Accident 300x172

କ୍ରିକେଟ୍‌ ଦେଖି ଘରକୁ ଫେରୁଥିଲେ, ବ୍ରିଜ୍‌ ଉପରେ ୩ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ରାଜ୍ୟ
Share

ପଦ୍ମପୁର: ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ବଦେନବାହାଲ ଗାଁରୁ କ୍ରିକେଟ ମ୍ୟାଚ ଦେଖି ଫେରିବାବେଳେ ଘଟିଥିବା  ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । ଭାରସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *