ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ:ବିଜୁ ପଟ୍ଟନାୟକ ବିରୁଦ୍ଧରେ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ବିରୋଧ କରି ରବିବାର  ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଯୋଗାଯୋଗ ଏବଂ ଆଇଟି କମିଟିରୁ ମଧ୍ୟ ଇସ୍ତଫା ଦେଇଛନ୍ତି।  ଶନିବାର ବିଜେପିର ସାଂସଦ ନିଶିକାନ୍ତ ଦୁବେ ଏ ବିବୃତ୍ତିରେ ବିଜୁ ପଟ୍ଟନାୟକ ବିରୁଦ୍ଧରେ କିଛି ଅପମାନଜନକ ବୟାନ ବିରୋଧ କରିଛନ୍ତି ସସ୍ମିତ । ସେ କହିଛନ୍ତି, ବିଜୁ ବାବୁ ଜଣେ ଆନ୍ତର୍ଜାତୀୟ ପ୍ରତିଷ୍ଠିତ ବ୍ୟକ୍ତି, ଜଣେ କିମ୍ବଦନ୍ତୀ ଏବଂ ଜଣେ ରାଜନେତା ଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ
Mamata Banerjee 750x430

ବିଜେପି ଆସିଲେ ମାଛ ଖାଇବା ବନ୍ଦ !

ପଶ୍ଚିମବଙ୍ଗ:ବିଜେପି ଆସିଲେ ମାଛ ଖାଇବା ବନ୍ଦ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବଡ଼ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମାଛ ଖିଆଯାଏ ନାହିଁ ।  ଯଦି ବିଜେପି କ୍ଷମତାକୁ ଆସେ ତେବେ ଆପଣମାନେ ମାଛ କିମ୍ବା ଅଣ୍ଡା ମଧ୍ୟ ଖାଇପାରିବେ ନାହିଁ ।  ବିଜେପି କୌଣସି ଧର୍ମକୁ ବିଶ୍ୱାସ କରେ ନାହିଁ । ସେମାନେ କେବଳ ଦଙ୍ଗା କରାଇବାରେ ବିଶ୍ୱାସ କରନ୍ତି । ଲୋକଙ୍କୁ ମାରି ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳାଙ୍କ ପାଇଁ ଖୁସି ଖବର: ଏପ୍ରିଲ ୧ରୁ ପୁଣି ଖୋଲିବ ‘ସୁଭଦ୍ରା’ ପୋର୍ଟାଲ; ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର :  ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ‘ସୁଭଦ୍ରା’ରେ ସାମିଲ ହେବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ମହିଳାଙ୍କ ପାଇଁ ପୁଣି ଥରେ ଆବେଦନ ସୁଯୋଗ ମିଳିବାକୁ ଯାଉଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପି ନୂତନ ପଞ୍ଜୀକରଣ ପ୍ରକ୍ରିୟା ଚାଲିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପର୍ଯ୍ୟାୟରେ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

ହରିୟାଣାର ଗୁରୁଗ୍ରାମ ସ୍ଥିତ CRPF ଠାରେ ଅନୁଷ୍ଠିତ ୨୬ତମ ସର୍ବଭାରତୀୟ ପୋଲିସ ସୁଟିଂ (AIPDM) ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ଅଭୁତପୁର୍ବ ସଫଳତା ହାସଲ ପ କରିଛି । ଦେଶର ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ମାନଙ୍କ ମଧ୍ୟରେ ଓଡ଼ିଶା ପୋଲିସ ଦ୍ୱିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛି। ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ୨୨ ରୁ ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସ ରାଇଫଲ ସୁଟିଂ (୭୪୩ ପଏଣ୍ଟ), ପିସ୍ତଲ […]

ସଂପୂର୍ଣ୍ଣ ପଢନ୍ତୁ

ହରହରି ମହାବୀରଙ୍କ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ, ଗରାମ ପଞ୍ଚାୟତ ଅଧିନ, ପୁଣ୍ୟତୋୟା ହଂସୁଆନଦୀ ର ତଟଦେଶରେ, ବଡ଼ିଜଙ୍ଗା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ହରହରି ମହାବୀର ଙ୍କ ପୀଠସ୍ଥଳିରେ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଗତ ଶନିବାରଦିନ ବିଳମ୍ବିତ ରାତ୍ରୀରେ, ବିପୁଳଜନସମାଗମ ମଧ୍ୟରେ ଉଦଯାପିତ ହୋଇଯାଇଛି | ଗତ ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହୋଇଥିବା ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ନିତ୍ୟପୂଜକ ବେଣୁଧର ଶତପଥୀ, ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ସୌମ୍ୟ ପ୍ରସାଦ ତ୍ରିପାଠୀ ଓ ସହଯୋଗୀ ଆଚାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଦାସଙ୍ଗସାହି ରାଧାକାନ୍ତ ଜୀଉଙ୍କ ପୀଠ ରେ ଆଧ୍ୟାତ୍ମିକ ଆଲୋଚନା ଓ ସମ୍ବର୍ଦ୍ଧନା ଉତ୍ସବ

ଝଙ୍କଡ଼  : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ରଘୁନାଥପୁର ବ୍ଲକ ଏରଡ଼ଙ୍ଗା, ପୁରୁଣାବସନ୍ତ, ଦାସଙ୍ଗସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉ ଙ୍କ ପୀଠସ୍ଥଳିରେ ଆସନ୍ତା ଏପ୍ରିଲ 22 ତାରିଖ ରୁ 25 ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ବିଶ୍ଵଶାନ୍ତି ମହାଯଜ୍ଞ ର ଚୂଡାନ୍ତପ୍ରସ୍ତୁତି ବୈଠକ ସହିତ ଆଧ୍ୟାତ୍ମିକଆଲୋଚନା ଓ ସମ୍ବର୍ଦ୍ଧନା ଉତ୍ସବ, କଟକ ତୁଳସୀପୁର ସ୍ଥିତ ସାରଦା ଶୂନ୍ୟଗାଦି ଆଶ୍ରମ ର ପ୍ରତିଷ୍ଠାତା ସନ୍ଥ ନିର୍ଭୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

ହାଜିପୁର ହନୁମାନଜୀୟୁଙ୍କ ପୀଠରେ ଷଷ୍ଠବାର୍ଷିକ ଶ୍ରୀରାମନବମୀ ପାଳନ

ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ ତରଜଙ୍ଗାପଞ୍ଚାୟତ ଅନ୍ତର୍ଗତ ହାଜିପୁର ଗ୍ରାମରେ ଶ୍ରୀଶ୍ରୀ ହନୁମାନଜୀଉ ଙ୍କ ପୀଠ ସ୍ଥଳୀରେ, ପଞ୍ଚମବାର୍ଷିକ ଶ୍ରୀରାମ ନବମୀ ଓ ଯଂଜ୍ଞଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ପୂର୍ବାହ୍ନ ରେ ପୁଣ୍ୟତୋୟା ବୃଦ୍ଧମାତଙ୍ଗି ( ବୁଡ଼ୁନଇ ) ରୁ ଏକ କଳସ ବାହାରି, ପୀଠସ୍ଥଳିରେ ପହଞ୍ଚିଥିଲା | ଘଟସ୍ଥାପନ, ଅଙ୍କୁରାରୋପଣ, ଅଗ୍ନି ସ୍ଥାପନ ପରେ ନିତ୍ୟପୂଜକ ପଣ୍ଡିତ ରାକେଶ ପଣ୍ଡା ଓ ସହଯୋଗୀ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଯଜ୍ଞ ରେ ଆହୁତି […]

ସଂପୂର୍ଣ୍ଣ ପଢନ୍ତୁ

ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସ ସାଜିଛି ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ

କଟକ : ଶ୍ରୀ ମନ୍ଦିରର ଜଗୁଆଳି ସାଜିଥିବା ସବୁ ଭକ୍ତ ମାନଙ୍କର ଆସ୍ଥା ଓ ବିଶ୍ୱାସ ଜନ୍ମେଇଥିବା “ଶ୍ରୀମନ୍ଦିର ସ୍ଵତନ୍ତ୍ର ସୁରକ୍ଷା ବାହିନୀ” । ମନ୍ଦିରକୁ ଜଗିବା ସହିତ ମନ୍ଦିର ସମ୍ମୁଖରେ ଏହାର (କଣ୍ଟ୍ରୋଲ ରୁମ୍) ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରାଯାଇଥାଏ । ସୂଚନାଯୋଗ୍ୟ ପୂଜା ମହାରଥ ଖୋର୍ଦ୍ଧା ଯାହାଙ୍କର କିଛି ଟଙ୍କା ସହିତ ବିଭିନ୍ନ ପ୍ରକାର ଦାମିକିଆ ସାମଗ୍ରୀ ଶ୍ରୀ ମନ୍ଦିର ପାଖରେ ଅସାବଧାନତା ବସତ ହଜାଇ ଥିବାବେଳେ ତାହା “ଶ୍ରୀମନ୍ଦିର ସ୍ଵତନ୍ତ୍ର […]

ସଂପୂର୍ଣ୍ଣ ପଢନ୍ତୁ

“ପଢିବା ଗଢିବା ଓଡିଶା” ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : ୪୨ ମୌଜା ଦେଉଳି ସ୍ଥିତ ପି.ଏମ ଶ୍ରୀ ନୋଡାଲ ବିଦ୍ୟାପୀଠରେ “ପଢିବା ଗଢିବା ଓଡିଶା” ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ସହ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପ ଲତା ସାହୁ ମଞ୍ଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା “ପଢିବା ଗଢିବା ଓଡିଶା” କାର୍ଯ୍ୟକ୍ରମ ପ୍ରଦର୍ଶନୀ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ଘଟନୃତ୍ୟଶିଳ୍ପୀ ରବୀନ୍ଦ୍ର ରାଉଳଙ୍କ ପତ୍ନୀବିୟୋଗ

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବକ ତଥା ଜାତୀୟସ୍ତରରେ ସାରଳାଘଟନୃତ୍ୟ ର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ରବୀନ୍ଦ୍ର ରାଉଳ ଙ୍କ ସହଧର୍ମିଣୀ, ଧର୍ମପ୍ରାଣା ମହିୟସୀ ମହିଳା ସତ୍ୟଭାମା ରାଉଳ (60) ଙ୍କର ଗତ ଗୁରୁବାର ଦିନ ପ୍ରତ୍ୟୁଷରେ ପରଲୋକ ହୋଇଯାଇଛି  | ସେ ଜଣେ ସରଳ, ମିଷ୍ଟଭାଷୀ, ଆଦର୍ଶଗୃହିଣୀ ଓ ପତିବ୍ରତା ମହିଳା ଥିବାରୁ ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | କନକପୁର ପଞ୍ଚାୟତର […]

ସଂପୂର୍ଣ୍ଣ ପଢନ୍ତୁ