18f92a66 1bfe 440c B0eb 5e1a6ed8f2af

ବହଳପଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ପାଠଚକ୍ର ଅନୁଷ୍ଠିତ

ରାଜ୍ୟ
Spread the love

ବୟାଳିଶ ମୌଜା : ବହଳପଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାଧକ ନବ କିଶୋର ଦାଶଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ମହାପାତ୍ର, ଶଙ୍କର୍ଷଣ ସେନାପତି ଓ କାଳନ୍ଦୀ ଚରଣ ସେନାପତି ପ୍ରମୁଖ ଶ୍ରୀମା ଓ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରସାନନ୍ଦ ଲେଙ୍କା, ଧର୍ମାନନ୍ଦ ପାଣ୍ଡେ, ଧୀରେନ୍ଦ୍ର ବେହେରା, ଚିତ୍ତରଞ୍ଜନ ମହାପାତ୍ର, ରଣଜିତ ମହାନ୍ତି, ଫକୀର ଚରଣ ଜେନା, ଦେବେନ୍ଦ୍ର ସେନାପତି, ନିକୁଞ୍ଜ ବିହାରୀ ମହାନ୍ତି, ମୋନାଲିଶା ଦାଶ, ଅନିତା ସେନାପତି, ଶାଶ୍ଵତା ସେନାପତି, ବୁଲେଇ ବେହେରା, ଭଜକୃଷ୍ଣ ଲେଙ୍କା, ଭିକାରି ଚରଣ ଜେନା ଓ ଦିବ୍ୟାଶା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *