କଟକ ସଦର ,୪/୧: କଟକ ସଦର ୪୨ ମୌଜା କଳପଡା ସ୍ଥିତ ଶ୍ରୀ କଦମ୍ୱେଶ୍ୱର ମହାଦେବଙ୍କ ପୀଠ ସ୍ଥଳି ରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାସତସଙ୍ଗ ଲୀଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ (ଶ୍ରୀଗୁରୁ ପରମହଂସ ସ୍ୱାମୀ ଶ୍ରୀ ରାଧା ମୋହନ ଦେବ ମହାରାଜ )ସ୍ୱାଧି ପ୍ରଜ୍ଞା ପାରମିତା ଦେବୀ, ମାନସୀ ଦେବୀ,ଦେବାଶିଷ ପରିଡ଼ା, ଅସିତ ପ୍ରଧାନ, ପ୍ରମୋଦ ନାୟକ, ଅଶ୍ୱନୀ ମହାନ୍ତି,ପ୍ରଫୁଲ୍ଲ ବାବୁ,ବ୍ରଜ ବାବୁ, ଟୁଲୁ ବାବୁ,ଧକନ, ସୂର୍ଯ୍ୟକାନ୍ତ, ଅପର୍ଣ୍ଣା, ସୁପର୍ଣ୍ଣା,ତପର୍ଣ୍ଣା,ବିଶ୍ୱଜିତ, ଚନ୍ଦନ ମହାନ୍ତି, ଅନିଲ ଦାସ ଏବଂ ଶିଷ୍ୟ ଓ ଶିଶ୍ୟା ବୃନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ତିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୪ ଶହ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ।
