ଝଙ୍କଡ଼ : ପୁଅ ମୃତ୍ୟୁ ର ମାତ୍ର ଦୁଇମାସ ଆଠଦିନ ପରେ, ରୋଗଶଯ୍ୟାରେ ପଡ଼ିଥିବା ଜନ୍ମଦାତ୍ରୀ ମା ବାସନ୍ତୀ ରାଉଳ ବାସ୍ତରୀବର୍ଷ ବୟସ ରେ ପରଲୋକ ହୋଇଯାଇଛି l ଖବରଅନୁଯାଇ ଝଙ୍କଡ଼ ସାରଳାଠାକୁରାଣୀ ଙ୍କ ନିତ୍ୟସେବକ ସୁରେଶ କୁମାର ରାଉଳ ଙ୍କ ଧର୍ମପତ୍ନୀ ଦୀର୍ଘଦିନ ରୋଗଶଯ୍ୟାରେ ପଡିଚିକିଶ୍ଚିତ ହେଉଥିଲେ l ମାତ୍ର ଏକମାତ୍ର ପୁତ୍ର ସମୀରକାନ୍ତ ରାଉଳ ( ପପୁନନା ) ଙ୍କ ଆକସ୍ମିକ ବିୟୋଗରେ ବ୍ୟଥିତହୋଇ, ପୁଅ ର ବିରହରେ ମାନସିକଚାପରେ ତାଙ୍କର ପରଲୋକ ହୋଇଗଲା l
ଏହି ଦୁଖଦଃ ଘଟଣା ଟି ସ୍ଥାନୀୟ ଅଞ୍ଚଳ ରେ ଶୋକର ବାତାବରଣ ସୃଷ୍ଟି କରିଛି, ଗ୍ରାମ୍ୟଶ୍ମଶାନ ରେ ତାଙ୍କର ଅନ୍ତେଷ୍ଟକ୍ରିୟା ସମୟରେ ପୁତୁରା ବିଜୟ କୁମାର ରାଉଳ ମୁଖାଗ୍ନି ଦେଇଥିଲେ l
