ଜୀବନଯୁଦ୍ଧରେ ହାରିଗଲା ଭିନ୍ନକ୍ଷମ ଅପର୍ତ୍ତି ମହାରଣା
ଜଗତସିଂହପୁର/ଝଙ୍କଡ଼ : ସାରଳା ପୀଠ କନକପୁର ନିକଟସ୍ଥ , ମୁଳିସିଂହ, ଗ୍ରାମର ଲକ୍ଷ୍ମଣ ମହାରଣା ( ଅପର୍ତ୍ତି) ୫୬ , ମା ସାରଳା ଙ୍କ ଦରଜୀ ସେବକ ଭାବେ କାମ କରୁଥିଲେ। ସେବାନିବୃତ୍ତ ହେବା ପରେ ସେ ମୁଳିସିଂହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ପିଅନ ଭାବେ ଜୀବଯାପନ କରୁଥିବା ବେଳେ କିଡିଁନ୍ ଖରାପ ଯୋଗୁଁ ଓ ମଧୁମେହ ଆଦି ରୋଗରେ ଆକ୍ରାନ୍ତ ହୋଇ, ବାମ ପାଖ ଗୋଡ ପ୍ରଭାବିତ ହେବାରୁ, କଟକ ବଡ଼ ଡ଼ାକ୍ତରଖାନାରେ ସେହି […]
ସଂପୂର୍ଣ୍ଣ ପଢନ୍ତୁ