Untitled 1 Copy

ଦଶ ହଜାର ଅନୁଦାନ ଦେଇ ଲକ୍ଷେ ଟଙ୍କା ର ଅପପ୍ରଚାର କଲା କିଏ ??

ରାଜ୍ୟ
Spread the love

କଟକ ସଦର : ୪୨ ମୌଜା କଳପଡା ପଞ୍ଚାୟତ ଦହିଗାଁ ଗ୍ରାମର ଅରବିନ୍ଦ ବାରିକ କର୍କଟ ରୋଗ ରେ ପୀଡିତ ଥିବା ବେଳେ ତାଙ୍କୁ ସରକାରୀ ସହାୟତା ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ର ଏକ ଚେକ ମିଳିଛି ବୋଲି ସେ କହିଛନ୍ତି। ଦଶ ହଜାର ଅନୁଦାନ ଦେଇ ଲକ୍ଷେ ଟଙ୍କା ର ଅପପ୍ରଚାର କଲା କିଏ ?? ଏହି ଅପପ୍ରଚାର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ସେ କହିଛନ୍ତି।

1

ଅରବିନ୍ଦ ପ୍ରଶ୍ନ କରିଛନ୍ତି ଯେ ଏ ଗରିବ ଓ ନିରୀହ ପ୍ରତି ଅପ ପ୍ରଚାର କାହିଁକି କରାଯାଇଛି ବୋଲି ସେ କହିଛନ୍ତି। ଆଉ ୯୦ ହ ଜା ର ଗଲା କୁଆଡେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଈ ନେଇ କଟକ ସଦର ୪୨ ମୌଜା ବାସୀ ଙ୍କ ପକ୍ଷରୁ ବସନ୍ତ ପଣ୍ଡା, ଚନ୍ଦନ ମହାନ୍ତି,ତାପସ ପତୀ, ମାନସ ଚଉଧୁରି, ଅଶୋକ ଭୋଇ, ସଞ୍ଜୟ ବେହେରା, ମନୋଜ ନାୟକ, ବିଜୟ ନାୟକ, ପ୍ରକାଶ ମାଝୀ, ସୁନିଲି ପରିଡ଼ା, ପ୍ରମୁଖ ଦୃଢ଼ ନିନ୍ଦା କରିଛନ୍ତି।

Leave a Reply

Your email address will not be published. Required fields are marked *