ଦୀର୍ଘାୟୁର୍ବେଦ ଗୋସେବାଶ୍ରମ ବମ୍ବୁରୀ,କଟକ ରେ ଗୋଷ୍ଠlଷ୍ଟମୀ ମହୋତ୍ସବ ପାଳନ

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୩୦/୧୦: ଦୀର୍ଘାୟୁର୍ବେଦ ଗୋସେବାଶ୍ରମ ବମ୍ବୁରୀ,କଟକ ଠାରେ ଗୋଷ୍ଠlଷ୍ଟମୀ ମହୋତ୍ସବ ପାଳନ ସହ ଗୀତା ସତସଙ୍ଗ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ପ୍ରବକ୍ତା ରମାକାନ୍ତ ନାୟକଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନର ସଭାପତି ଅପର୍ଣ୍ଣା ପ୍ରସାଦ ଦାସଙ୍କ ତତ୍ୱାବଧାନରେ ସମ୍ପାଦକ ଦୀପକ ଜେନାଙ୍କ ପରିଚାଳନାରେ ସମାହିତ ହୋଇଯାଇଅଛି l

ଗୋ ପ୍ରେମୀ ଦୁର୍ଗା ପ୍ରସାଦ ପରିଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୋପ୍ରେମୀ ସଞ୍ଜୟ ସାହୁ ପରିଚୟ ପ୍ରଦାନ କରିଥିଲେ l ଅଞ୍ଚଳର ବିଶିଷ୍ଟ ଗୋପ୍ରେମୀ ଓ ଆଧ୍ୟାତ୍ମିକବାଦୀ ଉପସ୍ଥିତ ଥିଲେ କମାଳାକାନ୍ତ ସାହୁ, ରବୀନ୍ଦ୍ର ଭୋଇ, ସନ୍ତୋଷ ଭୋଇ, ପିୟୁଷ ରଞ୍ଜନ ପରିଡା, ଧର୍ଯ୍ୟଧର ଦାସ, ବିଘ୍ନେଶ୍ୱର ରାଉତ, ନିର୍ମଳ ଦାସ, ନଗର ଖବର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୀପ ଦାସ, ଗୋରକ୍ଷକ, ଗୋସେବକ ତଥା ବିଶିଷ୍ଟ ପରିବେଷବିତ ଓମ ପ୍ରକାଶ ମହାନ୍ତି, ସଂଜୀବ ପ୍ରଧାନ, ଆଲୋକ ପେଟନାୟକ, ପର୍ଶୁରାମ ରାଉତ, ତପୁନି ଓଝା, ରବିନାରାୟଣ ଜେନା, ଜ୍ଞାନରଞ୍ଜନ ଜେନା, ଗୁରୁ ଚରଣ ଭୋଳ, ଅମୀୟ ପଣ୍ଡା, ଶିବ ପ୍ରସାଦ ସିଂ,ସ୍ମୃତି ରଞ୍ଜନ ଭୂୟାଁ, ସହ ଅନେକ ସଦସ୍ୟ ଓ ଅଞ୍ଚଳ ବାସୀଙ୍କ ସହଯୋଗ ଓ ଆନୁକୂଲ୍ୟରେ ଗୋଷ୍ଠାଷ୍ଟମୀ ପାଳନ ହୋଇଯାଇଛି l

Leave a Reply

Your email address will not be published. Required fields are marked *