୫ରୁ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀ
ଭୂବନେଶ୍ଵର, ୧୪/୧୧: ୫ରୁ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀଟୋନି ବ୍ଲେୟାର୍ ଇନ୍ଷ୍ଟିଚ୍ୟୁଟ୍, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମି ୫ରୁ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀନୂଆଦିଲ୍ଲୀ/ଭୁବନେଶ୍ବର: ଟୋନି ବ୍ଲେୟାର୍ ଇନ୍ଷ୍ଟିଚ୍ୟୁଟ୍, ଆଇଆଇଟି କାନପୁର ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ମିଳିତ ସହଭାଗିତାରେ ଆସନ୍ତା ମାସ ୫ରୁ ୭ ତାରିଖ ପର୍ଯ୍ୟନ୍ତ ପୁରୀରେ ବିଶ୍ୱ ଶକ୍ତିନେତାଙ୍କ ସମ୍ମିଳନୀ (ଜିଇଏଲ୍ଏସ୍) ୨୦୨୫ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମର ଲୋଗୋ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ […]
ସଂପୂର୍ଣ୍ଣ ପଢନ୍ତୁ