ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସାଇଭକ୍ତ ସୁରେନ୍ଦ୍ର ବେହେରାଙ୍କ ବିୟୋଗ, ଶୋକର ଛାୟା
କଟକ ସଦର : କଟକ ସଦରର ଜଣାଶୁଣା ସମାଜସେବୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବରାଳ ସାଇ ମନ୍ଦିରର ପ୍ରତିଷ୍ଠାତା ସଭ୍ୟ ସର୍ବୋପରି ଵୈୟାଳିସ ମୈ।ଜା ଅଞ୍ଚଳର ବରିଷ୍ଠ ମୁରଵି ସୁରେନ୍ଦ୍ର ନାଥ ବେହେରା (୭୫) ଙ୍କର ଆଜି ସୋମବାର ସକାଳେ ବରାଳ ବାସଭବନରେ ହୃଦଘାତରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ଖଵର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଵା ବେଳେ ତାଙ୍କ ବାସଭବନକୁ ବ୍ୟକ୍ତିବିଶେଷ ଙ୍କ ସୁଅ ଛୁଟିଛି। ଏହି ପରିପ୍ରେକ୍ଷୀରେ କଟକ […]
ସଂପୂର୍ଣ୍ଣ ପଢନ୍ତୁ