B0eb1552 5f75 4a96 8b86 Aeb6d4bbb488

ବରିଷ୍ଠ ଆଦର୍ଶ ଶିକ୍ଷକଙ୍କ ପରଲୋକ

କଟକ : ବନ୍ତୁଣିଆ ନିବାସୀ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଓ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ଜାତୀୟ ଯୁବ ସଭାପତି ଇ° ପ୍ରଦୀପ କୁମାର ବେହେରା ଗଭୀର ଦୁଃଖ ପ୍ରକାଶ କରି ଶୋକ ବାର୍ତ୍ତା ପଠାଇଛନ୍ତି। କଟକ ସଦର ବିଧାୟକ ଇ° ପ୍ରକାଶ […]

ସଂପୂର୍ଣ୍ଣ ପଢନ୍ତୁ
A58ec33f 22c9 4930 A267 Caa9e95bfde6

ଭାରତୀୟ ମଜଦୁର ସଂଘ ତିର୍ତ୍ତୋଲ ବିକାଶ ପରିଷଦର ବୃକ୍ଷରୋପଣ

ତିର୍ତ୍ତୋଲ  :  ବିଶ୍ୱ ପର୍ଯ୍ୟାବରଣ ଦିବସ ଉପଲକ୍ଷେ ଭାରତୀୟ ମଜଦୁର ସଂଘ ତିର୍ତ୍ତୋଲ ବିକାଶ ପରିଷଦ ଦ୍ୱାରା ସ୍ଥାନୀୟ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ବିକାଶ ପରିଷଦ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ପର୍ଯ୍ୟାବରଣ ସୁରକ୍ଷା ମଣିଷ ଜୀବନ ଧାରଣ ପାଇଁ ଅତନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । କଳ, କାରଖାନା, ଚାଷ,ବ୍ୟବସାୟ ଇତ୍ୟାଦି ମଣିଷ ଜୀଵନ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ବାୟା ଅବଧୂତ କଲେଜରେ ଜାତୀୟ ସେବାଯୋଜନା ପ୍ରଶିକ୍ଷଣ ଶିବିର ଉଦଘାଟନ

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମହାନଦୀ-ଚିତ୍ରୋତ୍ପଳା ଦୀପାଞ୍ଚଳ ର କନିମୂଳ ସ୍ଥିତ ବାୟା ଅବଧୂତ ସ୍ମାରକୀ ମହାବିଦ୍ୟାଳୟ ରେ ତ୍ରିଦିବସୀୟ ଆନ୍ତଃ ଜିଲ୍ଲା ସ୍ତରୀୟ, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ନେତୃତ୍ଵ ବିକାଶ, ପ୍ରଶିକ୍ଷଣ ଶିବିର ଗତ ଶୁକ୍ରବାର ଦିନ ପୂର୍ବାହ୍ନ ରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ କୁ କଲେଜର ପ୍ରତିଷ୍ଠାତା ଇଂ ଡଃ ପ୍ରଭାକର ସ୍ୱାଇଁ ଉଦଘାଟକ ତଥା ମୁଖ୍ୟ ଅତିଥି […]

ସଂପୂର୍ଣ୍ଣ ପଢନ୍ତୁ
Putin

ଡିସେମ୍ବରରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବେ। କ୍ରେମଲିନର ବରିଷ୍ଠ ଅଧିକାରୀ ୟୁରି ଉଶାକୋଭ ଏହା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଟିନ ସୋମବାର ଚୀନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ସାକ୍ଷାତ କରିବେ, ଯେଉଁଠାରେ ତାଙ୍କ ଡିସେମ୍ବର ଗସ୍ତର ପ୍ରସ୍ତୁତି ବିଷୟରେ ଆଲୋଚନା କରାଯିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପୂର୍ବରୁ ସୂଚୀତ କରିଥିଲେ ଯେ […]

ସଂପୂର୍ଣ୍ଣ ପଢନ୍ତୁ
High Court

୨୦ ବର୍ଷରୁ ଅଧିକ ଜେଲ୍‌ରେ ଥିବା ବନ୍ଦୀଙ୍କୁ ମୁକ୍ତି ପ୍ରସଙ୍ଗ: ପୁନର୍ବିଚାର ପାଇଁ ଏସଏସଆରବିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷରୁ ଅଧିକ ସମୟ ଧରି କୋରାପୁଟ ଜେଲ୍‌ରେ ବନ୍ଦୀ ଥିବା ନନ୍ଦୁ ପାଙ୍ଗିଙ୍କ ଦଣ୍ଡ ଅବଧିର ସମୟ ପୂର୍ବରୁ ମୁକ୍ତି ପ୍ରସଙ୍ଗରେ ବିଚାର କରିବାକୁ ଏସଏସଆରବି(ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ସମୟ ପୂର୍ବରୁ ଜେଲରୁ ଛାଡ଼ିବା ପ୍ରସଂଗରେ ପୁନର୍ବିଚାର ପାଇଁ ଏସଏସଆରବି ଏହାର ବୈଠକ ଦୁଇ ମାସ ଭିତରେ ଡାକିବ। ପୂର୍ବରୁ ଏହି ପ୍ରସଙ୍ଗ ଏସଏସଆରବି ଦ୍ବାରା ଉପଯୁକ୍ତ ଭାବେ ବିଚାରକୁ […]

ସଂପୂର୍ଣ୍ଣ ପଢନ୍ତୁ
13

ଓଡ଼ିଶା ରାଜ୍ୟ ବାର ପରିଷଦର କଡ଼ା ନିର୍ଦ୍ଦେଶ: ଲାଭ ଜନକ ପଦବୀରେ ଥିବା ସଦସ୍ୟଙ୍କ ଲାଇସେନ୍ସ ରଦ୍ଦ ହେବ

କଟକ: ଓଡ଼ିଶା ରାଜ୍ୟ ବାର ପରିଷଦ ପକ୍ଷରୁ ଆଇନଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ପରିଷଦ ପକ୍ଷରୁ କୁହାଯାଇଛି, ଲାଭ ଜନକ ପଦବୀରେ ଥିବା ଆଇନଜୀବୀଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବ। ପରିଷଦ ନିଷ୍ପତ୍ତି ଅନୁସାରେ ପରିଷଦର ସଦସ୍ୟଥିବା ଯେଉଁ ଆଇନଜୀବୀମାନେ ଲାଭ ଜନକ ପଦବୀ ଅବା ଅନ୍ୟାନ୍ୟ କାର୍ଯ୍ୟକଳାପ କିମ୍ବା ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କୁ ଏକ ମାସ ମଧ୍ୟରେ ଅର୍ଥାତ୍ ୧ ଅଗଷ୍ଟ ବିଜ୍ଞପ୍ତି […]

ସଂପୂର୍ଣ୍ଣ ପଢନ୍ତୁ
12

ଚନ୍ଦ୍ରଯାନ-୫ ମିସନ ପାଇଁ ହାତ ମିଳାଇବେ ଇସ୍ରୋ ଓ ଜାପାନୀ ମହାକାଶ ସଂସ୍ଥା

ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚନ୍ଦ୍ରଯାନ-୫ ମିଶନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଜାପାନ ଏରୋସ୍ପେସ୍ ଅନୁସନ୍ଧାନ ସଂସ୍ଥା (ଜାକ୍ସା) ମଧ୍ୟରେ ସହଯୋଗ ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି ଯେ ଆମେ ଚନ୍ଦ୍ରଯାନ-୫ ମିଶନ ପାଇଁ ଇସ୍ରୋ ଏବଂ ଜାକ୍ସା ମଧ୍ୟରେ ସହଯୋଗକୁ ସ୍ୱାଗତ କରୁଛୁ। ଆମର ସକ୍ରିୟ ଅଂଶଗ୍ରହଣ ପୃଥିବୀର ସୀମା ବାହାରକୁ ଯାଇଛି ଏବଂ ମହାକାଶରେ ମାନବଜାତିର ପ୍ରଗତିର ପ୍ରତୀକ ହେବ। ପ୍ରଧାନମନ୍ତ୍ରୀ ଟୋକିଓରେ ତାଙ୍କର ଜାପାନୀ […]

ସଂପୂର୍ଣ୍ଣ ପଢନ୍ତୁ
Nitish 300x169

ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ସରକାରଙ୍କ ବଡ ଘୋଷଣା

ପାଟନା : ମହିଳାଙ୍କ ପାଇଁ ବଡ ଘୋଷଣା। ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୯ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, କ୍ୟାବିନେଟ୍‌ ବୈଠକରେ ଏକ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’କୁ ସ୍ୱୀକୃତି ଦେଇଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରାଜ୍ୟର ସମସ୍ତ ପରିବାରର ଜଣେ ମହିଳାଙ୍କୁ ନିଜ ପସନ୍ଦର ରୋଜଗାର […]

ସଂପୂର୍ଣ୍ଣ ପଢନ୍ତୁ
2 180 1756476282938

ରାସ୍ତା ମଝିରେ ଖଣ୍ଡା ଧରି ଗଟକା ପ୍ରଦର୍ଶନ କରୁଥିବା ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଆମେରିକା ପୁଲିସ

ୱାଶିଂଟନ ଡିସି: ଆମେରିକାରୁ ଜଣେ ୩୫ ବର୍ଷୀୟ ଶିଖ୍ ଯୁବକଙ୍କୁ ଗୁଳି ମାରି ହତ୍ୟା କଲା ଆମେରିକା ପୁଲିସ। ଆମେରିକା ଲସ୍ ଆଞ୍ଜେଲସ୍‌ରେ ଯୁବକ ଜଣଙ୍କ ରାସ୍ତା ମଝିରେ ପ୍ରାଚୀନ ସାମରିକ କଳା ଗଟକାର ପ୍ରଦର୍ଶନ କରୁଥିବା ସସମୟରେ ପୁଲିସକୁ ଆକ୍ରମଣ କରିବାରୁ ଆମେରିକା ପୁଲିସ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣା ଜୁଲାଇରେ ଘଟିଥିବା ବେଳେ ଲସ୍ ଆଞ୍ଜେଲସ୍ ପୋଲିସ ବିଭାଗ (LAPD) ଏବେ ଏହାର ଫୁଟେଜ୍ ଜାରି କରିଛି। ଘଟଣା ସମ୍ପର୍କରେ ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ
10

ପ୍ରଥମ ଥର ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କଲା ଋଷିଆ, ବୁଡାଇ ଦେଲା ୟୁକ୍ରେନର ଯୁଦ୍ଧପୋତ

ମସ୍କୋ ୨୯।୮: ୟୁକ୍ରେନ ବିପକ୍ଷରେ ଜାରି ଯୁଦ୍ଧରେ ଋଷିଆ ପ୍ରଥମ ଥର ସମୁଦ୍ର ଡ୍ରୋନ ବ୍ୟବହାର କରିଛି। ଏଥିରେ ୟୁକ୍ରେନ ନୌସେନାର ସବୁଠୁ ବଡ଼ ଯୁଦ୍ଧପୋତକୁ ବୁଡାଇ ଦିଆଯାଇଛି। ଋଷିଆ ଦାବି କରିଛି ଯେ ଯୁଦ୍ଧରେ ସି-ଡ୍ରୋନ ବ୍ୟବହାର କରି ୟୁକ୍ରେନ ନୌସେନା ଜାହାଜ ‘ସିମ୍ଫରୋପୋଲ’କୁ ବୁଡାଯାଇଛି। ରିପୋର୍ଟ ଅନୁସାରେ ୟୁକ୍ରେନର ଏହି ଯୁଦ୍ଧଜାହାଜ ଲାଗୁନା କ୍ଲାସର ମଧ୍ୟମ ଆକାର ଗୁଇନ୍ଦା ଜାହାଜ ଥିଲା। ଏହି ଜାହାଜକୁ ରେଡିଓ, ଇଲେକ୍ଟ୍ରୋନିକ୍, ରାଡାର ଓ ଅପ୍ଟିକାଲ ସର୍ଭିଲାନ୍ସ ଲାଗି […]

ସଂପୂର୍ଣ୍ଣ ପଢନ୍ତୁ