ବେଲେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଗୀତା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ରାଜ୍ୟ
Spread the love

ନୂଆ ବଜ଼ାର, ୫/୧: ରବିବାର ନୂଆ ବଜ଼ାର ସ୍ଥିତ ବେଲେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ଗୀତା ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ପୂଜ୍ୟ ପାଦ ସନ୍ଥ ଶ୍ରଦ୍ଧାନନ୍ଦ ସରସ୍ବତୀ ଜୀ ମହାରାଜ, ବ୍ରହ୍ମଚାରି ସତ୍ୟ ଚୟିତନ୍ୟ, ବାବା ଦିନଦୟାଲ ଦାସ ମୁଖ୍ୟ ଅତିଥି ଶ୍ରୀ ବିନୟ କୁମାର ଭୂଇଁଆ, ବକ୍ତା କୃଷ୍ଣ ଚନ୍ଦ୍ର ମିଶ୍ର, ପତଞ୍ଜଳି ଯୋଗ କେନ୍ଦ୍ର ର ପ୍ରମୁଖ କାର୍ଯ୍ୟକର୍ତା ସତ୍ୟରଞ୍ଜନ ଷଢଙ୍ଗୀ, ଅଧିବକ୍ତା ଶ୍ରୀ ପ୍ରଭୁ ପ୍ରସନ୍ନ ବେହେରା, ପ୍ରଜ୍ଞା ଦତ୍ତା ବେହେରା କାର୍ଯ୍ୟକ୍ରମ ର କର୍ତ୍ତା କର୍ତ୍ରୀ ରୂପେ ଯୋଗ ଦେଇଥିଲେ, ଶଙ୍କର୍ଷଣ ରାଉତ, ବିଶ୍ୱଜିତ ବାରିକ, ସାଗର ରଂଜନ ନାୟକ, ପ୍ରଜ୍ଞା ପାରମିତା ଲେଙ୍କା, ଅମୁଲ୍ୟ ମହାନ୍ତି,ତପସ୍ୱିନୀ ମହାନ୍ତି, ପ୍ରଭାକର ପ୍ରଧାନ, ଶ୍ରୀଧର ପଣ୍ଡା, ସନ୍ତୋଷ ଦାଶ ସୌମ୍ୟାସିଦ୍ଧାର୍ଥ, ଅସିତ ମହାନ୍ତି, ମିହିର ବାବୁ, ସ୍ମୃତି ସ୍ନିଗ୍ଧା, ଭାରତୀ, ଅନାମିକା ଅଳକା ସ୍ଵାଗତିକା କୁଳମଣୀ ଭାଇ ଗଙ୍ଗାଧର ଶୁକ୍ଳ,ପ୍ରମୋଦ ଭାଇ ମାଧବାନନ୍ଦ ଦାଶ, ରଶ୍ମି ରେଖା ଦାଶ ପ୍ରଭୃତି ଙ୍କ ପ୍ରତକ୍ଷ ସହଯୋଗ ଏବଂ ପଣ୍ଡିତ ସୁଧାର ପ୍ରସାଦ ନନ୍ଦ ଙ୍କଆବାହକତ୍ୱ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛନ୍ତି! ପ୍ରୋକ୍ତ କାର୍ଯ୍ୟକ୍ରମ ରେ 2,500ରୁ ଉର୍ଦ୍ଧ ଗୀତା ପାଠକ ଯୋଗ ଦାନ କରିଥିଲେ

Leave a Reply

Your email address will not be published. Required fields are marked *