ତାମିଲନାଡୁ ମୁହାଁ ବାତ୍ୟା ଡିଟୱା

ନୂଆଦିଲ୍ଲୀ, ୨୯/୧୧: ଦକ୍ଷିଣ ଭାରତରେ ବାତ୍ୟା ଡିଟୱା ପ୍ରଭାବରେ ପ୍ରବଳ ବର୍ଷା ଏବଂ ବନ୍ୟା ହୋଇଥିବା ସୂଚନା । ବାତ୍ୟା ପ୍ରଭାବରେ ଶ୍ରୀଲଙ୍କାରେ ୧୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ରୁ ଅଧିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଡିଟୱା ନଭେମ୍ବର ୩୦ ସୁଦ୍ଧା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ପହଞ୍ଚିବାର ସମ୍ଭାବନା ରହିଛି, ବୋଲି ଭାରତ ପାଣିପାଗ […]

ସଂପୂର୍ଣ୍ଣ ପଢନ୍ତୁ

ଚର୍ଚ୍ଚିକା ମନ୍ଦିରରୁ ଲୁଟ୍

ଜଗତସିଂହପୁର, ୨୮/୧୧: ଜଗତସିଂହପୁର ସହର ଚର୍ଚ୍ଚିକା ବଜାରସ୍ଥିତ ମା ଚର୍ଚ୍ଚିକାଙ୍କ ମନ୍ଦିରରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି | ଦୁର୍ବୃତ୍ତ ବିଗ୍ରହଙ୍କ ସୁନା ଆଖି, ହାର, ଚିତା ଆଦି ଲୁଟି ନେଇଛନ୍ତି | ଲୁଟ୍ ଅଳଙ୍କାରର ମୂଲ୍ୟ ୫ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ପୂଜକ ସସସ୍ତ ନୀତି ସାରିବା ପରେ ପହୁଡ଼ ପକାଇ ଘରକୁ ଯାଇଥିଲେ। ଆଜି ସକାଳୁ ପୂଜକ ପହଡ଼ ଖୋଲିବା ପରେ ଚୋରି ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଖୋଲିବନି ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ

ଭୁବନେଶ୍ୱର, ୨୮/୧୧: ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ସୁରୁଖୁରୁ ରହିଥିଲା । ଗୃହରେ ଉତ୍ତର ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ବିଭିନ୍ନ ସ୍କୁଲରେ ଥିବା ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ପୂର୍ବ ସରକାର ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଥିଲେ । ଆମ ସରକାର ସେଭଳି ୪୬ଟି ସ୍କୁଲକୁ ଖୋଲି ସାରିଲେଣି । ଜିଲ୍ଲାସ୍ତରୀୟ କମିଟିରୁ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାଁରେ ମାମଲା

ଭୁବନେଶ୍ୱର, ୨୮/୧୧: ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଛି ଅଡୁଆ । ମନ୍ମଥଙ୍କ ବିରୋଧରେ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି । ବିଜେପି ଲିଗାଲ ସେଲ୍‌ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛି ବିଜେପି ଲିଗାଲ ସେଲ୍‌ । ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗିଛି । ସେପଟେ ଘଟଣା ସମ୍ପର୍କରେ ମନ୍ମଥ […]

ସଂପୂର୍ଣ୍ଣ ପଢନ୍ତୁ

ବିଧାନସଭାରେ ୧୭,୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ଭୁବନେଶ୍ବର ୨୮/୧୧: ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସପ୍ତଦଶ ବିଧାନସଭାର ୫ମ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅତିରିକ୍ତ ବଜେଟ୍‌ ମାଧ୍ୟମରେ ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, କୃଷି, ମହିଳା ସଶକ୍ତୀକରଣ ଆଦି ବିଭାଗର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାର ଶିକ୍ଷା […]

ସଂପୂର୍ଣ୍ଣ ପଢନ୍ତୁ

ମାଓବାଦୀ ଆତ୍ମସମର୍ପଣ ଅର୍ଥରାଶି ବଢ଼ିଲା

ଭବନେଶ୍ଵର, ୨୮/୧୧: ମାଓବାଦୀ ଆତ୍ମସମର୍ପଣ ଅର୍ଥରାଶି ବୃଦ୍ଧି କରିଛନ୍ତି ସରକାର। କୌଣସି ମାଓବାଦୀ ଏକେ-୪୭ ବନ୍ଧୁକ ସହିତ ଆତ୍ମସମର୍ପଣ କଲେ ତାଙ୍କୁ ଏହି ବର୍ଦ୍ଧିତ ଅର୍ଥରାଶି ପ୍ରଦାନ କରାଯିବ। ଏହାସହିତ ଏସଏଲଆର ବନ୍ଧୁକ ସହିତ ଆତ୍ମସମର୍ପଣ କଲେ ବି ଏହି ରାଶି ମିଳିବ। ପୂର୍ବରୁ ଏଥିପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ମିଳୁଥିଲାବେଳେ ବର୍ତ୍ତମାନ ବର୍ଦ୍ଧିତ ରାଶି ଅନୁସାରେ ମିଳିବ। ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ଥିବା ମାଓବାଦୀମାନଙ୍କୁ ୫ ଲକ୍ଷ ଟଙ୍କା ମିଳିବ। […]

ସଂପୂର୍ଣ୍ଣ ପଢନ୍ତୁ

ନିୟମଗିରି ସାଲ୍ କଳାକୃତିକୁ ମିଳିବ ନୂଆ ପରିଚୟ

ରାୟଗଡା, ୨୮/୧୧: ପୁଣି ଚମକିବ ନିୟମଗିରିର କପଡାଗୁନ୍ଦା। ନୂଆ ଡିଜାଇନ ସହ ବଜାରକୁ ଆସିବ ବିରଳ ଜନଜାତି ତାଙ୍ଗରିଆଙ୍କ କପଡ଼ାଗୁନ୍ଦା କଳାକୃତି। ଶହ ଶହ ବର୍ଷ ଧରି ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ଅଞ୍ଚଳର କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଲାଞ୍ଜିଗଡ ବ୍ଲକରେ ବସବାସ କରୁଥିବା ଡାଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାମାନେ ଏହି ସାଲ୍‌କୁ ବୁଣିଥାନ୍ତି। ବିଭିନ୍ନ ଜାନିଯାତ୍ରା ସମେତ ଶୁଭ କାର୍ଯ୍ୟରେ ଏହି ସାଲ୍‌କୁ ବ୍ୟବହାର କରାଯାଇଥାଏ। ଏହି କପଡାଗୁନ୍ଦାର ଚାହିଦା ବେଶ ରହିବାରୁ ବୁଣାକାରମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ନେପାଳୀ ଟଙ୍କାରେ ଭାରତୀୟ ଭୂଖଣ୍ଡ

ନୂଆଦିଲ୍ଲୀ, ୨୮/୧୧: ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ଗୁରୁବାର ଦିନ ନୂତନ ୧୦୦ ଟଙ୍କାର ନୋଟ ଜାରି କରିଛି ଯେଉଁଥିରେ ଭାରତର କଳାପାଣି, ଲିପୁଲେଖ ଏବଂ ଲିମ୍ପିଆଧୁରା ରହିଛି । ନେପାଳ ରାଷ୍ଟ୍ର ବ୍ୟାଙ୍କ (NRB)ର ନୂତନ ନୋଟରେ ପୂର୍ବତନ ଗଭର୍ନର ମହା ପ୍ରସାଦ ଅଧିକାରୀଙ୍କ ସ୍ୱାକ୍ଷର ମଧ୍ୟ ରହିଛି । ନୋଟ ଜାରି ହେବାର ତାରିଖ ୨୦୮୧ ବିଏସ ରହିଛି ଯାହା ଭାରତୀୟ ସମୟ ଅନୁସାରେ ପୂର୍ବ ବର୍ଷ ୨୦୨୪ କୁ ସୂଚିତ କରୁଛି । ୨୦୨୦ […]

ସଂପୂର୍ଣ୍ଣ ପଢନ୍ତୁ

ବାରବାଟୀ ମ୍ୟାଚ୍‌: ବାଲିଯାତ୍ରା ପଡ଼ିଆରେ ହେବ ଫ୍ୟାନ ପାର୍କ

କଟକ, ୨୮/୧୧: ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଟି-୨୦ ମ୍ୟାଚରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ବାଲିଯାତ୍ରାର ତଳ ଓ ଉପର ପଡିଆରେ ଫ୍ୟାନ୍‌ ପାର୍କ କରାଯିବ। ଯେଉଁ ଦର୍ଶକମାନେ ଷ୍ଟାଡିଅମରେ ଖେଳ ଦେଖିବାକୁ ବଞ୍ଚିତ ହେବେ ସେମାନେ ସୁରୁଖୁରୁରେ ଉକ୍ତ ଦୁଇ ସ୍ଥାନରେ ବଡ ପରଦାରେ ଖେଳ ଦେଖି ପାରିବେ।ମୁଖ୍ୟତଃ ଟିକେଟ କିଣିବା ସମୟରେ ଶାନ୍ତି ଶୃଙ୍ଖଳା ବଜାୟ କିପରି ରହିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଟିକେଟ କାଉଣ୍ଟରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ। ଟିକେଟ […]

ସଂପୂର୍ଣ୍ଣ ପଢନ୍ତୁ

ଆଇଇଡ଼ି ବିସ୍ଫୋରଣରେ ମହିଳା ମୃତ

ଝାଡ଼ଖଣ୍ଡ, ୨୮/୧୧: ଜାଳ ସଂଗ୍ରହ କରୁଥିବା ବେଳେ ମାଓବାଦୀଙ୍କ ଆଇଇଡ଼ି ରେ ଫସି ମହିଳା ମୃତ । ଝାଡ଼ଖଣ୍ଡ ରେ ମାଓବାଦୀ ବିଛାଇଥିବା ଆଇଇଡ଼ି ବିସ୍ଫୋରଣ ହୋଇ ମହିଳା ମୃତ ହୋଇଥବା ସୂଚନା ମିଳିଛି । ସୂଚନା ଅନୁସାରେ ଝାଡ଼ଖଣ୍ଡ କରେଇକେଲ ଥାନା ଅଧୀନ ସରଣ୍ଡା ଜଙ୍ଗଲରେ ୩ ଜଣ ସ୍ଥାନୀୟ ମହିଳା କାଠ ସଂଗ୍ରହ କରୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟି ଯାଇଛି । ସରଣ୍ଡା ଜଙ୍ଗଲରେ ସୁରକ୍ଷକର୍ମୀଙ୍କୁ ନିଶାଣ କରି ମାଓବାଦୀ ଆଇଇଡ଼ି […]

ସଂପୂର୍ଣ୍ଣ ପଢନ୍ତୁ