9332c72c 351e 4664 A513 434721a182dd

ଦୟାନିଧି ପ୍ରତିଭାବିକାଶ ପ୍ରତିଷ୍ଠାନରେ ଶ୍ରୀ ଅରବିନ୍ଦ ପାଠଚକ୍ର

ରାଜ୍ୟ
Spread the love

ବୟାଳିଶମୌଜା : ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ପୂଜ୍ୟପୂଜା କକ୍ଷରେ ମିରାମିକା ପାଠଚକ୍ରର ସମ୍ପାଦିକା ସାରସ୍ଵତ ସାଧିକା ସରୋଜ ନଳିନୀ ପରିଜାଙ୍କ ପୌରୋହିତ୍ୟରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲକ୍ଷ୍ୟ ପ୍ରାପ୍ତି ପାଇଁ କେନ୍ଦ୍ରୀୟ ସଂକଳ୍ପର ଆବଶ୍ୟକତା ଉପରେ ଶଙ୍କର୍ଷଣ ସେନାପତି,ଯୋଷ୍ଣା ରାଣୀ ଦାସ,ସଞ୍ଜୟ ମହାପାତ୍ର,କାଳନ୍ଦୀ ଚରଣ ସେନାପତି ପ୍ରମୁଖ ଆଲୋକପାତ କରିଥିଲେ ।

ଏହି ଅଧିବେଶନରେ ସ୍ଵପ୍ନା ସାଗରିକା ହୋତା,ସୃଷ୍ଟି ସୃଜନିକା ଦାସ ମହାପାତ୍ର,ରଶ୍ମିତା ପତି,ଧୀରେନ୍ଦ୍ର ନାଥ ବେହେରା , ରସା ନନ୍ଦ ଲେଙ୍କା,ରୁଦ୍ର ନାରାୟଣ ଦାସ,ଅଭୟ କୁମାର ଦାସ,ଧର୍ମାନନ୍ଦ ପାଣ୍ଡେ,ଗାୟତ୍ରୀ ପତି,ରାମଚନ୍ଦ୍ର ଦାସ,ଫକୀର ଚରଣ ଜେନା , ନିକୁଞ୍ଜ ବିହାରୀ ମହାନ୍ତି,ନାରାୟଣ ଚନ୍ଦ୍ର ମହାନ୍ତି ଆଦି ଯୋଗ ଦେଇ ମାତୃ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *