Bd0a5912 Daa1 4824 9efb 413d173c0c11

ନଦୀବନ୍ଧ ସଫେଇ କଲେ କୁଳସରିଚୁଆଁ ଗ୍ରୀନ ସମାଜ ଗ୍ରୁପ

ରାଜ୍ୟ
Spread the love

ବୟାଳିଶମୌଜା : ୪୨ ମୌଜା ଅନ୍ତର୍ଗତ କୁଳସରିଚୁଆଁ ବ୍ରିଜ ନିକଟ ନଦୀ ବନ୍ଧ ପାର୍ଶ୍ୱକୂ ଘାସ, ଲତା ଓ ଅନାବନା ଗଛ ମାଡ଼ି ଆସି ଯାତାୟତରେ ଅସୁବିଧା ସୃଷ୍ଟି ହେଉଥିଲା। କୁଳସରିଚୁଆଁ ଗ୍ରୀନ ସମାଜ ଗ୍ରୁପ ପକ୍ଷରୁ ଏହାକୁ ସଫେଇ କରି ବନ୍ଧ ତଳକୁ ଖସେଇ ଦିଆ ଯାଇଛି।

ଏହି ସଫେଇ କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ଭୋଳ, ପ୍ରଣବ ମହାପାତ୍ର, ରଶ୍ମି ରଞ୍ଜନ ମହାପାତ୍ର, ଚିରଞ୍ଜିବ ମହାପାତ୍ର, ସୌରେଶ ପ୍ରଧାନ, ରୋହିତ ପ୍ରଧାନ, ପ୍ରକାଶ କୁମାର ସାହୁ ଓ ରେହେମାନ ଚାଚା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *