ବିଦ୍ୟୁତବିଭାଗର ପ୍ରାକ୍ତନ କିରାଣୀ ସନ୍ତୋଷ ସିଂହଙ୍କ ପରଲୋକ

ଜଗତସିଂହପୁର ଜିଲା ଖବର ରାଜ୍ୟ
Spread the love

ଝଙ୍କଡ଼, ୧୪/୧୧ ବାଣିକ୍ଷେତ୍ର ଝଙ୍କଡ଼ ପ୍ରଗଣା ର ତିର୍ତ୍ତୋଲ ବ୍ଲକ, ମୁଳିସିଂହ ଗ୍ରାମ ନିବାସୀ ତଥା ଜଗତସିଂହପୁର ବିଦ୍ୟୁତ ବିଭାଗ ର ଅବସରପ୍ରାପ୍ତ ମୁଖ୍ୟକିରାଣୀ ସନ୍ତୋଷ ସିଂହ ( 78) ଙ୍କର, କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଗତ ଗୁରୁବାର ରାତି ଆଠଟା ବେଳେ ହୁଦଘାତ ରେ ପରଲୋକ ହୋଇଯାଇଛି l ସେ ଜଣେ ସଚୋଟ ନିଷ୍ଠାପର, କର୍ତ୍ତବ୍ୟରତ ବିଦ୍ୟୁତ କର୍ମଚାରୀ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କର ମୃତଶରୀର ନିଜ ଜନ୍ମମାଟି ରେ ପହଂଚିବା ପରେ ପତ୍ନୀ ମାଳତୀ ସିଂହ,ଙ୍କ ସମେତ ଚିନ୍ମୟୀ ସିଂହ, ଲାଲା ରତ୍ନମୟୀ ରାୟ, ଲାଲା ସାରଦା ରାୟ, ପ୍ରଦୀପ ସିଂହ ଙ୍କ ସମେତ ଓମ, ସୁନୁ, ଜେଲସି, ଗେହ୍ଲି ଙ୍କ ସହିତ ସ୍ଥାନୀୟ ଅଞ୍ଚଳ ର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ, l ଗ୍ରାମ୍ୟ ଶ୍ମାଶନ ରେ ତାଙ୍କ ଅନ୍ତେଷ୍ଟାକ୍ରିୟା ସମୟ ରେ ବଡ଼ପୁଅ ଜୟନ୍ତ ସିଂହ ମୁଖାଗ୍ନି ଦେଇଥିଲେ l

Leave a Reply

Your email address will not be published. Required fields are marked *