇନ୍ ଗେମିଂ ରାକେଟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ, ଇଡି କର୍ଣ୍ଣାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ସିକିମରୁ ଗିରଫ କରିଛି । ତାଙ୍କଠାରୁ ୧୨ କୋଟି ନଗଦ ଟଙ୍କା ଜବତ କରାଯାଇଛି । ଏହା ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ କୋଟି କୋଟି ଟଙ୍କା ସହିତ ୬ କୋଟି […]

ସଂପୂର୍ଣ୍ଣ ପଢନ୍ତୁ
Women 750x430

ଯୌତୁକ ପାଇଁ ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା

ଲକ୍ଷ୍ନୌ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ, ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଏବଂ ଭଉଣୀଙ୍କ ସମ୍ମୁଖରେ ଜିଅନ୍ତା ପୋଡିଦେଲେ ସ୍ବାମୀ । ପୋଡ଼ିବା ପରେ, ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ଭଉଣୀଙ୍କୁ ମଧ୍ୟ ଏତେ ମାଡ଼ ମାରିଥିଲେ ଯେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ପଡ଼ୋଶୀମାନଙ୍କ ସହାୟତାରେ, ଗୁରୁତର ଭାବରେ ପୀଡିତା ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ
Car, Bus

୨୦ ବର୍ଷରୁ ପୁରୁଣା ଗାଡ଼ି ରଖିବା ମହଙ୍ଗା ପଡ଼ିବ; ରିନ୍ୟୁଅଲ ଶୁଳ୍କ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ:ଯଦି ଆପଣଙ୍କର ଏକ ପୁରୁଣା ଗାଡ଼ି ଅଛି ଓ ଯାହାର ପଞ୍ଜିକରଣ ରିନ୍ୟୁ କରିବାକୁ ଚାହୁଁଛନ୍ତି, ତେବେ ଏବେ ଆପଣଙ୍କୁ ଏକ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ହଁ, ଆଜ୍ଞା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପଞ୍ଜିକରଣ ରିନ୍ୟୁଅଲ ଶୁଳ୍କକୁ ବୃଦ୍ଧି କରିଛି। ୨୦ ବର୍ଷ ପୁରୁଣା ଯାନବାହନ ଉପରେ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ […]

ସଂପୂର୍ଣ୍ଣ ପଢନ୍ତୁ
Modi 1

ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଉତ୍ପାଦନ ହେବ ସେମିକଣ୍ଡକ୍ଟର ଚିପ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ମେଡ-ଇନ-ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ । ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରେ ଚଳିତ ବର୍ଷ ଶେଷ ସୁଦ୍ଧା ସେମିକଣ୍ଡକ୍ଟର ଚିପ୍ ତିଆରି ହେବ। ଏହା ସହ ଦେଶ ଏବେ 6G ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍ମାର୍ଟଫୋନ୍, କମ୍ପ୍ୟୁଟର, ମେଡିକାଲ ଉପକରଣ ଭଳି ଇଲେକଟ୍ରୋନିକ୍ସ ଯନ୍ତ୍ରାଂଶରେ ସେମିକଣ୍ଡକ୍ଟର ଚିପ୍ ବ୍ୟବହାର ହୋଇଥାଏ ।  ଏ ପର୍ଯ୍ୟନ୍ତ ଭାରତ ଏହି […]

ସଂପୂର୍ଣ୍ଣ ପଢନ୍ତୁ
Zelensky Putin

ଖୁବଶୀଘ୍ର ଭାରତ ଆସିପାରନ୍ତି ଜେଲେନସ୍କି ଓ ପୁଟିନ୍, ବାହାରିପାରେ ଶାନ୍ତିର ରାସ୍ତା !

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ସତ ଚେଷ୍ଟା ପରେ ମଧ୍ୟ ରୁଷ-ୟୁକ୍ରେନ୍ ଯୁଦ୍ଧରେ ପଡିପାରିନାହିଁ ପୂର୍ଣ୍ଣଚ୍ଛେଦ । ବାରମ୍ବାର ବୈଠକ ସତ୍ତ୍ବେ ସମାଧାନ ମିଳିପାରିନାହିଁ । ଏହାରି ମଧ୍ୟରେ ଜେଲେନସ୍କିଙ୍କ ଭାରତ ଗସ୍ତ ଖବରକୁ ତୀବ୍ର କରିଛି । ପୁଟିନ୍ ମଧ୍ୟ ଚଳିତ ବର୍ଷ ଭାରତ ଗସ୍ତ କରିବାକୁ ଯାଉଛନ୍ତି । ଏପରି ପରିସ୍ଥିତିରେ ଉଭୟ ଦେଶକୁ ସମାଧାନର ରାସ୍ତା ଦିଲ୍ଲୀରୁ ମିଳିପାରିବ କି ନାହିଁ ସେନେଇ ପ୍ରଶ୍ନ ଉଠୁଛି । ୟୁକ୍ରେନୀୟ ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ କହିଛନ୍ତି ଯେ, […]

ସଂପୂର୍ଣ୍ଣ ପଢନ୍ତୁ
Elections

ଭାଗଲପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ଭୋଟର ତାଲିକାରେ ଅଛି ପାକିସ୍ତାନୀ ମହିଳାଙ୍କ ନାମ

ବିହାର: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଗଲପୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଗୃହ ମନ୍ତ୍ରଣାଳୟର ତଦନ୍ତରୁ ଜଣାପଡିଛି ଯେ ପାକିସ୍ତାନରୁ ଆସିଥିବା ଦୁଇ ମହିଳାଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିଲା । ଏଥିସହ ସେମାନଙ୍କର ଭୋଟର ପରିଚୟପତ୍ର ମଧ୍ୟ ତିଆରି କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା । ଯେତେବେଳେ ଗୃହ ମନ୍ତ୍ରଣାଳୟ ଭିସା ଅବଧି ଶେଷ ହେବା ପରେ ମଧ୍ୟ ଭାରତରେ ରହୁଥିବା […]

ସଂପୂର୍ଣ୍ଣ ପଢନ୍ତୁ
Drdo

DRDO ବିକଶିତ କଲା ବାୟୁ ପ୍ରତିରକ୍ଷା ପ୍ରଣାଳୀ, IADWS ର ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଭାରତ ଏକ ବଡ଼ ସଫଳତା ହାସଲ କରି ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ୱେପନ୍ ସିଷ୍ଟମ୍ (IADWS)ର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ଓ କ୍ଷମତାକୁ ଆଉ ପାଦେ ଆଗେଇ ନେଇଛି । ବିଶେଷଜ୍ଞଙ୍କ ମତରେ, ଏହି ସଫଳତା ଭାରତକୁ ସେହି କିଛି ବଛା ବଛା ଦେଶଙ୍କ ଶ୍ରେଣୀରେ ସାମିଲ କରିଛି, ଯେଉଁମାନଙ୍କ ପାଖରେ ଆଧୁନିକ, ସ୍ୱଦେଶୀ ଏବଂ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଛି । IADWS […]

ସଂପୂର୍ଣ୍ଣ ପଢନ୍ତୁ
Girl

ମହାନଦୀକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ରୀ, ଜୀବିତ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରର ଚୌରାପୁର ସେତୁ ନିକଟରୁ ରବିବାର ପ୍ରତ୍ୟୁଷରେ ମହାନଦୀକୁ ଡେଇଁପଡ଼ିଥିଲେ ନବମ ଶ୍ରେଣୀ ଛାତ୍ରୀ। ଏହାର କିଛି ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଅରିତା ବିସି ନାମକ ଏହି ଯୁବତୀଙ୍କୁ ଗୋବିନ୍ଦତୋଲା ସେତୁ ନିକଟରେ ପ୍ରାୟ ୨ କିଲୋମିଟର ଦୂରରେ ଠାବ କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଝିଅଟି ସକାଳ […]

ସଂପୂର୍ଣ୍ଣ ପଢନ୍ତୁ