ଜାତୀୟ ପତାକା ଅବତରଣ ବେଳେ ଅଘଟଣ, ଚାଲିଗଲା ଛାତ୍ରର ଜୀବନ

କୁଜଙ୍ଗ : ୭୭ତମ ସାଧାରଣତନ୍ତ୍ର ଦିବସରେ ଜଗତସିଂହପୁରଜିଲ୍ଲା କୁଜଙ୍ଗସ୍ଥିତ ଘରୋଇ କୋଚିଂ ସେଂଟରରେ ଏକ ଅଭାବନନୀୟ ଘଟଣା ଘଟିଛିା ଜାତୀୟ ପତାକା ଆଜି ସନ୍ଧ୍ଯା ସମୟ ପୂର୍ବରୁ ଅବତରଣ ସମୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଓମ୍‌ ପ୍ରକାଶ ଦ୍ବିବେଦୀ (୧୫)। ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ତେରଗାଁ ଗ୍ରାମର ମାନସ କୁମାର ଦ୍ବବେଦୀଙ୍କ ପୁତ୍ର ଓମ୍‌ ପ୍ରକାଶ କୁଜଙ୍ଗ ଥାନା ସମାଗୋଳସ୍ଥିତ ମାମୁଁ ଘରେ ରହି ପାଠ ପଢ଼ୁଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

୭୭ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ଅଭିବାଦନ ଗ୍ରହଣ କଲେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସକାଳ ୮.୨୮ ରେ ମହାତ୍ମାଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗର […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ପବ୍ଲିକ ସ୍କୁଲରେ ୭୭ତମ ଜନରାଜ୍ୟ ଦିବସ ପାଳନ

ଝଙ୍କଡ଼ :   ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ ସ୍କୁଲ ପରିସରରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ସ୍କୁଲ ପରିଚାଳନା କମିଟିର ସଭାପତି ଲକ୍ଷ୍ମୀଧର ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ଏହି ଅନୁଷ୍ଠାନ ର ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ଆଜି ଡାକ୍ତର, ଇଞ୍ଜିନିଅର ଠାରୁ ଆରମ୍ଭ କରି ବହୁ ବଡ଼ବଡ଼ ପଦପଦପି ରେ ନିଯୁକ୍ତି ପାଇ, ପ୍ରତିଷ୍ଠିତ ହୋଇ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଦାସଙ୍କ ଶ୍ରାଦ୍ଧ ଉତ୍ସବରେ ଝଙ୍କଡ଼ ସାହିତ୍ୟ ସଂସଦର କବିତା ଆସର

ଝଙ୍କଡ଼ :  ଆଦିକବି ଶୁଦ୍ରମୁନି ସାରଳା ଦାସ ଙ୍କ ସମାଧିପୀଠ, ତେନ୍ତୁଳିପଦା ସ୍ଥିତ ମୁନିଗୋସେଇଁ ମଠ ର ସାରଳା ଦାସ ସ୍ମୃତି ଭବନରେ, ସାରଳାଦାସ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଓ ଝଙ୍କଡ଼ ସାହିତ୍ୟ ସଂସଦ ପ୍ରାୟୋଜିତ, ରାଜ୍ୟ ସ୍ତରୀୟ କବିତା ଆସର, ଗତ ଜାନୁଆରୀ 26 ତାରିଖ ଦିନ ପୂର୍ବାହ୍ନରେ, ଅନୁଷ୍ଠାନର ସଭାପତି ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କଵୟତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

କଲ୍ୟାଣପୁରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜାତୀୟ ପତାକା ଉତ୍ତୋଳନ

ମାହାଙ୍ଗା  : ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶତାୟୁ ସଂଗୀତ ନିର୍ଦ୍ଦେଶକ ବିଶ୍ୱନାଥ ପଲେଇ […]

ସଂପୂର୍ଣ୍ଣ ପଢନ୍ତୁ

ବରିଷ୍ଠ ସାମ୍ବାଦିକ ମାର୍କ ଟଲୀଙ୍କ ଦେହାନ୍ତ

ନୂଆଦିଲ୍ଲୀ : ବରିଷ୍ଠ ସମ୍ବାଦିକ ମାର୍କ ଟଲୀଙ୍କର ୯୦ ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଗତ ୨୧ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାର୍କ ଟଲୀ ୧୯୩୫ ମସିହା ଅକଟୋବର ୨୪ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ । ସେ ଦୀର୍ଘ ୨୨ ବର୍ଷ ବିବିସିର ବ୍ୟୁରୋ ଚିଫ୍ ରହିବା ସହ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର ସରକାରଙ୍କ ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ଜାରି

ଭୁବନେଶ୍ବର: ବଦଳିଲା IAS/IPS କ୍ୟାଡର ନିୟମ ।  କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଛି ନୂଆ IAS/IPS କ୍ୟାଡର ବଣ୍ଟନ ନୀତି ।  ଏହି ନୂତନ ନୀତି ପୂର୍ବରୁ ପ୍ରଚଳିତ ନିୟମଗୁଡ଼ିକୁ ହଟାଇ ୨୦୨୬ ମସିହାର ସିଭିଲ୍ ସର୍ଭିସ ପରୀକ୍ଷା (CSE-2026) ଠାରୁ କାର୍ଯ୍ୟକାରୀ ହେବ ।  ପ୍ରତିବର୍ଷ ଜାନୁଆରୀ ୧ ସୁଦ୍ଧା କ୍ୟାଡର ନିୟନ୍ତ୍ରଣ କରୁଥିବା ବିଭାଗଗୁଡ଼ିକ ଖାଲିଥିବା ପଦବୀର ତାଲିକା ପ୍ରସ୍ତୁତ କରିବେ ।  ଏହି ପଦବୀଗୁଡ଼ିକ ଅଣସଂରକ୍ଷିତ , SC, ST, OBC ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police

ଘୋଷଣା ହେଲା ପୋଲିସ ସେବା ପଦକ, ସାହସିକତା ପାଇଁ ଓଡ଼ିଶାରୁ ୪ ଜଣଙ୍କୁ ମିଳିବ ମେଡାଲ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସର ଅବ୍ୟହିତ ପୂର୍ବରୁ ପୋଲିସ ଅଗ୍ନିଶମ, ଗୃହ ରକ୍ଷୀ ଓ ଜେଲ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ ଘୋଷଣା । ସାରା ଦେଶର ୯୮୨ଜଣଙ୍କୁ ପଦକ ମିଳିବ ପୋଲିସ ସେବା ପଦକ । ସେଭିତିତରୁ ୧୨୫ଜଣଙ୍କୁ ସାହସକିତା ପୁରସ୍କାର, ୧୦୧ ଜଣଙ୍କୁ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ ଓ ୭୫୬ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ମେଡାଲ ପ୍ରଦାନ କରାଯିବ । ରାଜ୍ୟର ମୋଟ ୧୭ […]

ସଂପୂର୍ଣ୍ଣ ପଢନ୍ତୁ

୪ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ, ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଲେଖକ ଚରଣ ହେମ୍ବ୍ରମ ସମ୍ମାନିତ

ଭୁବନେଶ୍ୱର : ଓଡ଼ିଶାର ଚରଣ ହେମ୍ବ୍ରମଙ୍କ ସହ ୪ ଜଣଙ୍କୁ ୨୦୨୬ ପାଇଁ  ପଦ୍ମଶ୍ରୀ ସମ୍ମାନ  ।  ଓଡ଼ିଶାର ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ୨୦୨୬ ପାଇଁ ପଦ୍ମଶ୍ରୀ ସମ୍ମାନ ।  ସାହିତ୍ୟ ଓ ଶିକ୍ଷାକ୍ଷେତ୍ର ପାଇଁ ଶ୍ରୀ ହେମ୍ବ୍ରମ ପାଇଲେ ପଦ୍ମଶ୍ରୀ ସମ୍ମାନ ।  ଜାତୀୟ ଗଣମାଧ୍ୟମରେ ସୁତ୍ରରୁ ସୂଚନା ମିଳିଛି ।  ସେହିପରି ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ  ସୀମାଞ୍ଚଳ ପାତ୍ରଙ୍କୁ କଳା ପାଇଁ ପଦ୍ମଶ୍ରୀ ସମ୍ମାନ ।  […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ଜାତୀୟ ସାହିତ୍ୟ ମହୋତ୍ସବ ଉଦଯାପିତ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ଠାରେ ଦୁଇଦିନିଆ ବାଣୀପର୍ବ ସାରସ୍ୱତ ସମ୍ମେଳନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଗତ ରବିବାର ମାଘସପ୍ତମୀ ଦିନ ଅପରାହ୍ନ ରେ ଉଦଯାପିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଯୋଗଦେଇ ସାରଳା ଦାସ ଙ୍କୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ରାଜନୈତିକ ମତବାଦ ରୁ ଉର୍ଧ୍ଵରେ ରହି ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ l […]

ସଂପୂର୍ଣ୍ଣ ପଢନ୍ତୁ