ଝଙ୍କଡ଼ ସାରଳାପୀଠରେ ଜଗତସିଂହପୁର ଜିଲ୍ଲା ଶିକ୍ଷକ ସମ୍ମାନ ସମାରୋହ

ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିବା ନିମନ୍ତେ ଗତ ରବିବାର ପୂର୍ବାହ୍ନରେ, ସାରଳାପୀଠ କନକପୁର ସ୍ଥିତ ଶବରପଲ୍ଲୀ ଠାରେ ରାଷ୍ଟ୍ରୀୟ ମଞ୍ଚ ଆନୁକୂଲ୍ୟରେ ଏକ ଭବ୍ୟ ଓ ବିଶାଳ ଆୟୋଜନ କରାଯାଇଥିଲା l ଏହି ଉପଲକ୍ଷେ ଆୟୋଜିତ ସଭାରେ ରାଷ୍ଟ୍ରୀୟ ଶିକ୍ଷକମଞ୍ଚ ର ରାଜ୍ୟସଭାପତି ଡଃ ଜ୍ୟୋସ୍ନାରାଣୀ ନାୟକ ସଭାପତିତ୍ବ କରିଥିଲେ l ଏହି ସମାରୋହ ର ମୁଖ୍ୟଅତିଥି ଭାବେ ସାଂସଦ ଡଃ ବିଭୂପ୍ରସାଦ ତରାଇ ଯୋଗଦେଇଥିବାବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ସିଡିଏ ସେକ୍ଟର ୬ରେ ଖୋଲିଲା ଲଣ୍ଡ୍ରି ୱାଲା

କଟକ  : ବସ୍ତ୍ର ଓ ଘରୋଇ ଉପକରଣର ସଫେଇ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ଲଣ୍ଡି ଓ୍ୱାଲା । କଟକ ସହରରେ ୯ ନମ୍ବର ଶାଖା ଭାବେ ସିଡିଏ ସେକ୍ଟର ୬ରେ ଲଣ୍ଡି ଓ୍ୱାଲା ରବିବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଉତ୍ସବରେ ଅତିଥି ଭାବେ ଓଡ଼ିଆ ସିନେ ନିର୍ଦ୍ଦେଶକ ବାପୁ ଲେଙ୍କା, ଗୀତିକାର ଅରୁଣ ମନ୍ତ୍ରୀ, ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଭାରତୀୟ ଜନତା ପାର୍ଟି ମହିଳା ମୂର୍ଚ୍ଛା ସଭାପତି ସ୍ମୃତି […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ମହିଳା ସୁଲୋଚନା ଦାଶଙ୍କ ବିୟୋଗରେ ଶୋକ

ଝଙ୍କଡ଼  :  ଜଗତସିଂହପୁରଜିଲ୍ଲା, ତିର୍ତ୍ତୋଲବ୍ଲକ ତେନ୍ତୁଳିପଦା ଗ୍ରାମର, ବିଶିଷ୍ଟକର୍ମକାଣ୍ଡ ପଣ୍ଡିତ ସ୍ବର୍ଗତ ଆନନ୍ଦ ଦାଶ ଙ୍କ ପରିବାରର କୁଳବଧୂ, ଧର୍ମପ୍ରାଣା ମହିୟସୀ ମହିଳା ସୁଲୋଚନା ଦାଶ ଙ୍କର ତେୟାଅଶୀ ବର୍ଷ ବୟସରେ, ଆନନ୍ଦଭବନ ରେ ପରଲୋକ ହୋଇଯାଇଛି l ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଶରତକୁମାର ଦାଶ, ପ୍ରଶାନ୍ତ କୁମାର ଦାଶ, ସୁବ୍ରତ ଦାଶ (ଦିଲୁ ନନା ), ସୁଶାନ୍ତ ଦାଶ ଙ୍କ ସମେତ ପୁତ୍ରବଧୂ ଶର୍ମିଳା, ଲକ୍ଷ୍ମୀପ୍ରିୟା, ସୁଧାରାଣୀ ଓ ପ୍ରଣତି ଙ୍କ ସମେତ ଶୁଭମ, […]

ସଂପୂର୍ଣ୍ଣ ପଢନ୍ତୁ

ଦେବେନ୍ଦ୍ର- ବେଗୁନିଆଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ଝଙ୍କଡ଼ : ଐତିହାସିକ ଝଙ୍କଡ଼ ସାରଳା ପୀଠକୁ ସଂଯୋଗ କରୁଥିବା ଦେବେନ୍ଦ୍ର-ବେଗୁନିଆ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଯାତାୟାତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଡିହସାହିଠାରୁ ଆରମ୍ଭ ହୋଇ ଦଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ଲମ୍ବ ଏହି ରାସ୍ତା ଚଷାପଡ଼ା, ପଟିଲୋ, କଟରା, ଗୋପାଳପୁର, କୋଷ୍ଠି, ମଲ୍ଲିକାପୁର ତଥା କନକପୁର ପଞ୍ଚାୟତ ଦେଇ ମା’ ଶାରଳାଙ୍କ ମନ୍ଦିରକୁ ଯାଇଛି। ଏଥିରୁ ଚଷାପଡ଼ାଠାରୁ ଦଳିଆ ଛକ ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ତିର୍ତ୍ତୋଲ ବ୍ଲକ ଅଧୀନରେ […]

ସଂପୂର୍ଣ୍ଣ ପଢନ୍ତୁ