ଟ୍ରକ-ଟ୍ରଲର ଧକ୍କା, ଜଣେ ଗୁରୁତର

ଭଦ୍ରକ ରାଜ୍ୟ
Spread the love

ବାସୁଦେବପୁର, ୨୧/୧୨: ବାସୁଦେବପୁର ସହର ଉପକଣ୍ଠ ମତାଜୀ ମଠ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ-ଟ୍ରଲର ଧକ୍କାରେ ଟ୍ରଲର ଚାଳକ ଗୁରୁତର ଆହତ ହୋଇଛି। ଅଗ୍ନୀଶମ ବାହିନୀ ଦୁଇଘଣ୍ଟା ପରିଶ୍ରମକରି ଆହତକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ୍ ପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Leave a Reply

Your email address will not be published. Required fields are marked *