କଟକ ସଦର : ୪୨ ମୌଜା ପାଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ପୂଜ୍ୟପୂଜା ଭବନରେ ଓଡ଼ିଶା ର ଗର୍ବ ଓ ଗୌରବ ବ୍ୟାସକବି ଫକୀର ମୋହନ ସେନାପତି ଙ୍କ 107ତ୍ତମ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା ଉପଦେଷ୍ଟା ବିଶିଷ୍ଟ ସମାଜସେବୀସମୀର କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ରତ୍ନ ଅଭୟ କୁମାର ଦାସଉପସଭାପତି ସନ୍ତୋଷ କୁମାର ଭୋଇ, ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ ଏବଂ ଶ୍ରୀଜଗନ୍ନାଥ ଷ୍ଟଡି ସର୍କଲର ଛାତ୍ର ଛାତ୍ରୀ , ଅନୁଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ମହାସଚିବ ରୁଦ୍ରନାରାୟଣ ଦାସ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍କୋଳନ କରି ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।
