ଦେଶପ୍ରେମ ସହ ପରିବେଶ ସୁରକ୍ଷାର ବାର୍ତ୍ତା: ବେଲେଶ୍ୱର ତଟରେ ହଗ୍ ଫାଉଣ୍ଡେସନର ସ୍ୱଚ୍ଛତା ଅଭିଯାନ
ପୁରୀ : ୭୯ତମ ସ୍ୱାଧୀନତା ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ହଗ୍ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ। ଦେଶ ସେବା ସହିତ ପ୍ରକୃତି ସେବାର ମହାନ ବାର୍ତ୍ତା ନେଇ ଟ୍ରଷ୍ଟ ପକ୍ଷରୁ ପୁରୀ ନିକଟସ୍ଥ ପ୍ରସିଦ୍ଧ ବେଲେଶ୍ୱର ବେଳାଭୂମିରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଭାତରେ ଜାତୀୟ ପତାକା ଉତ୍ତୋଳନରୁ ହୋଇଥିଲା। ଏହାପରେ ଉପସ୍ଥିତ ସ୍ୱେଚ୍ଛାସେବୀ, ଟ୍ରଷ୍ଟର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ପରିବେଶ ସୁରକ୍ଷା ଏବଂ ସାମୁଦ୍ରିକ ପରିବେଶକୁ […]
ସଂପୂର୍ଣ୍ଣ ପଢନ୍ତୁ