ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ ସଦର : କଟକ ସଦର ଉରାଳି ପଞ୍ଚାୟତ ଅନ୍ତର୍ଗତ ଡିହନଚ୍ଛିପୁର ଠାରେ ଗ୍ରାମବାସୀ ମାନଙ୍କ ପକ୍ଷରୁ ଆୟୋଜିତ ସବୁଜିମା ଭରା ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସବୁଜିମା ଭରା କାର୍ଯ୍ୟ କ୍ରମରେ ଯୋଗଦେଲେ ୟୁନିଅନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ପ୍ରଫେସର ଶ୍ରୀଯୁକ୍ତ ମନୋଜ କୁମାର ନାୟକ (ଟୁଟନ ଭାଇ)ମହୋଦୟ ,ଆମ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବକ ବଂନ୍ଧୁ ଏବଂ […]
ସଂପୂର୍ଣ୍ଣ ପଢନ୍ତୁ