America 1

BLAକୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କଲା ଆମେରିକା

BLAକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ବଲୁଚ ଲିବରେସନ ଆର୍ମି (BLA) ଏକ ଆତଙ୍କବାଦୀ ସଂଗଠନ ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପାକ ସେନା ମୁଖ୍ୟ ମୁନିରଙ୍କ ଦ୍ୱିତୀୟ ଆମେରିକା ଗସ୍ତ ବେଳେ BLAକୁ ଆତଙ୍କବାଦୀ ସଂଗଠନ ଭାବେ ଅନ୍ତଭୂକ୍ତ କରିଛି ଆମେରିକା । BLA ଓ ଏହାର ଛାୟା ସଂଗଠନର ବ୍ରିଗେଡକୁ ଆମେରିକା ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛି । ଗତକାଲିଠୁ ଏହା ଘୋଷଣା […]

ସଂପୂର୍ଣ୍ଣ ପଢନ୍ତୁ
Kedarnath

ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ, ୩ ଦିନ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ବନ୍ଦ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ମୌସୁମୀ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଉଠିଛି । ଏହି କାରଣରୁ ପାଣିପାଗ ବିଭାଗ ଆଜି ରେଟ୍ ଆଲର୍ଟ ଜାରି କରିଛି । ଏହା ସହିତ ଅତ୍ୟାବଶ୍ୟକ ନହେଲେ ଘରୁ ନବାହାରିବାକୁ ଲୋକଙ୍କୁ ଅନୁରୋଧ କରିଛି । ସୁରକ୍ଷାକୁ ଦୃଷ୍ଟିରେ ରୁଦ୍ରପ୍ରୟାଗର ଜିଲ୍ଲା ପ୍ରଶାସନ ଅଜିଠାରୁ ଆଗାମୀ ୩ଦିନ ଅର୍ଥାତ୍ ଅଗଷ୍ଟ ୧୪ ପର୍ଯ୍ୟନ୍ତ କେଦାରନାଥ ଯାତ୍ରାକୁ ବନ୍ଦ କରାଯାଇଛି । ଏହାରି ମଧ୍ୟରେ କେଦାରନାଥ ଆସୁଥିବା ସମସ୍ତ […]

ସଂପୂର୍ଣ୍ଣ ପଢନ୍ତୁ
Us Plane Crash

ଆମେରିକାରେ ୨ ବିମାନ ଧକ୍କା, ବର୍ତ୍ତିଲେ ଯାତ୍ରୀ

ଆମେରିକାରେ ବିମାନ ଦୁର୍ଘଟଣା ଘଟିଛି । ୨ଟି ବିମାନ ଧକ୍କା ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣା ଆମେରିକାର ମୋଟାନା ସ୍ଥିତ କାଲିସ୍ପେଲ୍ ସିଟିର ବିମାନ ବନ୍ଦର ନିକଟରେ ହୋଇଥିବା ଜଣାପଡିଛି । ଫଳରେ ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇ ନାହାଁନ୍ତି । ସୂଚନାନୁଯାୟୀ, ଏକ ଛୋଟ ସିଙ୍ଗଲ-ଇଞ୍ଜିନ୍ ବିମାନ କାଲିସ୍ପେଲ୍ ସିଟିର ବିମାନବନ୍ଦରରେ ପ୍ରାୟ ଅପରାହ୍ଣ ୨ଟା ସମୟରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା […]

ସଂପୂର୍ଣ୍ଣ ପଢନ୍ତୁ
President

ଆସିଛି ଡାକରା, ରାଷ୍ଟ୍ରପତି ଭବନ ଯିବେ ଆଦିବାସୀ ମହିଳା ସୁରୁ ତିରିଆ

ମୟୁରଭଞ୍ଜ: ଆଦିବାସୀ ମହିଳାଙ୍କୁ ଆସିଛି ଦିଲ୍ଲୀ ଡାକରା। ରାଷ୍ଟ୍ରପତି ଭବନରୁ ଆସିଛି ଡାକରା। ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସ ପାଳନ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ ପତ୍ର। ଏହି ନିମନ୍ତ୍ରଣ ପତ୍ର ପାଇବା ପରେ ସୁରୁଙ୍କ ମନରେ ନାହିଁ ନଥିବା ଉତ୍ସାହ। ସୁରୁ ଜଣେ ସବୁଠୁ ନିଆରା […]

ସଂପୂର୍ଣ୍ଣ ପଢନ୍ତୁ
Online

‘ଅନ୍‌ଲାଇନ ଗେମ୍‌’ ନେଲା ଅଷ୍ଟମ ଶ୍ରେଣୀର ଛାତ୍ରର ଜୀବନ

ବାଲେଶ୍ବର: ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଝୁଲିପଡ଼ିଲେ ଛାତ୍ର । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ଣ ଜେନା । ସୂଚନାଥାଉକି, […]

ସଂପୂର୍ଣ୍ଣ ପଢନ୍ତୁ

ଏଣିକି ସମସ୍ତ ସରକାରୀ ଅଫିସରେ ଏଆଇ କ୍ୟାମେରା ଲାଗିବ

ଭୁବନେଶ୍ୱର: ଏଣିକି ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ ରାଜ୍ୟର ସବୁ ଅଫିସରେ ଏଆଇ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା। ପରେ ଜିଲ୍ଲା ସ୍ତରୀୟ […]

ସଂପୂର୍ଣ୍ଣ ପଢନ୍ତୁ
Flag

ସ୍ୱାଧୀନତା ଦିବସରେ କିଏ କେଉଁଠାରେ କରିବେ ଜାତୀୟ ପତାକା ଉତ୍ତୋଳନ

ଭୁବନେଶ୍ବର: ଆଉ ମାତ୍ର ଦୁଇଟା ଦିନ । ସ୍ବାଧୀନତାର ୭୯ ବର୍ଷର ସ୍ବାଦ ଚାଖିବେ ଦେଶବାସୀ । ଦିଲ୍ଲୀରୁ ପଲ୍ଲୀ, ପୁଣି ଗର୍ବର ସହିତ ଉଡିବ ତ୍ରିରଙ୍ଗା । ଏଥିପାଇଁ ଓଡିଶା ସରକାର ଆସନ୍ତା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ? ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Bbsr

ଭୁବନେଶ୍ବରେ ନିର୍ମାଣ ହେବ ସେମିକଣ୍ଡକ୍ଟର ୟୁନିଟ, ଖର୍ଚ୍ଚ ହେବ ୧୯୪୩ କୋଟି

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୨ଟି  ସେମିକଣ୍ଡକ୍ଟର ୟୁନିଟ ।  ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି । ୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ ।  ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ ଏହା ଆହୁରି ମଜଭୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ […]

ସଂପୂର୍ଣ୍ଣ ପଢନ୍ତୁ
Jajpur1

ଗୁଣି ସନ୍ଦେହରେ ଯୁବତୀକୁ ଉଲଗ୍ନ କରି ମାଡ଼, ଗାଁରେ ଉତ୍ତେଜନା

ଯାଜପୁର :  ଏବେ ଵି ଲୋକେ ଅନ୍ଧବିଶ୍ୱାସର ବଶିବର୍ତ୍ତୀ ।  ଗୁଣି ଗାରେଡି ଵା ହୁକୁମ ଦ୍ୱାରା ଲୋକ ଭଲ ହେବା ଆଶାରେ ଠାକୁରାଣୀ ଵା କୌଣସି ବାବା ମାତାଙ୍କ ନିକଟରେ ଅଧିଆ ପଡୁଛନ୍ତି । ତେବେ ଗୁଣି ଗାରେଡି ସନ୍ଦେହରେ ଯୁବତୀକୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ।  କେବଳ ସେତିକି ନୁହେଁ ଯୁବତୀର ବାପା ଓ ଅନ୍ୟ ଜଣେ ନାବାଳିକାଙ୍କୁ ଵି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା […]

ସଂପୂର୍ଣ୍ଣ ପଢନ୍ତୁ
2

ଚିଲିକା ଜଳରାଶି ଘେରାବନ୍ଦୀ ଭିତରେ ସାତପଡ଼ା ମୁହାଣ ନିକଟସ୍ଥ ଗୁପ୍ତ ଲୀଳା କ୍ଷେତ୍ର ସାଗର ଶ୍ରୀକ୍ଷେତ୍ର ଚକନାସିରେ ପରିବେଶ ପ୍ରେମୀ ଙ୍କ ଦ୍ବାରା ଫଳ ଚାରା ବୃକ୍ଷ ରୋପଣ ସଚେତନତା ଓ ଶ୍ରୀ ଭାଗବତ ଅଭିଯାନ

ସଂପୂର୍ଣ୍ଣ ପଢନ୍ତୁ