Jagannath

ଶ୍ରୀମନ୍ଦିରରେ ପାଳିତ ହେଲା ଗହ୍ମା ପୂର୍ଣ୍ଣିମା, ୨ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଇଛି । ରାଖି ପିନ୍ଧିଲେ ଚତୁଦ୍ଧାମୂର୍ତ୍ତି।  ଗହ୍ମା ଗହ୍ମାପୂର୍ଣ୍ଣମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧିଲେ ଭଉଣୀ ସୁଭଦ୍ରା । ଦୁଇ ଭାଇ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ରାଖି ବାନ୍ଧି ନିଜ ପାଇଁ ସୁରକ୍ଷା ଲୋଡ଼ିବେ ଦେବୀ ସୁଭଦ୍ରା। ଭାଇ ଭଉଣୀଙ୍କ ଥିବା ଏହି ସମ୍ପର୍କ ଡୋରି ନିଦର୍ଶନକୁ ଗହ୍ମାପୂର୍ଣ୍ଣମୀରେ […]

ସଂପୂର୍ଣ୍ଣ ପଢନ୍ତୁ
Delhi

ଦିଲ୍ଲୀରେ ପ୍ରବଳ ବର୍ଷା; କାନ୍ଥ ଭୁଶୁଡି ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଉବୁଟୁବୁ ଦିଲ୍ଲୀ । ଚାରିଆଡେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । କାଳନ୍ଦୀ କୁଞ୍ଜ, ମଥୁରା ରୋଡ୍‍, ରିଙ୍ଗ ରୋଡ୍‍, ଜିଟି କର୍ଣ୍ଣାଲ୍‍ ରୋଡ୍‍, ରୋହିଣୀ, ମଧୁବନ ଚୌକ୍‍, ଆନନ୍ଦ ବିହାର ଭଳି ଆହୁରି ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଟ୍ରାଫିକ୍‍ ଜାମ୍‍ ରହିଛି । ପ୍ରବଳ ବର୍ଷା ପାଇଁ ଜଳମଗ୍ନ […]

ସଂପୂର୍ଣ୍ଣ ପଢନ୍ତୁ
War 1

ରୁଷ- ୟୁକ୍ରେନ ଯୁଦ୍ଧର ଅନ୍ତ ଖୁବଶୀଘ୍ର ଘଟିପାରେ, ଦୁଇ ସୁପର ପାୱାର ଏକାଠି ହେବେ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ଏହା ଉପରେ ରହିଛି ସାରା ବିଶ୍ବର ନଜର । ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Indigo

ଖାଲି ପଡ଼ିଲା ଇଣ୍ଡିଗୋ ବିମାନ ସିଟ୍, ୧୭୦ କୋଟି ଗଣିଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ପାଇଁ ଭୁବନେଶ୍ୱରରୁ ଆନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରିଥିଲେ। କିନ୍ତୁ ବିମାନର ସିଟ୍ ଫାଙ୍କା ପଡ଼ିବାରୁ ଏୟାରଲାଇନ୍ସକୁ ସରକାର ପ୍ରତି ମାସରେ ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ଗଣୁଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର ୧୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ୨୦୨୩ ମେ ୧୫ରୁ ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ୱରରୁ ଦୁବାଇ ପାଇଁ ସିଧାସଳଖ ଉଡ଼ାଣ ଆରମ୍ଭ କରିଥିଲା। ପରେ ବ୍ୟାଙ୍କକ ଓ ସିଙ୍ଗାପୁର ରୁଟ ଯୋଡ଼ି […]

ସଂପୂର୍ଣ୍ଣ ପଢନ୍ତୁ
Putin Trump

ଖୁବଶୀଘ୍ର ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ – ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ

ଖୁବଶୀଘ୍ର ରୁଷ- ୟୁକ୍ରେନ ଯୁଦ୍ଧର ଘଟିପାରେ ଅନ୍ତ । ଏକାଠି ହେବେ ଦୁଇ ସୁପର ପାୱାର । ଅଗଷ୍ଟ ୧୫ରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକା ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ୍ ଶାନ୍ତି ନେଇ ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା । ଏହା ଉପରେ ରହିଛି ସାରା ବିଶ୍ବର ନଜର । ଅସ୍ତ୍ରବିରତି ସମ୍ପର୍କରେ ବିଭିନ୍ନ ପକ୍ଷ ସହମତି ହେଉଛନ୍ତି ବୋଲି କହିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ
Pm Modi

କୁନି କୁନି ପିଲାଙ୍କ ସହ ରକ୍ଷା ବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି

ହିନ୍ଦୁମାନଙ୍କ ପର୍ବ ରାଖୀ ଉତ୍ସବ ମନାଇବାକୁ ସ୍କୁଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦ୍ରୌପଦୀ ମୁର୍ମୁ । ସେହି ମୁହୂର୍ତ୍ତର କିଛି ଫଟୋ ଏବଂ ଭିଡିଓକୁ ସେୟାର କରିଛନ୍ତି । ଏଥି ସହିତ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବିଭିନ୍ନ ସ୍କୁଲ ଏବଂ ସଂଗଠନର ପିଲା ଏବଂ ଛାତ୍ରମାନଙ୍କ ସହିତ ରକ୍ଷା ବନ୍ଧନ ପାଳନ କରିଛନ୍ତି । ଯେଉଁ ଭିଡିଓରେ ମୋଦି ପିଲାମାନଙ୍କୁ ରାଖୀ ବନ୍ଧାଉଥିବା ଦେଖିବାକୁ ମିଳିଛି । […]

ସଂପୂର୍ଣ୍ଣ ପଢନ୍ତୁ
Titlagarh Murder

ସାନ ଭାଇକୁ ହତ୍ୟା କଲା ବଡ ଭାଇ

ସାନ ଭାଇକୁ ମାରି ମାଟି ତଳେ ପୋତିଥିଲା ବଡ ଭାଇ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଟିଟିଲାଗଡରେ । ଥାନାରେ ବଡ ଭାଇ ଆତ୍ମସମର୍ପଣ କରି ସବୁ ସତ ମାନିଥିବା ସୂଚନା ମିଳିଛି । ୫/୬ମାସ ତଳେ ହାଟପଦା ପଡାର ନାବାଳକ ନିଖୋଜ ଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମାଆ । ପରବର୍ତ୍ତୀ ସମୟରେ ବଡ ପୁଅକୁ ସନ୍ଦେହ କରି ପୁଲିସକୁ ସୂଚନା ଦେଇଥିଲେ । ସାନ ଭାଇକୁ ମାରି ପ୍ରଥମେ ଘର […]

ସଂପୂର୍ଣ୍ଣ ପଢନ୍ତୁ
Income Tax Bill

ଆୟକର ବିଲ୍ ୨୦୨୫ ପ୍ରତ୍ୟାହୃତ, ସିଲେକ୍ଟ କମିଟି ଆଧାରରେ ୧୧ରେ ଆଗତ ହେବ ନୂଆ ଇନକମ୍ ଟ୍ୟାକ୍ସ ବିଲ୍

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟି ଗତ ଜୁଲାଇ ୨୧ରେ ସଂସଦରେ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ୧୯୬୧ର ପୁରୁଣା ଆଇନକୁ ବଦଳାଇବା ପାଇଁ ଏହା ଉଦ୍ଦିଷ୍ଟ। ଅନେକ ପ୍ରସ୍ତାବ ମଧ୍ୟରେ, କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସାଧାରଣ କରଦାତାଙ୍କ ପାଇଁ ସିଧାସଳଖ ଲାଭଦାୟକ ହୋଇପାରେ। ଆୟକର ବିଲ୍-୨୦୨୫ ପ୍ରତ୍ୟାହୃତ। ଆୟକର ବିଲ୍-୨୦୨୫କୁ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର। ଫେବ୍ରୁଆରୀ ୧୩ରେ ଆଗତ ଆୟକର ବିଲ୍ ପ୍ରତ୍ୟାହୃତ ହୋଇଛି। ତର୍ଜମା ପାଇଁ ସିଲେକ୍ଟ କମିଟି ନିକଟକୁ […]

ସଂପୂର୍ଣ୍ଣ ପଢନ୍ତୁ
2 179 1754737491087

ଅପରେସନ୍ ସିନ୍ଦୂରର ସଫଳତାର କାରଣ ରାଜନୈତିକ ଇଚ୍ଛ। ଶକ୍ତି ଓ ପୂର୍ଣ୍ଣ ସ୍ୱାଧୀନତା: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ୍ ସିଂହ ଅପରେସନ ସିନ୍ଦୂରକୁ ନେଇ ଅନେକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏଥିପାଇଁ ସଫଳ ହୋଇଥିଲା, କାରଣ ସଶସ୍ତ୍ର ବଳ ଉପରେ କୌଣସି କଟକଣା ନଥିଲା । ରାଜନୈତିକ ଇଚ୍ଛାଶକ୍ତି, ସ୍ପଷ୍ଟ ନିର୍ଦ୍ଦେଶ ଓ କୌଣସି ପ୍ରକାର କଟକଣା ନଥିବା କାରଣରୁ ଅପରେସନ ସିନ୍ଦୂର ସଫଳ ହୋଇଥିଲା । ଏୟାର ଚିଫ୍ ମାର୍ଶଲ୍ କହିଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ
Subhadra

ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟି ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ତୃତୀୟ କିସ୍ତି ଟଙ୍କା

ରାକ୍ଷୀରେ ଆସିଲା ସୁଭଦ୍ରା ଟଙ୍କା। ଜୟପୁରରେ ସ୍ବତନ୍ତ୍ର ଉତ୍ସବରେ ଆଜି ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ୧ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଯାଇଛି। ସେମାନଙ୍କ ମଧ୍ୟରୋ କୋରାପୁଟ କୋଟିଆରେ ଆଦୌ ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ଏକାବେଳେ ତିନିଟି କିସ୍ତି ପ୍ରଦାନ କରାଯାଇଛି। ଆଜିର ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କ ଟାର୍ଗେଟ୍ […]

ସଂପୂର୍ଣ୍ଣ ପଢନ୍ତୁ