ଶିଶୁ ବିଦ୍ୟାମନ୍ଦିରରେ ଗୁଡ଼ି ଉଡ଼ା ସଚେତନତା ଶିବିର

କଟକ ରାଜ୍ୟ
Spread the love

କଟକ ସଦର,୬/୧ : କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ଗୁଡ଼ି ଉଡ଼ା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ଦେବତା, ସହ ସଂପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ଵରଞ୍ଜନ ତ୍ରିପାଠୀ ଗୁଡ଼ି ଉଡ଼ାଇ ଘଟିଥିବା ଅଭାବନୀୟ ଘଟଣା ଉପରେ ଆଲୋକପାତ କରିଥିଲେ । ପିଲାମାନେ କିପରି ଗୁଡ଼ିଉଡ଼ାରୁ ନିବୃତ ରହିବେ। ସେ ବିଷୟରେ ସଚେତନ କରିଥିଲେ | ସମସ୍ତ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତିରେ କାଯ୍ୟକ୍ରମଟି ସୂଚାରୁ ରୂପେ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *