ଭୁବନେଶ୍ବର-କଟକର ‘ସହରାଞ୍ଚଳ ଗତିଶୀଳତା’ ଅଡିଟ୍ ରେ ନାଗରିକଙ୍କ ମତାମତକୁ ଗ୍ରହଣ କରିବେ ସିଏଜି
ଭୁବନେଶ୍ୱର: ଭୁବନେଶ୍ବର-କଟକରେ ଯାତାୟାତ, ସେବା ପ୍ରଦାନ, ସାମଗ୍ରୀ ପରିବହନ (ଅର୍ବାନ୍ ମୋବିଲିଟି/ସହରାଞ୍ଚଳ ଗତିଶୀଳତା) ଅଡିଟ୍ରେ ଏଣିକି ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ନିଜର ବାର୍ଷିକ କାର୍ଯ୍ୟ ଯୋଜନା ୨୦୨୬-୨୭ରେ ନାଗରିକଙ୍କ ମତାମତକୁ ଗ୍ରହଣ କରିବେ। ଲୋକଙ୍କ ଉପରେ ସହରାଞ୍ଚଳ ଗତିଶୀଳତାର ପ୍ରଭାବ କ’ଣ ଓ କିଭଳି ତାହାର ହିସାବନିକାଶ କରି ଅଡିଟ୍ ରିପୋର୍ଟ ପ୍ରସ୍ତୁତ କରାଯିବ। ଏନେଇ ସୋମବାର, , ଭୁବନେଶ୍ୱରସ୍ଥିତ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ […]
ସଂପୂର୍ଣ୍ଣ ପଢନ୍ତୁ